Browsing Category

ଦେଶ- ବିଦେଶ

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ମମତା!

କୋଲକାତା : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ରେସ୍‌ରେ ନାହାନ୍ତି କି ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ଅଭିଳାଷ ନାହିଁ ବୋଲି ଆଜି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାର ସ୍ପଷ୍ଟ କରିଦେବା ପରେ,ଏହି ପଦ ପାଇଁ ଆଉ ଜଣେ ଅଭିଜ୍ଞ ଓ
Read More...

ହଜ୍‌ କମିଟି ଗଠନ ସଂପର୍କରେ ତଥ୍ୟ ଦେବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ହଜ୍‌ କମିଟି ଗଠନ କାର୍ଯ୍ୟର ସ୍ଥିତି ନେଇ ଦୁଇ ସପ୍ତାହ ମଧ୍ୟରେ ଜଣାଇବା ପାଇଁ ସୁପ୍ରିମକୋର୍ଟ ଆଜି ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍‌ ଏସ୍‌ ନାଜିର ଏବଂ ଜେ.କେ ମହେଶ୍ୱରୀଙ୍କ ଏକ ବେଞ୍ଚ ମଧ୍ୟ କମିଟି ସଦସ୍ୟଙ୍କ ନାମ ଉଲ୍ଲେଖ କରିବାକୁ ରାଜ୍ୟମାନଙ୍କୁ କହିଛନ୍ତି
Read More...

ସ୍ୱାଧୀନତା ଦିବସ ପୂର୍ବରୁ ଜବତ ହେଲା ୨ ହଜାର ଗୁଳି

ନୂଆଦିଲ୍ଲୀ: ଆସନ୍ତା ସ୍ୱାୀନତା ଦିବ ୧୫ ତାରିଖରେ ଆତଙ୍କବାଦୀମାନେ ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ହମଲା ଯୋଜନା କରୁଛନ୍ତି ବୋଲି ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ତଥା ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସବୁ ସନ୍ଦୀଗ୍ଧ ସ୍ଥାନରେ ବ୍ୟାପକ ତଲାସୀ ଚାଲିଛି । ଏହି ତଲାସୀ ବେଳେ
Read More...

ଚର୍ଚ୍ଚାରେ ବିରାମ ଲଗାଇଲେ ନୀତିଶ :
ପ୍ରଧାନମନ୍ତ୍ରୀ ହେବାର ଅଭିଳାଷ ମୋର ନାହିଁ

ନୂଆଦିଲ୍ଲୀ: ବିହାରରେ ବିଜେପିର ହାତ ଛାଡ଼ିବା ପରଠୁ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାର ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚାରେ ରହୁଛନ୍ତି । ଏବେ ତାଙ୍କୁ ନେଇ ଆଉ ଏକ ଚର୍ଚ୍ଚା ରାଜନୈତିକ ମହଲକୁ ଗରମାଗରମ କରିଛି । ତାହା ହେଉଛି,ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ଇଚ୍ଛା ।
Read More...

ଯମୁନା ନଦୀରେ ବୋଟ୍‌ ଟ୍ରାଜେଡି, ୨୦ ମୃତ

ନୂଆଦିଲ୍ଲୀ: ଯମୁନା ନଦୀରେ ବୋଟ୍‌ ଟ୍ରାଜେଡି। ଉତ୍ତର ପ୍ରଦେଶର ବାନ୍ଦା ନିକଟରେ ଯମୁନାନଦୀରେ ଏକ ଡଙ୍ଗା ବୁଡ଼ି ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁବାର ଏହି ଦୁଃଖଦ ଘଟଣା ଘଟିଛି। ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଡଙ୍ଗାଟିରେ ୩୬ ଜଣ ଲୋକ ଥିଲେ। ସେମାନେ
Read More...

ଦେଶର ୧୪ତମ ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ ଦେଶର ୧୪ ତମ ଉପରାଷ୍ଟ୍ରପତି ହୋଇଛନ୍ତି । ଗୁରୁବାର ଦିନ ରାଷ୍ଟ୍ରିୟ ଭବନରେ ଏକ ସମାରୋହରେ ସେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଥିଲେ । ଧନଖଡ ବିରୋଧୀ
Read More...

ସର୍ଭେ ରିପୋର୍ଟ : ଲୋକପ୍ରିୟତାରେ ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ପଛରେ ପକାଇଲେ ତେଜସ୍ୱୀ

ନୂଆଦିଲ୍ଲୀ: ଲୋକପ୍ରିୟତାରେ ବିହାରର ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଅଗ୍ରଣୀ ବୋଲି ‘ସି-ଭୋଟର୍‌’ କରିଥିବା ଜନମତ ସର୍ଭେରୁ ଜଣାପଡ଼ିଛି। ଉଭୟ ନେତାଙ୍କ ମଧ୍ୟରୁ କିଏ ବିହାରବାସୀଙ୍କର ଅଧିକ ପ୍ରିୟଭାଜନ ବୋଲି ଜାଣିବା ଲାଗି ‘ସି-ଭୋଟର୍‌’ ଜନମତ ସର୍ଭେ
Read More...

ମମତାଙ୍କୁ ଆଉ ଏକ ଝଟକା, ଟିଏମସି ନେତା ଅନୁବ୍ରତଙ୍କୁ ଗିରଫ କଲା ସିବିଆଇ

କୋଲ୍‌କାତା: ୨୦୨୦ ଗୋରୁ ଚୋରାଚାଲାଣ ମାମଲାରେ ଆଜି ‘ସିବିଆଇ’ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଘନିଷ୍ଠ ସହଯୋଗୀ ତଥା ବୀରଭୂମ ଜିଲ୍ଲା ‘ଟିଏମ୍‌ସି’ ସଭାପତି ଅନୁବ୍ରତ ମଣ୍ଡଳଙ୍କୁ ତାଙ୍କ ବାସଭବନରୁ ଗିରଫ କରିଛି। ଏହା ପୂର୍ବରୁ ମଣ୍ଡଳ ୧୦ ଥର ‘ସିବିଆଇ’ର ସମନ୍‌
Read More...

ସୁପ୍ରିମକୋର୍ଟରୁ ନୂପୁରଙ୍କୁ ଆଶ୍ୱସ୍ତି :
ଦିଲ୍ଲୀକୁ ସ୍ଥାନାନ୍ତର ହେବ ସମସ୍ତ ମାମଲା

ନୂଆଦିଲ୍ଲୀ: ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିବା ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଆଶ୍ୱସ୍ତି । ନୂପୁର ଶର୍ମାଙ୍କ ବିରୋଧରେ ଥିବା ସମସ୍ତ ମାମଲା ରାଜଧାନୀ ଦିଲ୍ଲୀକୁ ସ୍ଥାନାନ୍ତର ହେବ । ଆଜି ଏନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଦେଶର ବିଭିନ୍ନ ସ୍ଥାନରେ ତାଙ୍କ
Read More...

ପ୍ରଧାନ ବିଚାରପତିଭାବେ ନିଯୁକ୍ତ ହେଲେ ଜଷ୍ଟିସ ୟୁ ଲଳିତ

ନୂଆଦିଲ୍ଲୀ: ଜଷ୍ଟିସ ଉଦୟ ଉମେଶ ଲଳିତ ଭାରତର ୪୯ତମ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ସରକାର ଆଜି ଏହି ନିଯୁକ୍ତି ଦେଇଛନ୍ତି । ଜଷ୍ଟିସ୍‌ ୟୁୟୁ ଲଳିତଙ୍କୁ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତି ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଏକ
Read More...