Browsing Category

ଦେଶ- ବିଦେଶ

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ :
ଧର୍ମାନ୍ତରୀକରଣ ରୋକିବା ପାଇଁ କ’ଣ ପଦକ୍ଷେପ ନେଇଛ ଜଣାଅ

ନୂଆଦିଲ୍ଲୀ,୨୩/୯ : ଦେଶରେ ବିଭିନ୍ନ ଉପାୟରେ ଧର୍ମାନ୍ତରୀକରଣ କାର୍ଯ୍ୟ ଏବେ ବି ଚାଲିଛି । ଭୟ,ପ୍ରଲୋଭନ ତଥା ଅର୍ଥ ଉପହାର ଦେଇ ଧର୍ମାନ୍ତରୀକରଣ କରାଯାଉଛି । ଏହାକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରି ଆଗତ ହୋଇଥିବା
Read More...

ଦିଲୀପ ତିର୍କୀ ହେଲେ ହକି ଇଣ୍ଡିଆ ସଭାପତି

ଭୁବନେଶ୍ୱର,୨୩/୯: ଓଡ଼ିଶା ଏବଂ ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ହକି ଇଣ୍ଡିଆର ସଭାପତି ହେଲେ ପଦ୍ମଶ୍ରୀ ଦିଲୀପ ତିର୍କୀ । ବିନା ପ୍ରତିଦ୍ୱନ୍ଦ୍ୱିତାରେ ସେ ନିର୍ବାଚିତ ହୋଇଛନ୍ତି । ଶୁକ୍ରବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ସେ ବିନା କୌଣସି
Read More...

ବ୍ୟାଙ୍କ ଋଣ ଠକେଇ ମାମଲା :
୨୭୪୭ କୋଟିର ସଂପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ : ଏବିଜି ସିପୟାର୍ଡ କମ୍ପାନିର ଅଧ୍ୟକ୍ଷ ଋଷି ଅଗ୍ରୱାଲଙ୍କୁ ସିବିଆଇ ଗିରଫ କରିବାର ଦିନକ ପରେ ଇଡି ଏହି କମ୍ପାନିର ପ୍ରାୟ ୨୭୪୭ କୋଟି ଟଙ୍କାର ସଂପତ୍ତି ଜବତ କରିଛି । ଏସବୁ ସଂପତ୍ତି ମଧ୍ୟରେ ରହିଛି ସୁରତ ଓ ଦହେଜଠାରେ ଥିବା କମ୍ପାନିର ସିପୟାର୍ଡ ( ଜାହାଜ ତିଆରି ଓ ମରାମତି
Read More...

କଂଗ୍ରେସ ଅଧ୍ୟକ୍ଷ ପଦ ପ୍ରସଙ୍ଗ :
ମୁଁ ଅଟଳ,ନିର୍ବାଚନ ଲଢିବି ନାହିଁ : ରାହୁଲ

ନୂଆଦିଲ୍ଲୀ,୨୨/୯ : ମୋତେ ବାରମ୍ବାର ପଚାରନ୍ତୁ ନାହିଁ । ମୁଁ ଆଗରୁ ସ୍ପଷ୍ଟ କରିଦେଇଛି ଆଉ ଏବେ ବି କହୁଛି,ମୁଁ କଂଗ୍ରେସ ସଭାପତି ନିର୍ବାଚନ ଲଢିବି ନାହିଁ । ଗୁରୁବାର କେରଳରେ ସାମ୍ବାଦିକଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ରାହୁଲ ଗାନ୍ଧୀ ଏହା ସ୍ପଷ୍ଟ କରିଛନ୍ତି । ୨୦୧୯ ନିର୍ବାଚନର
Read More...

ରାଜୁ ଶ୍ରୀବାସ୍ତବଙ୍କ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ,୨୨/୯ : ଲୋକପ୍ରିୟ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତଙ୍କର ଆଜି ଶେଷକୃତ୍ୟ ସଂପନ୍ନ ହୋଇଛି । ତାଙ୍କ ମୃତ୍ୟୁରେ ଅକ୍ଷୟ କୁମାର, କପିଲ ଶର୍ମାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ରାଜୁଙ୍କ ପୁଅ ଆୟୁଷ୍ମାନ ଆଜି ବାପାଙ୍କ ମରଶରୀରରେ ମୁଖାଗ୍ନି ଦେଇଛନ୍ତି । ରାଜୁଙ୍କ
Read More...

