Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ଅରୁଣ ଗୋଏଲ
ନୂଆଦିଲ୍ଲୀ: ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ନବନିଯୁକ୍ତ ନିର୍ବାଚନ କମିଶନର ଅରୁଣ ଗୋଏଲ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପଞ୍ଜାବ କ୍ୟାଡର ୧୯୮୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶ୍ରୀ ଗୋଏଲ୍ ଗତ ନଭେମ୍ବର ୧୮ ତାରିଖରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ତାଙ୍କୁ ଶନିବାର ନିର୍ବାଚନ କମିଶନର!-->…
Read More...
Read More...
ଫାଇଲ ଆଣି ନଥିବାରୁ ଆଇନଜୀବୀଙ୍କୁ ଭର୍ତ୍ସନା କଲେ ସିଜେଆଇ
ନୂଆଦିଲ୍ଲୀ,୧୮/୧୧: କେସ୍ ଫାଇଲ ନଆଣିବା ଜଣେ ଆଇନଜୀବୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଏଭଳି ଅତି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ତାଙ୍କୁ ପ୍ରଧାନ ବିଚାରପତିଙ୍କ ଠାରୁ ତାଗିଦ ଶୁଣିବାକୁ ପଡ଼ିଛି । ଆଜି ଜଣେ ଆଇନଜୀବୀ ଗୋଟିଏ ମାମଲାରେ ନିଜର ପକ୍ଷ ରଖିବାକୁ ସିଜେଆଇଙ୍କ କୋର୍ଟରେ ହାଜର ହୋଇଥିଲେ ।!-->…
Read More...
Read More...
ଦେଶରେ ଦୁଇ ସନ୍ତାନ ଜନ୍ମ ନିୟମ ଲାଗୁ ଆବେଦନ କୋର୍ଟରେ ଖାରଜ
ନୂଆଦିଲ୍ଲୀ,୧୮/୧୧ : ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଦୁଇ ସନ୍ତାନ ଜନ୍ମ ନିୟମ ଲାଗୁ କରିବା ଲାଗି ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବିକରି ଆଗତ ହୋଇଥିବା ପିଟିସନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଏହା!-->…
Read More...
Read More...
ଶ୍ରଦ୍ଧାଙ୍କୁ ହତ୍ୟା କରିବା ପୂର୍ବରୁ ଏହି କାମ କରିଥିଲା ଅଫତାବ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘଟିଥିବା ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ପୋଲିସ ଏକ ବଡ ଖୁଲାସା କରିଛି । ପୋଲିସର ପଚରାଉଚରା ବେଳେ ଜଣା ପଡିଛି ଯେ ଅଭିଯୁକ୍ତ ଅଫତା ଆମିନ ପୁନାୱାଲାଙ୍କର ଗଞ୍ଜେଇ ତଥା ଅନ୍ୟାନ୍ୟ ନିଶା ଦ୍ରବ୍ୟ ସେବନ କରୁଥିଲେ । ପୋଲିସ ପଚରାଉଚରା ବେଳେ ଅଭିଯୁକ୍ତ!-->…
Read More...
Read More...
ସୁପ୍ରିମକୋର୍ଟଙ୍କୁ ନୋଟବନ୍ଦୀର କାରଣ ଜଣାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ୨୦୧୬ରେ ହୋଇଥିବା ନୋଟବନ୍ଦୀ ଉପରେ ସୁପ୍ରିମକୋର୍ଟରେ ଜବାବ ରଖିଛନ୍ତି କେନ୍ଦ୍ର ସରକାର । ବହୁ ବିଚାର-ବିମର୍ଶ ପରେ ବିମୁଦ୍ରୀକରଣ ନିଷ୍ପତ୍ତି ନିଆଯାଇଥିବା ଏବଂ ଏହା ଜାଲି ନୋଟ, ଆତଙ୍କବାଦୀକୁ ଅର୍ଥ ଯୋଗାଣ, କଳା ଧନ ଏବଂ ଟ୍ୟାକ୍ସ ଚୋରି ସମସ୍ୟା ମୁକାବିଲାର ଏକ ବଡ଼ ରଣନୀତିର!-->…
Read More...
