Browsing Category

ଦେଶ- ବିଦେଶ

ଚୀନକୁ ଚେତାଇଦେବା ପାଇଁ ବଳିଷ୍ଠ ପଦକ୍ଷେପ :
ସୀମାରେ ଗର୍ଜିଲା ଭାରତର ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ତୱାଙ୍ଗ ସଂଘର୍ଷ ଘଟଣା ପରଠୁ ଭାରତ ଆଉ କୌଣସି କଥାକୁ ହାଲକାଭାବେ ନେଉନାହିଁ । କାରଣ ଚୀନ ପୁନର୍ବାର ଏଭଳି ବଦମାସୀ କରିପାରେ । ଏହାକୁ ଆଖି ଆଗରେ ରଖି ଭାରତ ସୀମାନ୍ତରେ ତା’ର ସେନା ସ୍ଥିତି ଆହୁରି ମଜବୁତ କରିଛି । ଚୀନକୁ ପାନେ ଦେବା ପାଇଁ ଭାରତ ସବୁପ୍ରକାର ବ୍ୟବସ୍ଥା କରୁଛି
Read More...

ଯିଏ ପିଇବ, ସେ ମରିବ: ନୀତୀଶ, ବିହାରରେ ୩୯ ଲୋକଙ୍କ ଜୀବନ ନେଲାଣି ନକଲି ମଦ

ପାଟନା : ବିହାରର ଛପରାରେ ନକଲି ମଦ ପିଇ ୩୯ ଲୋକଙ୍କ ଜୀବନ ଯାଇଛି । ଆଉ କେତେକ ଲୋକଙ୍କ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ଯଦି ଯିଏ ମଦ ପିଇବ, ସେ ନିଶ୍ଚୟ ମରିବ । ଆମ ରାଜ୍ୟରେ ମଦ ବନ୍ଦ କରିଛୁ
Read More...

ବିଶ୍ବର ପ୍ରଥମ ଧୁମପାନମୁକ୍ତ ଦେଶ ହେବ ନ୍ୟୁଜିଲାଣ୍ଡ୍

ଅକଲାଣ୍ଡ : ବିଶ୍ବର ପ୍ରଥମ ଧୁମପାନମୁକ୍ତ ଦେଶରେ ପରିଣତ ହେବାକୁ ଯାଉଛି ନ୍ୟୁଜିଲାଣ୍ଡ । ଆସନ୍ତା ୨୦୨୫ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବାକୁ ଯୋଜନା ପ୍ରସ୍ତୁତ କରିଛି ଏହି ଦେଶ । ନ୍ୟୁଜିଲାଣ୍ଡ ସରକାର ନିକଟରେ ଏକ ଆଇନ ପ୍ରଣୟନ କରିଛନ୍ତି । ଏହି ଆଇନ ଅନୁସାରେ ୧୪ ବର୍ଷରୁ କମ ବୟସର
Read More...

ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭୂପେନ୍ଦ୍ର ପଟେଲ୍‌

ଗାନ୍ଧୀନଗର: ଆଜି ଅପରାହ୍ଣରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ୍‌ ଗୁଜରାଟୀ ଭାଷାରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହା ହେଉଛି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ୍‌ଙ୍କର ଦ୍ବିତୀୟ
Read More...

ସୁପ୍ରିମକୋର୍ଟର ବିଚାରପତି ହେଲେ ଜଷ୍ଟିସ ଦୀପଙ୍କର ଦତ୍ତ

ନୂଆଦିଲ୍ଲୀ : ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଛି । ସେ ଶପଥ ନେବା ପରେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇବ । ଆଇନମନ୍ତ୍ରୀ କିରେନ ରିଜିଜୁ ଜଷ୍ଟିସ ଦତ୍ତଙ୍କୁ ସର୍ବୋଚ୍ଚ
Read More...

