Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
କାରଖାନାରେ ଭୟାବହ ଅଗ୍ନିକାଣ୍ଡ :
ଚାଲିଗଲା ୩୬ ଜୀବନ
ନୂଆଦିଲ୍ଲୀ: ଚୀନରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ହେନାନ ପ୍ରାନ୍ତରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏକ କାରଖାନାରେ ନିଆଁ ଲାଗିବା ଯୋଗୁ ପ୍ରାୟ ୩୬ଜଣଙ୍କ ମୃତ୍ୟୁ ହୋଇଛି । ଭୟାବହ ଅଗ୍ନିକାଣ୍ଡରେ ୨ଜଣ ଆହତ ହୋଇଥିବାବେଳେ ୨ଜଣ ନିଖୋଜ ରହିଛନ୍ତି । ଅଗ୍ନିଶମ ବାହିନୀ ୪ଘଣ୍ଟାର ପରିଶ୍ରମ ପରେ!-->…
Read More...
Read More...
୭୧ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ଦେଲେ ମୋଦୀ
ନୂଆଦିଲ୍ଳୀ: ଯୁବପିଢ଼ିଙ୍କୁ ଦେଶର ସବୁଠାରୁ ବଡ଼ ବଳ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦ ଲକ୍ଷ କର୍ମୀଙ୍କ ପାଇଁ ‘ରୋଜଗାର ମେଳା’ ଅଭିଯାନରେ ମଙ୍ଗଳବାର ୭୧ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ନିଯୁକ୍ତି ପତ୍ର ବଣ୍ଟନ କରିବା ସହ ମୋଦୀ ଆହୁରି ବି!-->…
Read More...
Read More...
କୋର୍ଟରେ ସ୍ବୀକାର କଲା ଶ୍ରଦ୍ଧା ହତ୍ୟାକାରୀ ଅଫତାବ, ରାଗରେ ହତ୍ୟା କରିଥିଲି
ନୂଆଦିଲ୍ଲୀ: ପ୍ରେମିକା ଶ୍ରଦ୍ଧା ୱାକର୍ଙ୍କୁ ହତ୍ୟା କରିବା କଥା ଅଦାଲତରେ ସ୍ବୀକାର କରିଛି ଅଫ୍ତାବ ଆମିନ ପୁନାୱାଲା। ସେ ରାଗର ବଶବର୍ତ୍ତୀ ହୋଇ ଶ୍ରଦ୍ଧାଙ୍କ ହତ୍ୟା କରିଥିବା କଥା ଆଜି ଦିଲ୍ଲୀ କୋର୍ଟରେ ସ୍ବୀକାର କରିଛି। ମାତ୍ର ଗଣମାଧ୍ୟମରେ ତା ବିଷୟରେ ଯାହା ସବୁ ଚର୍ଚ୍ଚା ହେଉଛି ସେ!-->…
Read More...
Read More...
ଆସନ୍ତାକାଲି ରୋଜଗାର ମେଳାର ଦ୍ୱିତୀୟ ପର୍ଯ୍ୟାୟ :
୭୧ ହଜାର ଲୋକଙ୍କୁ ନିଯୁକ୍ତି ପତ୍ର ଦେବେ ମୋଦୀ
ନୂଆଦିଲ୍ଲୀ: ଦେଶରେ ଯୁବ ବର୍ଗଙ୍କୁ ରୋଜଗାର ଦେବା ଅଭିଯାନ ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନୂତନ ଚାକିରି ପାଉଥିବା ୭୧ ହଜାର ଆଶାୟୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ । ଚଳିତ ବର୍ଷ ଆରମ୍ଭରେ ପ୍ରଧାନମନ୍ତ୍ରୀ ୧୮ ମାସ ଭିତରେ କେନ୍ଦ୍ରୀୟ ବିଭାଗଗୁଡିକରେ ୧୦ ଲକ୍ଷ!-->…
Read More...
Read More...
ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ :
୪୬ ମୃତ,୭୦୦ରୁ ଆହତ
ଜକାର୍ତ୍ତା: ଇଣ୍ଡୋନେସିଆରେ ଆଜି ଭୟଙ୍କର ଭୂମିକମ୍ପ ହୋଇଛି । ଏଥିରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି । ସୋମବାର ଅପରାହ୍ନରେ ଜାଭା ଦ୍ୱୀପର ସିଆନଞ୍ଜୁରରେ ୫.୬ ତୀବ୍ରତାର ଭୂମିକମ୍ପ ହୋଇଛି । ରାଜଧାନୀ ଜକାର୍ତ୍ତାରୁ ଦକ୍ଷିଣପଶ୍ଚିମ ଦିଗରେ ୭୫ କିମି ଦୂରରେ!-->…
Read More...
