ଆମେରିକାରେ ମୋଦିଙ୍କୁ ଦିଆଯିବ ୨୧ ତୋପ ସଲାମୀ

0 83

ଓ୍ବାଶିଂଟନ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ମାସରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ଏହି ଯାତ୍ରା ବିଷୟରେ ଆମେରିକାରେ ରହୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ସ୍ବତନ୍ତ୍ର କରିବା ପାଇଁ ଭାରତୀୟ ସମ୍ପ୍ରଦାୟ ଆମେରିକାର ୨୦ ଟି ସହରରେ ଏକତା ପଦଯାତ୍ରା କରିବେ।
ଆମେରିକାର ରାଷ୍ଟ୍ରପତ ଜୋ ବାଇଡେନ ମୋଦିଙ୍କ ସମ୍ମାନାର୍ଥେ ଭୋଜି ଦେବେ।

hiranchal ad1
Leave A Reply

Your email address will not be published.

fourteen − twelve =