Browsing Category

ଦେଶ- ବିଦେଶ

କଟକଣା କୋହଳ ପରେ ଚାଇନାରେ କରୋନା ଆତଙ୍କ

ବେଜିଂ : ଚାଇନାରେ କରୋନା କଟକଣା କୋହଳ ପରେ ପୁଣି ଥରେ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ସଂକ୍ରମିତ ଲୋକଙ୍କ ସଂଖ୍ୟା ଉଦବେଗଜନକ ହାରରେ ବୃଦ୍ଧି ପାଇବାରେ ଲାଗିଛି। ଔଷଧ ପାଇଁ ଦୋକାନରେ ଲମ୍ବା ଧାଡି ଦେଖିବାକୁ ମିଳୁଛି। ଅଭାବ ଯୋଗୁ ଉପଲବ୍ଧ ଔଷଧ ଏବଂ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଛି।
Read More...

ଉଦୟପୁରରେ ଜି-୨୦ ପ୍ରତିନିଧି ଦଳ :
ବୁଲିବେ ରାଜସ୍ଥାନର ପ୍ରମୁଖ ସ୍ଥାନ

ଜୟପୁର : ରାଜସ୍ଥାନର ଉଦୟପୁରରେ ଭାରତ ଅଧ୍ୟକ୍ଷତାରେ ପ୍ରଥମ ଜି-୨୦ର ପ୍ରଥମ ବୈଠକ ହେବ । ଆଜି ଜି-୨୦ ପ୍ରତିନିଧି ଦଳ ‘ସିଟି ଅଫ ଲେକ୍‌ସ’ ଉଦୟପୁରରେ ପହଞ୍ଚିଛନ୍ତି । ସେମାନେ ଉଦୟପୁରରେ ୪ ଦିନ ରହିବେ । ରବିବାର ଦିନ ହୋଟେଲ ଲୀଲା ପ୍ୟାଲେସ୍‌ରେ ପ୍ରତିନିଧିଙ୍କ ପାଇଁ ଏକ ବିଶାଳ କାର୍ଯ୍ୟକ୍ରମ
Read More...

ଗୁଜରାଟ: ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌

ଅହମ୍ମଦାବାଦ: ଗୁଜରାଟରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ସରିଛି ପ୍ରଚାର ପର୍ବ । ଶେଷ ଦିନରେ ୩ ପ୍ରମୁଖ ଦଳ କ୍ୟାମ୍‌ପେନିଂକୁ ଆହୁରି ଜୋରଦାର କରିଥିଲେ । ଆସନ୍ତାକାଲି ହେବ ଦ୍ୱିତୀୟ ତଥା ଅନ୍ତିମ ଚରଣ ମତଦାନ । ମୋଟ ୧୮୨ ସିଟ୍‌ ବିଶିଷ୍ଟ ବିଧାନସଭା ଆସନ ମଧ୍ୟରୁ
Read More...

ନେତାଙ୍କୁ ଖାଡଗେଙ୍କ ତାଗିଦ :
ଯଦି ନେତୃତ୍ୱ ନେବାକୁ ଅକ୍ଷମ,ପଦ ଛାଡିଦିଅ

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ତଥା ନେତୃତ୍ୱ ଦାୟିତ୍ୱରେ ଥିବା କିଛି କଂଗ୍ରେସ ନେତାଙ୍କ କାର୍ଯ୍ୟଶୈଳୀନେଇ ଅସନ୍ତୋଷ ପ୍ରକାଶ କରାିଛନ୍ତି ଦଳ ନୂଆ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ । ସେ ସେମାନଙ୍କୁ ଆଜି ଖୋଲାଖୋଲିଭାବେ ଚେତାବନୀ ଶୁଣାଇ କହିଛନ୍ତି,ଯଦି
Read More...

ମାନବୀୟ ଭାବନା ପାଇଁ ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିଛି ନୌସେନା : ମୋଦୀ

ନୂଆଦିଲ୍ଲୀ,୪/୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୌସେନା ଦିବସ ଅବସରରେ ନୌସେନାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହା ଦେଶକୁ ନିରନ୍ତର ରକ୍ଷା କରିଆସୁଛି । ସଙ୍କଟ ସମୟରେ ଦେଶର ସୁରକ୍ଷା କରୁଛି । ନୌସେନା କଠିନ ସ୍ଥିତିରେ ମଧ୍ୟ ନିଜର ମାନବୀୟ ଭାବନା ଦ୍ୱାରା
Read More...

ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବାକୁ ଇଜିପ୍ଟ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କଲା ଭାରତ

ନୂଆଦିଲ୍ଲୀ: କାଇରୋ ସହିତ ରାଜନୈତିକ ଓ ସାମରିକ ସମ୍ପର୍କ ସୁଦୃଢ଼ କରିବା ଉଦ୍ୟମର ଅଂଶବିଶେଷ ଭାବେ ୨୦୨୩ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ପାଇଁ ଭାରତ ଇଜିପ୍ଟର ରାଷ୍ଟ୍ରପତି ଅବ୍ଦୁଲ୍‌ ଫତା ଅଲ୍‌-ସିସିଙ୍କୁ ନିମନ୍ତ୍ରଣ କରିଛି। ୨୦୧୪ରୁ ଇଜିପ୍ଟର୍‌ ରାଷ୍ଟ୍ରପତି ଥିବା
Read More...

ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ଅସୀମ ମୁନୀର୍‌ ହେଲେ ପାକିସ୍ତାନର ନୂତନ ସେନାମୁଖ୍ୟ

ଇସ୍‌ଲାମାବାଦ୍‌: ଆଜି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହ୍‌ବାଜ୍‌ ଶରିଫ୍‌ ଦେଶର ଶକ୍ତିଶାଳୀ ସେନାର ନୂତନ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ୍‌ ଜେନେରାଲ୍‌ ଅସୀମ ମୁନୀରଙ୍କ ନାମ ଘୋଷଣା କରିଥିବା କଥା ଟୁଇଟ୍‌ କରି ସୂଚନା ମନ୍ତ୍ରୀ କହିଛନ୍ତି। ୬ ବର୍ଷ କାର୍ଯ୍ୟକାଳ ପୂରଣ କରି ଚଳିତ ମାସ ୨୯
Read More...

ଡିସେମ୍ବର ୧ରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ

ନୂଆଦିଲ୍ଳୀ,୨୨/୧୧: ରାଷ୍ଟ୍ରପତି ଭବନକୁ ସାଧାରଣ ଲୋକଙ୍କୁ ମିଳିବ ପ୍ରବେଶ । ଡିସେମ୍ବର ୧ ଠାରୁ ସାଧାରଣ ଲୋକଙ୍କ ପାଇଁ ରାଷ୍ଟ୍ରପତି ଭବନ ସପ୍ତାହରେ ୫ ଦିନ ଖୋଲା ରହିବ । ସପ୍ତାହରେ ବୁଧବାର,ଗୁରୁବାର,ଶୁକ୍ରବାର,ଶନିବାର ଏବଂ ରବିବାର ରାଷ୍ଟ୍ରପତି ଭବନ ବୁଲିପାରିବେ । ଏହା ସହ ସମୟ ମଧ୍ୟ
Read More...

କାରଖାନାରେ ଭୟାବହ ଅଗ୍ନିକାଣ୍ଡ :
ଚାଲିଗଲା ୩୬ ଜୀବନ

ନୂଆଦିଲ୍ଲୀ: ଚୀନରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ହେନାନ ପ୍ରାନ୍ତରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏକ କାରଖାନାରେ ନିଆଁ ଲାଗିବା ଯୋଗୁ ପ୍ରାୟ ୩୬ଜଣଙ୍କ ମୃତ୍ୟୁ ହୋଇଛି । ଭୟାବହ ଅଗ୍ନିକାଣ୍ଡରେ ୨ଜଣ ଆହତ ହୋଇଥିବାବେଳେ ୨ଜଣ ନିଖୋଜ ରହିଛନ୍ତି । ଅଗ୍ନିଶମ ବାହିନୀ ୪ଘଣ୍ଟାର ପରିଶ୍ରମ ପରେ
Read More...

୭୧ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ଦେଲେ ମୋଦୀ

ନୂଆଦିଲ୍ଳୀ: ଯୁବପିଢ଼ିଙ୍କୁ ଦେଶର ସବୁଠାରୁ ବଡ଼ ବଳ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦ ଲକ୍ଷ କର୍ମୀଙ୍କ ପାଇଁ ‘ରୋଜଗାର ମେଳା’ ଅଭିଯାନରେ ମଙ୍ଗଳବାର ୭୧ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ପ୍ରଦ‌ାନ କରିଛନ୍ତି। ନିଯୁକ୍ତି ପତ୍ର ବଣ୍ଟନ କରିବା ସହ ‌ମୋଦୀ ଆହୁରି ବି
Read More...