Browsing Category

ଦେଶ- ବିଦେଶ

୧୧ ଦିନିଆ ଆମେରିକା ଗସ୍ତରେ ବୈଦଶିକ ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ,୧୮/୯ : ୧୧ ଦିନିଆ ଆମେରିକା ଗସ୍ତରେ ଯିବେ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର । ଏହି ଗସ୍ତ ଅବସରରେ ବିଦେଶ ମନ୍ତ୍ରୀ ଜାତିସଂଘର ମହାସଭା ସମେତ ଅନେକ ଗୁରୁତପୂର୍ଣ୍ଣ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାସହିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବରିଷ୍ଠ
Read More...

ଖଣି ଦୁର୍ଘଟଣାର ୧୪ ଶ୍ରମିକ ମୃତ

ନୂଆଦିଲ୍ଲୀ,୧୮/୯: ଚଳିତମାସ ପ୍ରଥମ ସପ୍ତାହରେ ଚୀନ ହେବେଇସ୍ଥିତ ଏକ ଲୁହା ଖଣିରେ ପାଣି ଭରି ଯାଇଥିଲା । ଫଳରେ ୧୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଖଣିରେ ଚଳା ଯାଇଥିବା ଉଦ୍ଧାର କାର୍ଯ୍ୟ ସମାପ୍ତ ହୋଇଥିବା ଆନୁଷ୍ଠାନିକ ଘୋଷଣା କରାଯାଇଛି । ତାଙ୍ଗସାନ ସହର
Read More...

ଭାରତ ଏସସିଓର ନୂଆ ସଭାପତି

ସମରକନ୍ଦ : ଆସନ୍ତା ବର୍ଷ ଭାରତ ସାଂଘାଇ ସହଯୋଗ ସଂଗଠନର ସଭାପତି ପଦ ଗ୍ରହଣ କରିବ । ଏହା ସହିତ ଆସନ୍ତା ବର୍ଷ ଭାରତ ଏହି ସଂଗଠନର ସମ୍ମିଳନୀ ଆୟୋଜନ କରିବ । ଏ ନେଇ ଚୀନ ଭାରତକୁ ସମର୍ଥନ କରିଛି । ଏହା ସହିତ ନୂଆ ସଭାପତି ଭାରତକୁ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍‌ ଅଭିନନ୍ଦନ ଜଣାଇଛନ୍ତି ।
Read More...

ନୂଆ ଲିଷ୍ଟିଂ ବ୍ୟବସ୍ଥାକୁ ଲାଗୁ କରି ଆମେ ରିସ୍କ ନେଇଛୁ : ସିଜେଆଇ

ନୂଆଦିଲ୍ଲୀ,୧୬/୯ : ଯେ କୌଣସି ସମସ୍ୟାର ସମାଧାନ ପାଇଁ ଭଲ ରଣନୀତି ଓ ସହଯୋଗ ସବୁଠୁ ବଡ଼ ଜରୁରୀ । ଏହା ନିହାତି ଆବଶ୍ୟକ । ଏହି ସହଯୋଗ ଯୋଗୁ ହିଁ ଏବେ ମାମଲା ସଂଖ୍ୟା କମିବା ଆରମ୍ଭ କରିଛି । ଏଥିପାଇଁ ମୁଁ ବିଚାରପତି,କୋର୍ଟ କର୍ମଚାରୀ ଓ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଏକ
Read More...

ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ;୧୨ମୃତ

ଲକ୍ଷେ୍ନø,୧୬/୯ : ଉତ୍ତର ପ୍ରଦେଶରେ ଆଜି ଘଟିଛି ଏକ ଅତି ଦୁଃଖଦ ଘଟଣା । ଲଗାଣ ଓ ମୂଷଳଧାରାରେ ବର୍ଷାରେ କାନ୍ଥ ଭୁଶୁଡ଼ି ୧୨ ଜଣଙ୍କର ମୃତ୍ୟୁ ଘଟିଛି । ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ଅଛନ୍ତି । ଦୀର୍ଘ ସମୟର ଉଦ୍ୟମ ପରେ ଉଦ୍ଧାର କାର୍ଯ୍ୟ ପ୍ରାୟ
Read More...