Read More...
ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ଅରୁଣ ଗୋଏଲ
ନୂଆଦିଲ୍ଲୀ: ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ନବନିଯୁକ୍ତ ନିର୍ବାଚନ କମିଶନର ଅରୁଣ ଗୋଏଲ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପଞ୍ଜାବ କ୍ୟାଡର ୧୯୮୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶ୍ରୀ ଗୋଏଲ୍ ଗତ ନଭେମ୍ବର ୧୮ ତାରିଖରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ତାଙ୍କୁ ଶନିବାର ନିର୍ବାଚନ କମିଶନର!-->…
Read More...
Read More...
ଫାଇଲ ଆଣି ନଥିବାରୁ ଆଇନଜୀବୀଙ୍କୁ ଭର୍ତ୍ସନା କଲେ ସିଜେଆଇ
ନୂଆଦିଲ୍ଲୀ,୧୮/୧୧: କେସ୍ ଫାଇଲ ନଆଣିବା ଜଣେ ଆଇନଜୀବୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଏଭଳି ଅତି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ତାଙ୍କୁ ପ୍ରଧାନ ବିଚାରପତିଙ୍କ ଠାରୁ ତାଗିଦ ଶୁଣିବାକୁ ପଡ଼ିଛି । ଆଜି ଜଣେ ଆଇନଜୀବୀ ଗୋଟିଏ ମାମଲାରେ ନିଜର ପକ୍ଷ ରଖିବାକୁ ସିଜେଆଇଙ୍କ କୋର୍ଟରେ ହାଜର ହୋଇଥିଲେ ।!-->…
Read More...
Read More...
ଦେଶରେ ଦୁଇ ସନ୍ତାନ ଜନ୍ମ ନିୟମ ଲାଗୁ ଆବେଦନ କୋର୍ଟରେ ଖାରଜ
ନୂଆଦିଲ୍ଲୀ,୧୮/୧୧ : ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଦୁଇ ସନ୍ତାନ ଜନ୍ମ ନିୟମ ଲାଗୁ କରିବା ଲାଗି ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବିକରି ଆଗତ ହୋଇଥିବା ପିଟିସନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଏହା!-->…
Read More...
Read More...
ଶ୍ରଦ୍ଧାଙ୍କୁ ହତ୍ୟା କରିବା ପୂର୍ବରୁ ଏହି କାମ କରିଥିଲା ଅଫତାବ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘଟିଥିବା ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ପୋଲିସ ଏକ ବଡ ଖୁଲାସା କରିଛି । ପୋଲିସର ପଚରାଉଚରା ବେଳେ ଜଣା ପଡିଛି ଯେ ଅଭିଯୁକ୍ତ ଅଫତା ଆମିନ ପୁନାୱାଲାଙ୍କର ଗଞ୍ଜେଇ ତଥା ଅନ୍ୟାନ୍ୟ ନିଶା ଦ୍ରବ୍ୟ ସେବନ କରୁଥିଲେ । ପୋଲିସ ପଚରାଉଚରା ବେଳେ ଅଭିଯୁକ୍ତ!-->…
Read More...
Read More...
ସୁପ୍ରିମକୋର୍ଟଙ୍କୁ ନୋଟବନ୍ଦୀର କାରଣ ଜଣାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ୨୦୧୬ରେ ହୋଇଥିବା ନୋଟବନ୍ଦୀ ଉପରେ ସୁପ୍ରିମକୋର୍ଟରେ ଜବାବ ରଖିଛନ୍ତି କେନ୍ଦ୍ର ସରକାର । ବହୁ ବିଚାର-ବିମର୍ଶ ପରେ ବିମୁଦ୍ରୀକରଣ ନିଷ୍ପତ୍ତି ନିଆଯାଇଥିବା ଏବଂ ଏହା ଜାଲି ନୋଟ, ଆତଙ୍କବାଦୀକୁ ଅର୍ଥ ଯୋଗାଣ, କଳା ଧନ ଏବଂ ଟ୍ୟାକ୍ସ ଚୋରି ସମସ୍ୟା ମୁକାବିଲାର ଏକ ବଡ଼ ରଣନୀତିର!-->…
Read More...
Read More...