Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଦେଶରେ ପୁଣି ବଢିଲା ପେଟ୍ରୋଲ-ଡିଜେଲ୍ ଦର
ନୂଆଦିଲ୍ଲୀ; ସକାଳୁ ସକାଳୁ ଗ୍ରାହକଙ୍କୁ ଚିନ୍ତାରେ ପକାଇବା ପରି ଖବର ଆସିଛି । ଦେଶରେ ପୁଣି ପେଟ୍ରୋଲ-ଡିଜେଲ୍ ଦର ବଢିଛି । ୧୦ ଦିନରେ ଚତୁର୍ଥ ଥର ପାଇଁ ମହଙ୍ଗା ହୋଇଛନ୍ତି ପେଟ୍ରୋଲ-ଡିଜେଲ । ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା ଓ ଡିଜେଲ ଲିଟର ପିଛା ୨ ଟଙ୍କା ୭୧ ପଇସା ବୃଦ୍ଧି ହୋଇଛି!-->…
Read More...
Read More...
ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ,ସନ୍ଦିଗ୍ଧ ଗିରଫ
ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଘଟଣା ଏବେ ହଇଚଇ ସୃଷ୍ଟି କରିଛି। ଆମେରିକୀୟ ଗୁଇନ୍ଦା ସଂସ୍ଥା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି ଏବଂ ଇରାନର ଆଇଆରଜିସି ଏହି ଷଡ଼ଯନ୍ତ୍ରର ମୁଖ୍ୟ କାରଣ ବୋଲି ଅଭିଯୋଗ କରାଯାଇଛି।!-->…
Read More...
Read More...
‘ବର କିଏ…’ କଙ୍ଗନା ଲୁଚିଛପି ବିବାହ କଲେ କି? ଭାଇରାଲ ହେଉଛି ଅଭିନେତ୍ରୀଙ୍କ ଭିଡିଓ
ନୂଆଦିଲ୍ଲୀ- ଅଭିନେତ୍ରୀ ଏବଂ ରାଜନେତା କଙ୍ଗନା ରାଣାୱତଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କ୍ଲିପରେ, କଙ୍ଗନା ତାଙ୍କ ବେକରେ ମଙ୍ଗଳସୂତ୍ର ଏବଂ ହାତରେ ସବୁଜ ଚୁଡ଼ି ପିନ୍ଧିଥିବାର ଦେଖାଯାଉଛି। ତେବେ, କ'ଣ ଏପରି କୌଣସି ଗୁଜବ ଅଛି ଯେ ଅଭିନେତ୍ରୀ ଗୁପ୍ତ ଭାବରେ ବିବାହ!-->…
Read More...
Read More...
Cockroach Janta Party: କକ୍ରୋଚ୍ ଜନତା ପାର୍ଟିକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ; ଭାଇରାଲ୍ ହେଉଛି ବ୍ୟଙ୍ଗାତ୍ମକ…
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ନୂଆ ରାଜନୈତିକ ଦଳକୁ ନେଇ ଲାଗି ରହିଛି ଜୋରଦାର ଚର୍ଚ୍ଚା , ଯାହାର ନାଁ ହେଉଛି ‘କକ୍ରୋଚ୍ ଜନତା ପାର୍ଟି'। ଆପଣ ଏହାକୁ ହଲିଉଡ୍ କିମ୍ବା ବଲିଉଡ୍ ଫିଲ୍ମର ନାଁ ଭାବି ଭ୍ରମରେ ପଡ଼ିପାରନ୍ତି, କିନ୍ତୁ ଏହା ହେଉଛି ଭାରତର ସବୁଠାରୁ ଭାଇରାଲ୍ ବ୍ୟଙ୍ଗାତ୍ମକ!-->…
Read More...
Read More...
ନିଆରା ବିବାହ ; ଯୁବବର୍ଗଙ୍କ ପାଇଁ ଉଦାହରଣ ସାଜିଲେ ମନେନ୍ଦ୍ର- ମୋନିକା
ନୂଆଦିଲ୍ଲୀ- ହରିୟାଣାର ଚରଖି ଦାଦ୍ରି ଠାରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି, ଯାହାକି ଏବେ ସମାଜ ପାଇଁ ଏକ ବଡ଼ ଉଦାହରଣ ପାଲଟିଛି। ଆଜିକାଲି ଲୋକେ ବିବାହରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ବିବାହରେ କୌଣସି ଆଡମ୍ବର କିମ୍ବା ଯୌତୁକ ନେଣଦେଣ ନଥିଲା। ସବୁଠାରୁ!-->…
Read More...
