Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
୩ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ବିଜେପି
ନୂଆଦିଲ୍ଲୀ; ୩ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ଭାରତୀୟ ଜନତା ପାର୍ଟି । ନୂଆ ନିଯୁକ୍ତି ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ । ଉତ୍ତରପ୍ରଦେଶ, ପଞ୍ଜାବ ଓ ଗୁଜରାଟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି ହୋଇଛି । ବିନୋଦ ତାୱଡ଼େ ଉତ୍ତରପ୍ରଦେଶରେ!-->…
Read More...
Read More...
ଶ୍ରାବଣ ସୋମବାରରେ ବଡ ଅଘଟଣ ; ବୁଡିଗଲେ 4 ଝିଅ, ଅଳ୍ପରେ ବର୍ତ୍ତିଲେ 3ଝିଅ
ନୂଆଦିଲ୍ଲୀ- ବିହାରର ବାର ଉପଖଣ୍ଡର ବଖତିୟାରପୁର ଥାନା ଅଞ୍ଚଳରେ ଶ୍ରାବଣ ସୋମବାର ଦିନ ଗଙ୍ଗାରେ ଗାଧୋଇବା ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ପରେ ନିଖୋଜ ହୋଇଥିବା ଚାରି ଝିଅଙ୍କ ମଧ୍ୟରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ମୃତଦେହଗୁଡ଼ିକ ବାବଲି କୁମାରୀ, ନନ୍ଦିନୀ!-->…
Read More...
Read More...
ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, 7 ଜଣଙ୍କ ମୃତ୍ୟୁ
ବୀରଭୂମ: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ତାରାପୀଠ ଥାନା ନିକଟରେ ଥିବା ଏକ ହୋଟେଲରେ ଭୋର ପ୍ରାୟ 4ଟା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ସମୟରେ ହୋଟେଲରେ ଅଧିକାଂଶ ଲୋକ ଗଭୀର ନିଦରେ ଶୋଇଥିବାରୁ ପରିସ୍ଥିତି ଅଧିକ ଭୟାବହ ହୋଇପଡ଼ିଥିଲା । ଏହି!-->…
Read More...
Read More...
ସଂସଦର ମୌସୁମୀ ଅଧିବେଶନ ଶେଷ: ‘ଲୋକସଭାରେ ୧୨ଟି ବିଲ୍ ଗୃହୀତ
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଗୁରୁବାର ଦିନ ଶେଷ ହୋଇଛି। ୧୯ ଦିନିଆ ମୌସୁମୀ ଅଧିବେଶନ ସମୟରେ, ହଟ୍ଟଗୋଳ ଏବଂ ସ୍ଲୋଗାନ ଯୋଗୁଁ ଉଭୟ ଗୃହର କାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା। ସଂସଦର ମୌସୁମୀ ଅଧିବେଶନ ସମାପ୍ତ ହେବା ପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ!-->…
Read More...
Read More...
ଜୁନିଅର ଷ୍ଟାଲିନଙ୍କୁ ଉଠାଇନେଲା ପୁଲିସ, କାହିଁକି ଜାଣନ୍ତୁ
ଚେନ୍ନାଇ: ଅଭିନେତ୍ରୀ ତ୍ରିଷାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ ତାମିଲନାଡ଼ୁ ବିରୋଧୀ ଦଳ ନେତା ତଥା ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ପୁଲିସ ଅଟକ ରଖିଛି । ଷ୍ଟାଲିନଙ୍କୁ ତାଙ୍କ ଚେନ୍ନାଇସ୍ଥିତ ବାସଭବନରୁ ପୁଲିସ ଉଠାଇ ଥାନାକୁ ନିଆଯାଇଛି ।
ଗତକାଲି!-->!-->!-->…
Read More...
Read More...