ବନ୍ଦରରୁ ୧୭୨୫ କୋଟିର ଡ୍ରଗ୍ସ ଜବତ

ନୂଆଦିଲ୍ଲୀ,୨୧/୯ : ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍‌ ମୁମ୍ବାଇର ନାଭା ଶେଭା ବନ୍ଦରରେ ବିପୁଳ ପରିମାଣର ଡ୍ରଗ୍ସ (ହେରୋଇନ୍‌)ଜବତ କରିଛି । ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୧୭୨୫ କୋଟି ଟଙ୍କା । ଏକ କଣ୍ଟେନରୁ ଜବତ କରାଯାଇଥିଲା ଏହି ହେରୋଇନ୍‌ । ଭାରତରେ ବଡ ଧରଣର ଡ୍ରଗ୍ସ କାରବାର
Read More...

ପିଏମ କେୟାର୍ସ ପାଣ୍ଠିର ଟ୍ରଷ୍ଟି ହେଲେ ରତନ ଟାଟା

ନୂଆଦିଲ୍ଲୀ: ପିଏମ କେୟାର୍ସ ପାଣ୍ଠିର ଅନ୍ୟତମ ଟ୍ରଷ୍ଟି ଭାବେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ନିଯୁକ୍ତ କରାଯାଇଛି । ଏହି ଟ୍ରଷ୍ଟରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ କେଟି ଥୋମାସ୍‌, ପୂର୍ବତନ ଡେପୁଟି ବାଚସ୍ପତି କରିଆ ମୁଣ୍ଡା ମନୋନୀତ ହୋଇଥିବା ବେଳେ ସେଥିରେ ଏବେ ଟାଟା
Read More...

ରାସ୍ତାକଡରେ ଶୋଇଥିଲେ, ମାଡିଗଲା ଟ୍ରକ ; ୪ ମୃତ, ୨ ଗୁରୁତର

ନୂଆଦିଲ୍ଲୀ: ରାସ୍ତାକଡରେ ଶୋଇଥିବା ସମୟରେ ମାଡିଗଲା ଟ୍ରକ। ଟ୍ରକ ଚକା ତଳେ ଚାଲିଗଲା ୪ ଜୀବନ । ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀ ଅନ୍ତର୍ଗତ ସୀମାପୁରୀ ଅଞ୍ଚଳରେ ଏଭଳି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଫୁଟପାଥରେ ଶୋଇଥିବା ଲୋକଙ୍କ ଉପରେ ଏକ ଟ୍ରକ ଭାରସାମ୍ୟ ହରାଇ ମାଡିଯିବାରୁ
Read More...

୮ଟି ଆଇଆଇଟିର ନୂତନ ନିର୍ଦ୍ଦେଶକଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭୁବନେଶ୍ୱର ସମେତ ଦେଶର ୮ଟି ଆଇଆଇଟି ପାଇଁ ନୂତନ ନିର୍ଦ୍ଦେଶକଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି । ଦେଶର ଆଠଟି ଆଇଆଇଟି ପ୍ରତିଷ୍ଠାନର ନିର୍ଦ୍ଦେଶକ ନିଯୁକ୍ତିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି । ଏ ସମ୍ପର୍କରେ ସୂଚନା ପ୍ରଦାନ କରି କେନ୍ଦ୍ର
Read More...

ପାଚେରୀ ଭୁଶୁଡି ୬ ଶ୍ରମିକ ମୃତ

ଲକ୍ଷେ୍ନø: ଭୁଶୁଡିଲା ନିର୍ମାଣାଧୀନ ପାଚେରୀ । ଘଟଣାସ୍ଥଳରେ ହିଁ ପାଚେରୀ ତଳେ ଚାପି ହୋଇ ପ୍ରାଣ ହରାଇଲେ ୬ ଜଣ ଶ୍ରମିକ । ଉତ୍ତରପ୍ରଦେଶର ନଏଡାରେ ଏଭଳି ଏକ ଅଘଟଣ ଘଟିଛି । ନଏଡ଼ାର ସେକ୍ଟର-୨୧ରେ ଥିବା ଏକ ପାଚେରୀ ଭାଙ୍ଗିଯିବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୫ରୁ ୬ଜଣ ଶ୍ରମିକ
Read More...