ଆତଙ୍କ ସୃଷ୍ଟି କଲାଣି ଲମ୍ପି ଚର୍ମ ରୋଗ

ନୂଆଦିଲ୍ଲୀ: ଦେଶରେ ବ୍ୟାପି ଚାଲିଛି ଲମ୍ପି ଚର୍ମ ରୋଗ । ଗୃହପାଳିତ ପଶୁପକ୍ଷୀ,ବିଶେଷ କରି ଗୋରୁଗାଈ ଏହି ରୋଗରେ ସଂକ୍ରମିତ ହେଉଛନ୍ତି । ଫଳରେ ଗାଇଗୋରୁଙ୍କ ଶରୀରର ବିଭିନ୍ନ ସ୍ଥାନରେ ପ୍ରଥମେ ଆବୁ ସୃଷ୍ଟି ହେବା ସହ ଏହା କ୍ଷତରେ ପରିଣତ ହେଉଛି । ଏହାକୁ ନେଇ ଗୋପାଳକଙ୍କ ମଧ୍ୟରେ ଚିନ୍ତା
Read More...

ସର୍ଟକଟ ରାଜନୀତି ଦେଶ ପାଇଁ କ୍ଷତିକାରକ: ମୋଦି

ନାଗପୁର: ସର୍ଟକଟ ରାଜନୀତି ନୁହେଁ,ଦେଶ ପାଇଁ ଆବଶ୍ୟକ ସ୍ଥାୟୀ ବିକାଶ ଓ ସମାଧାନ । ସର୍ଟକଟ ରାଜନୀତି ଦେଶ ପାଇଁ ଅତ୍ୟନ୍ତ କ୍ଷତିକାରକ । କୌଣସି ରାଜନୈତିକ ଦଳ ନିରନ୍ତର ବିକାଶ କରି ଜନତାଙ୍କ ହୃଦୟ ଜିତିପାରିବ । ସେଇ ଦଳ ମଧ୍ୟ ବାରମ୍ବାର ନିର୍ବାଚନରେ ବିଜୟୀ ହୋଇପାରିବ । ଏହାର ସଦ୍ୟତମ
Read More...

ଦକ୍ଷିଣ ଭାରତରେ ‘ମାଣ୍ଡୋସ୍‌’ ତାଣ୍ଡବ:
ବିଭିନ୍ନ ସ୍ଥାନରେ ୬ରୁ ଅଧିକ ମୃତ

ଚେନ୍ନାଇ/ ହାଇଦ୍ରାବାଦ,୧୧/୧୨ : ସାମୁଦ୍ରିକ ବାତ୍ୟା ‘ମାଣ୍ଡୋସ୍‌’ ତାମିଲନାଡୁ ଉପକୂଳରେ ଭୂ-ଭାଗକୁ ପ୍ରବେଶ କରିବା ପରେ ତାଣ୍ଡବ ରଚିଥିଲା । ମାଣ୍ଡୋସ ପ୍ରଭାବରେ ଉଭୟ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ଭୀଷଣ ବର୍ଷା ସାଙ୍ଗକୁ ତୋଫାନ ବହିଥିଲା । ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ତୋଫାନ ଯୋଗୁ
Read More...

ଷଷ୍ଠ ବନ୍ଦେ ଭାରତ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କଲେ ମୋଦୀ

ନାଗପୁର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗପୁର ମେଟ୍ରୋ ରେଳ ପ୍ରକଳ୍ପର ‘ଫେଜ୍‌ ୧’ ଉଦ୍‌ଘାଟନ କରିବା ସହିତ ମେଟ୍ରୋରେ ବସି ଫ୍ରିଡମ୍‌ ପାର୍କରୁ ଖପ୍ରି ଯିବା ଲାଗି ଟିକେଟ ଖରିଦ କରିଥିଲେ । ଫ୍ରିଡମ୍‌ ପାର୍କରୁ ଖପ୍ରି ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ ମେଟ୍ରୋରେ ଯାତ୍ରା କରୁଥିବା
Read More...

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବୀନ୍ଦର ସିଂହ ସୁଖୁ

ସିମ୍‌ଲା: ହିମାଚଳ ପ୍ରଦେଶକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ । ସୁଖବୀନ୍ଦର ସିଂହ ସୁଖୁ ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେହିପରି କଂଗ୍ରେସ ବରିଷ୍ଠ ନେତା ମୁକେଶ ଅଗ୍ନିହୋତ୍ରୀ ଡେପୁଟି
Read More...