ଆସିଲା ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ, ବନ୍ୟାରେ ପ୍ରାୟ ୮ ଲକ୍ଷରୁ ଅଧିକ ଲୋକ ସିଧାସଳଖ ପ୍ରଭାବିତ
ନୂଆଦିଲ୍ଲୀ : ରାଜ୍ୟରେ ହୋଇଥିବା ବନ୍ୟାର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ସାମ୍ନାକୁ ଆସିଛି । ଏହି ସରକାରୀ ରିପୋର୍ଟ ଅନୁଯାୟୀ, ବନ୍ୟା ଯୋଗୁଁ ରାଜ୍ୟର ଅନେକ ଜିଲ୍ଲା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୮ ଲକ୍ଷରୁ ଅଧିକ ଲୋକ ଏହି ବନ୍ୟାରେ ସିଧାସଳଖ ପ୍ରଭାବିତ ହୋଇଛନ୍ତି ।!-->…
Read More...
Read More...
ରାହୁଲଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ
ନୂଆଦିଲ୍ଲୀ : ବିଜେପି ସାଂସଦ ଅନୁରାଗ ଠାକୁର ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଗତ କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ରୁଲ୍ ୨୨୨ ଓ ରୁଲ୍ ୨୨୩ ଅଧୀନରେ ଦାଖଲ କରାଯାଇଥିବା ଏହି ନୋଟିସରେ ରାହୁଲଙ୍କ ବିରୋଧରେ!-->…
Read More...
Read More...
ଅଧିକାରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ, କହିଲେ ବଡ କଥା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ପ୍ରମୁଖ ଅର୍ଥନୈତିକ ମନ୍ତ୍ରଣାଳୟର ଉଚ୍ଚ ପଦାଧିକାରୀଙ୍କୁ କହିଛନ୍ତି ଯେ ସରକାର ଯୁବ ଏବଂ ଭବିଷ୍ୟତ ଚିନ୍ତାଧାରାର ହେବା ଉଚିତ। ପେପର ଲିକ୍ ବିରୋଧରେ ଚାଲିଥିବା ପ୍ରତିବାଦ ମଧ୍ୟରେ ସେ ଇନଷ୍ଟାଗ୍ରାମରେ ଭାଷଣ ଦେବାର କିଛି ଦିନ!-->…
Read More...
Read More...
ଲୋକସଭାରେ ପାରିତ ହେଲା ଆଣ୍ଟି ପେପର ଲିକ୍ ବିଲ
ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକ୍ ରୋକିବାକୁ ସଂସଦରେ ନୂଆ ବିଲ୍ ଆସିଛି । ହଙ୍ଗାମା ଭିତରେ ଲୋକସଭାରେ ପାରିତ ହୋଇଛି ଆଣ୍ଟି ପେପର ଲିକ୍ ବିଲ । ବିରୋଧୀଙ୍କ ହୋହଲ୍ଲା, ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନପତ୍ର ନିରୋଧୀ ବିଲ୍ ଉପସ୍ଥାପିତ କରିଛନ୍ତି ସରକାର । ଲୋକସଭାରେ ବିଧେୟକକୁ ଆଗତ କରିଛନ୍ତି!-->…
Read More...
Read More...
ମୋବାଇଲ୍ ଫୋନ୍ ଓ ପିଲାମାନଙ୍କୁ ନେଇ ବଡ କଥା କହିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ମିଳିତ ପରିବାର ବ୍ୟବସ୍ଥାର କ୍ରମାଗତ ହ୍ରାସ ଏବଂ ନ୍ୟୁକ୍ଲିୟର ପରିବାରର ବୃଦ୍ଧି ପାଉଥିବା ପ୍ରଚଳନ ଉପରେ ସୁପ୍ରିମକୋର୍ଟ ଗଭୀର ଚିନ୍ତା ଏବଂ ଅସନ୍ତୋଷ ପ୍ରକାଶ କରିଛନ୍ତି।` ସୁପ୍ରିମକୋର୍ଟ କହିଛନ୍ତି, ପିଲାମାନେ ମୋବାଇଲ୍ ଫୋନ୍ ଏବଂ ଗ୍ୟାଜେଟ୍ ସହିତ ସମୟ ବିତାଇବାକୁ ବାଧ୍ୟ!-->…
Read More...
Read More...