Read More...
ବୁଲା କୁକୁର ସମସ୍ୟାକୁ ନେଇ ବଡ଼ ରାୟ ଶୁଣାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବୁଲା କୁକୁର ସମସ୍ୟାକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି । ସାର୍ବଜନିନ ସ୍ଥାନରୁ ହଟିବେ ବୁଲା କୁକୁର । ସୁପ୍ରିମକୋର୍ଟ କୁକୁର ପ୍ରେମୀଙ୍କ ଆବେଦନକୁ ଖାରଜ କରି ହସ୍ପିଟାଲ, ସ୍କୁଲ ଏବଂ ବସ୍ ଷ୍ଟେସନ ଭଳି ସାର୍ବଜନୀନ ସ୍ଥାନରୁ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ!-->…
Read More...
Read More...
Donald Trump Startegy: ଟ୍ରମ୍ପଙ୍କ ବ୍ଲୁ-ପ୍ରିଣ୍ଟ ଧ୍ୱଂସ ହୋଇଯିବ ଇରାନ !
ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ବିବାଦକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି । ଗୋଟିଏ ପଟେ ମଧ୍ୟପ୍ରାଚ୍ୟ ଯୁଦ୍ଧ ହେତୁ ବିଶ୍ୱରେ ସଙ୍କଟ ଲାଗିରହିଛି ଆଉ ଅନ୍ୟପଟେ ପୁଣିଥରେ ଇରାନ ଉପରେ ଆକ୍ରମଣ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରସ୍ତୁତ କରୁଛନ୍ତି ନୂଆ ରଣନୀତି!-->…
Read More...
Read More...
ମୁଁ ଦଳକୁ ଆଉ ଥରେ ଛିଡା କରିବି, ଏମିତି କାହିଁକି କହିଲେ ମମତା ?
ନୂଆଦିଲ୍ଲୀ; ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କ୍ଷମତା ହରାଇବା ଏବଂ ବର୍ଷ ବର୍ଷ ଧରି ସବୁଠାରୁ ବଡ଼ ନିର୍ବାଚନୀ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ, ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ଏବେ ସଂଗଠନର ପୁନର୍ଗଠନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । କୋଲକାତାସ୍ଥିତ ତାଙ୍କ!-->…
Read More...
Read More...
ନିଟ୍ ୟୁଜି ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର
ନୂଆଦିଲ୍ଲୀ; ନିଟ୍ ୟୁଜି ପରୀକ୍ଷାକୁ ବଡ଼ ଖବର ସାମ୍ନାକୁ ଆସିଛି । ଆସନ୍ତା ଜୁନ୍ ୨୧ରେ ପୁଣି ଥରେ ହେର ନିଟ୍ ୟୁଜି ପରୀକ୍ଷା । ଏନଟିଏ ବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ନୂଆ ତାରିଖ ଘୋଷଣା କରିଛି । ମେ' ୩ ତାରିଖରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଯୋଗୁଁ ବାତିଲ!-->…
Read More...
Read More...
Israeli Report: ପରିବାର ସଦସ୍ୟଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଆତଙ୍କବାଦୀ!
ଯୁଦ୍ଧ ଭିତରେ କ୍ରୁରତାର ଅନେକ କାହାଣୀ ଆପଣ ଶୁଣିଥିବେ, କିନ୍ତୁ ଏବେ ଯେଉଁ ଖବର ସାମ୍ନାକୁ ଆସିଛି, ତାହା ସମସ୍ତଙ୍କ ହାର୍ଟବିଟ୍ ବଢାଇ ଦେଇଛି ।ଇସ୍ରାଏଲ ଏବଂ ହମାସ ଯୁଦ୍ଧରେ ଆତଙ୍କବାଦୀଙ୍କ କଳା କାରନାମାର ଏମିତି ଏକ ସତ ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ।!-->…
Read More...
Read More...