ବଢ଼ିଲା ରେପୋ ରେଟ୍, ପୁଣି ବଢିବ ଇଏମଆଇ ସୁଧ ହାର

0 39

ନୂଆଦିଲ୍ଲୀ:   ପୁଣି ବଢିବ ଇଏମଆଇ ସୁଧ ହାର । ମହଙ୍ଗା ହେବ ଋଣ । ପୁଣି ରେପୋ ରେଟ ବଢାଇଲା ଆରବିଆଇ । ବୁଧବାର ରେପୋ ରେଟ୍ ଶୂନ୍ୟ ଦଶମିକ ୨୫ ପ୍ରତିଶତ ବଢାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଫଳରେ ରେପୋ ରେଟର ୬ ଦଶମିକ ୫ ପ୍ରତିଶତ ଛୁଇଁଛି ।

hiring

ରେପୋ ରେଟ ବଢିବା ଯୋଗୁଁ ହୋମ, ଅଟୋ ଏବଂ ବ୍ୟକ୍ତିଗତ ଋଣ ମହଙ୍ଗା ହେବ । ଏବଂ ଋଣ ନେଉଥିବା ବ୍ୟକ୍ତିଙ୍କୁ ଇଏମଆଇ ଅଧିକ ଦେବାକୁ ପଡିବ । ଏଥିସହ ମନିଟାରି ପଲିସି କମିଟିକୁ ଆରବିଆଇ ସ୍ୱୀକୃତି ଦେଇଛି । ଆରବିଆଇ ବୋର୍ଡର ୬ ଜଣିଆ ସଦସ୍ୟରୁ ୪ ଜଣ ମନିଟାରୀ କମିଟିକୁ ସ୍ୱୀକୃତି ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

five − 4 =