Browsing Category

ଦେଶ- ବିଦେଶ

ଜାରିହେଲା ନୂଆ ଗାଇଡଲାଇନ :
ବିମାନ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ବୁଧବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛି । ମନ୍ତ୍ରଣାଳୟ ଜାରି କରିଥିବା ଗାଇଡଲାଇନ ଅନୁସାରେ,ଏବେ ଘରୋଇ ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ମାସ୍କ ନପିନ୍ଧିଲେ ବି କୌଣସି
Read More...

କୁକୁର କାମୁଡା ମାମଲାରେ ଏଭଳି ରାୟ ଦେଲେ କୋର୍ଟ

ଗୁରୁଗ୍ରାମ: କୁକୁର କାମୁଡାର ଶିକାର ହୋଇଥିବା ଜଣେ ମହିଳାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । ଏ ସମ୍ପର୍କରେ ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ହରିୟାଣାର ଗୁରୁଗ୍ରାମରେ କୁକୁର କାମୁଡାରେ ଶିକାର ହୋଇଥିବା ସମ୍ପୃକ୍ତ ମହିଳାଙ୍କୁ ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ଦେବାକୁ ଖାଉଟି
Read More...

ରୁଷରୁ ତେଲ କିଣିବା ଜାରି ରହିବ : ମୋଦୀ

ବାଲି : ଇଣ୍ଡୋନେସିଆର ବାଲିଠାରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ପାଶ୍ଚାତ୍ୟ ଦେଶମାନଙ୍କୁ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରୁଷରୁ ତେଲ କିଣା ପ୍ରସଙ୍ଗରେ ପାଶ୍ଚାତ୍ୟ ଦେଶ ଭାରତକୁ ସମାଲୋଚନା କରୁଥିବାବେଳେ ତାହାର ଜବାବରେ ମୋଦୀ କହିଛନ୍ତି ଯେ ତୈଳ ଯୋଗାଣ ଉପରେ
Read More...

ସାଇବର ସୁରକ୍ଷାନେଇ ସ୍କୁଲ ପିଲାଙ୍କୁ ସଚେତନ କରାଇବ ପୁଲିସ

ଭୁବନେଶ୍ୱର : ଏବେ ସାଇବର ଠକେଇ ଘଟଣା ବହୁ ସଂଖ୍ୟାରେ ବଢୁଛି । ସାନ ବଡ଼ ପ୍ରାୟ ସମସ୍ତେ ଏହାର ହେଉଛନ୍ତି । ସ୍କୁଲ ଛାତ୍ରଛାତ୍ରୀ ଓ ଛୋଟ ପିଲା ମଧ୍ୟ ସାଇବର ମାମଲାରେ ଶିକାର ହେଉଛନ୍ତି । ଏହାକୁ ନେଇ ଚିନ୍ତାରେ କମିଶନରେଟ୍‌ ପୁଲିସ୍‌ । ସେଥିପାଇଁ ସ୍କୁଲ ଯିବ ପୁଲିସ । ସାଇବର ସୁରକ୍ଷା ନେଇ
Read More...

କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା :
ଅଭିଯୁକ୍ତ ନାବାଳକ ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଲୋମହର୍ଷଣକାରୀ ଘଟଣାର ଜଣେ ଅଭିଯୁକ୍ତ ପୂର୍ବରୁ ନିଜକୁ ନାବାଳକ ବୋଲି କହି ଚାଲିଥିଲା । ହେଲେ ସୁପ୍ରିମକୋର୍ଟ ଉକ୍ତ ଅଭିଯୁକ୍ତକୁ ନାବାଳକ ନୁହେଁ, ବରଂ ସାବାଳକ ବୋଲି କହିଛନ୍ତି ।
Read More...