Read More...
ଜାରିହେଲା ନୂଆ ଗାଇଡଲାଇନ :
ବିମାନ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ
ନୂଆଦିଲ୍ଲୀ: ବୁଧବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛି । ମନ୍ତ୍ରଣାଳୟ ଜାରି କରିଥିବା ଗାଇଡଲାଇନ ଅନୁସାରେ,ଏବେ ଘରୋଇ ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ମାସ୍କ ନପିନ୍ଧିଲେ ବି କୌଣସି!-->…
Read More...
Read More...
କୁକୁର କାମୁଡା ମାମଲାରେ ଏଭଳି ରାୟ ଦେଲେ କୋର୍ଟ
ଗୁରୁଗ୍ରାମ: କୁକୁର କାମୁଡାର ଶିକାର ହୋଇଥିବା ଜଣେ ମହିଳାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । ଏ ସମ୍ପର୍କରେ ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ହରିୟାଣାର ଗୁରୁଗ୍ରାମରେ କୁକୁର କାମୁଡାରେ ଶିକାର ହୋଇଥିବା ସମ୍ପୃକ୍ତ ମହିଳାଙ୍କୁ ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ଦେବାକୁ ଖାଉଟି!-->…
Read More...
Read More...
ରୁଷରୁ ତେଲ କିଣିବା ଜାରି ରହିବ : ମୋଦୀ
ବାଲି : ଇଣ୍ଡୋନେସିଆର ବାଲିଠାରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ପାଶ୍ଚାତ୍ୟ ଦେଶମାନଙ୍କୁ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରୁଷରୁ ତେଲ କିଣା ପ୍ରସଙ୍ଗରେ ପାଶ୍ଚାତ୍ୟ ଦେଶ ଭାରତକୁ ସମାଲୋଚନା କରୁଥିବାବେଳେ ତାହାର ଜବାବରେ ମୋଦୀ କହିଛନ୍ତି ଯେ ତୈଳ ଯୋଗାଣ ଉପରେ!-->…
Read More...
Read More...
ସାଇବର ସୁରକ୍ଷାନେଇ ସ୍କୁଲ ପିଲାଙ୍କୁ ସଚେତନ କରାଇବ ପୁଲିସ
ଭୁବନେଶ୍ୱର : ଏବେ ସାଇବର ଠକେଇ ଘଟଣା ବହୁ ସଂଖ୍ୟାରେ ବଢୁଛି । ସାନ ବଡ଼ ପ୍ରାୟ ସମସ୍ତେ ଏହାର ହେଉଛନ୍ତି । ସ୍କୁଲ ଛାତ୍ରଛାତ୍ରୀ ଓ ଛୋଟ ପିଲା ମଧ୍ୟ ସାଇବର ମାମଲାରେ ଶିକାର ହେଉଛନ୍ତି । ଏହାକୁ ନେଇ ଚିନ୍ତାରେ କମିଶନରେଟ୍ ପୁଲିସ୍ । ସେଥିପାଇଁ ସ୍କୁଲ ଯିବ ପୁଲିସ । ସାଇବର ସୁରକ୍ଷା ନେଇ!-->…
Read More...
Read More...
କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା :
ଅଭିଯୁକ୍ତ ନାବାଳକ ନୁହେଁ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଲୋମହର୍ଷଣକାରୀ ଘଟଣାର ଜଣେ ଅଭିଯୁକ୍ତ ପୂର୍ବରୁ ନିଜକୁ ନାବାଳକ ବୋଲି କହି ଚାଲିଥିଲା । ହେଲେ ସୁପ୍ରିମକୋର୍ଟ ଉକ୍ତ ଅଭିଯୁକ୍ତକୁ ନାବାଳକ ନୁହେଁ, ବରଂ ସାବାଳକ ବୋଲି କହିଛନ୍ତି ।!-->…
Read More...
Read More...