ଏସିଓ ଶିଖର ସମ୍ମିଳନୀରେ ମୋଦୀଙ୍କ ଅଭିଭାଷଣ :
ଭାରତ ହେବ ବିଶ୍ୱର ସର୍ବବୃହତ ଉତ୍ପାଦନ ହବ

ନୂଆଦିଲ୍ଲୀ,୧୬/୯ : ପାରସ୍ପରିକ ସହଯୋଗ ଯେତେ ବ୍ୟାପକ,ସୁଦୃଢ ଓ ସକରାତ୍ମକ ହେବ,ସଂପର୍କ ସେତିକି ଉନ୍ନତ ହେବ ଏବଂ ବିକାଶ ସମୃଦ୍ଧ ହେବ । ସାଂଘାଇ ସହଯୋଗ ସଂଗଠନ(ଏସସିଓ) ଏକ ଗୁରୁତ୍ୱପୂର୍ଣ୍ଣ ସଙ୍ଗଠନ । ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗ ଆହୁରି ସୁଦୃଢ ହେଉ ବୋଲି ଭାରତ ଚାହେଁ ।
Read More...

ଭୁଶୁଡ଼ିଲା କାନ୍ଥ, ୯ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌ ଅନ୍ତର୍ଗତ ଦିଲକୁଶା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୯ ଜଣଙ୍କ ଜୀବନ ଯାଇଛି। ସେହିପରି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ରହିଥିବା ଜଣାପଡ଼ିଛି।ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଗତ ୨୪
Read More...

ଭାରତ ଆୟୋଜନ କରିବ ଜି-୨୦ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ : ଆସନ୍ତାବର୍ଷ ଭାରତ ଜି-୨୦ ନେତାମାନଙ୍କର ଶିଖର ସମ୍ମିଳନୀ ଆୟୋଜନ କରିବ । ଚଳିତବର୍ଷ ଡିସେମ୍ବର ପହିଲାରୁ ଏହା ଜି-୨୦ର ଅଧ୍ୟକ୍ଷ ଦାୟିତ୍ୱ ବହନ କରିବ । ଭାରତ ସରକାର କରିଥିବା ଘୋଷଣା ଅନୁସାରେ, ଡିସେମ୍ବର ୧, ୨୦୨୨ରୁ ନଭେମ୍ବର ୩୦, ୨୦୨୩ ପର୍ଯ୍ୟନ୍ତ ଭାରତ ହାତରେ ରହିବ ୧୯ଟି
Read More...

ରୁଷ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ

ମସ୍କୋ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଏକ ହତ୍ୟା ଉଦ୍ୟମ ହୋଇଥିଲା । ତେବେ ସେଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ଏହି ପ୍ରୟାସ କେବେ ହୋଇଥିଲା ତାହା କିନ୍ତୁ ଜଣା ପଡିନାହିଁ । ଚଳିତ ବର୍ଷ ଫେବ୍ରୁଆରିରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ରୁଷ
Read More...

ସୁପ୍ରିମକୋର୍ଟରେ ପ୍ରଥମ ଘଟଣା :
ସିଜେଆଇଙ୍କ ମାମଲା ତାଲିକାଭୁକ୍ତି ବ୍ୟବସ୍ଥାକୁ ବେଞ୍ଚଙ୍କ ସମାଲୋଚନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଇତିହାସରେ ଏକ ବିରଳ ଘଟଣା ଘଟିଛି । ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ଦ୍ୱାରା ହୋଇଥିବା ମାମଲାଗୁଡ଼ିକର ତାଲିକାକରଣ ବା ଲିଷ୍ଟିଂ ବ୍ୟବସ୍ଥାକୁ ବିରୋଧ କରିଛନ୍ତି କୋର୍ଟର ଏକ ଦୁଇ ଜଣିଆ ବେଞ୍ଚ । ଏନେଇ ବେଞ୍ଚ କଡ଼ା ସମାଲୋଚନା କରିଛନ୍ତି । ଏ ଘଟଣା ଏବେ
Read More...