ରାଜସ୍ଥାନ କଂଗ୍ରେସରେ ବଢୁଛି ଅସ୍ଥିରତା :
ଅତିଷ୍ଠ ହୋଇ ରାଜ୍ୟ ପ୍ରଭାରୀ ଦାୟିତ୍ୱ ଛାଡ଼ିଲେ ଅଜୟ ମାକେନ

ଜୟପୁର: ରାଜସ୍ଥାନ କଂଗ୍ରେସର ଇନ ଚାର୍ଜ ଥିବା ବରିଷ୍ଠ ନେତା ଅଜୟ ମାକେନ ଆଜି ନିଜ ଦାୟିତ୍ୱରୁ ଓହରି ଯାଇଛନ୍ତି । ଦଳରେ ବିଦ୍ରୋହ ଯୋଗୁ ସେ ଅସନ୍ତୋଷ ପ୍ରକାଶ କରି ଏପରି ନିଷ୍ପତ୍ତି ନେଇଛନ୍ତି । ସେପ୍ଟେମ୍ବର ମାସରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଅଜୟ ମାକେନ ମୁଖ୍ୟମନ୍ତ୍ରୀ
Read More...

ମୋଦୀ-ସୁନକ ଭେଟଘାଟର ପ୍ରଭାବ :
ପ୍ରତିବର୍ଷ ୩ ହଜାର ଭାରତୀୟଙ୍କୁ ଭିସା ଦେବ ବ୍ରିଟେନ

ନୂଆଦିଲ୍ଲୀ: ଗତକାଲି ବାଲିଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କର ଭାରତୀୟ ପ୍ରତିପକ୍ଷଙ୍କ ମଧ୍ୟରେ ହୋଇତିବା ଭେଟଘାଟ ତଥା ଆଲୋଚନାରୁ ମିଳିଚି ସୁଫଳ । ଆଲୋଚନା ପରେ ସୁନକ ଭାରତକୁ ଏକ ବଡ଼ ଭେଟି ଦେଇଛନ୍ତି । ଏହି ଭେଟି ହେଉଛି ଭାରତୀୟଙ୍କୁ ଭିସା
Read More...

ଜି-୨୦ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ ମୋଦି

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ପରବର୍ତ୍ତୀ ବୈଠକ ଭାରତରେ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ବିଧିବଦ୍ଧ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ମିଳନୀର ଉଦଯାପନୀ ମହୋତ୍ସବରେ ମୋଦି
Read More...

ହେବକି ତୃତୀୟ ବିଶ୍ୱଯୁଦ୍ଧ ? ପୋଲାଣ୍ଡରେ ହିଟ୍‌ କଲା ଋଷ କ୍ଷେପଣାସ୍ତ୍ର, ତାତିଲା ନାଟୋ

କିଭ୍‌: ଘନେଇଲା ଋଷ ଉପରେ ନାଟୋ ସଦସ୍ୟଙ୍କ ଆକ୍ରମଣ ଆଶଙ୍କା । ଯୁଦ୍ଧ ଆରମ୍ଭରୁ ପ୍ରଥମ ଥର ଲାଗି ଋଷୀୟ କ୍ଷେପଣାସ୍ତ୍ର ହିଟ୍ କଲା ନାଟୋ ସଦସ୍ୟ ରାଷ୍ଟ୍ରରେ । ଋଷର କ୍ଷେପଣାସ୍ତ୍ର ମାଡରେ ପୋଲାଣ୍ଡର ଦୁଇ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ କ୍ଷୁବ୍ଧ ହୋଇଛି ନାଟୋ । ସେପଟେ ଗ୍ରୁପ-20
Read More...

ମୋତେ ରାଜନୀତି କରି ଆସେନି : କେଜ୍ରିଓ୍ଵାଲ

ଅହମ୍ମଦାବାଦ: ମୋର ବିଚାରଧାରା ଚରମ ଦେଶଭକ୍ତି ଏବଂ ଚରମ ସଚ୍ଚୋଟତାରେ ରହିଛି। ଗୁଜରାଟର ଅହମ୍ମଦାବାଦରେ ଏହା କହିଛନ୍ତି ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ। ସେ କହିଛନ୍ତି, କାଲି ଯଦି ମୋ ପୁଅ ଭୁଲ୍ କରେ ତେବେ ତାକୁ ବି ଛାଡିବି ନାହିଁ।
Read More...