Browsing Category

ଦେଶ- ବିଦେଶ

ଦିନକରେ କିଲୋଗ୍ରାମ ପିଛା ୮ହଜାର ଟଙ୍କା ବଢିଲା ରୂପା ଦାମ୍, ସୁନା ଦାମ୍ ବି….

ନୂଆଦିଲ୍ଲୀ: ଆମେରିକା ଭେନେଜୁଏଲା ତିକ୍ତତା ମଧ୍ୟରେ ସୁନା ଓ ରୂପା ଦାମ୍‌ ପୁଣି ବଢିଛି । ରୁପା ଦାମ୍‌ ଗୋଟିଏ ଦିନରେ କିଲୋଗ୍ରାମ ପିଛା ୮ହଜାର ଟଙ୍କା ବଢିଥିବା ବେଳେ ସୁନା ଦାମ୍‌ ୧୦ଗ୍ରାମ୍‌ ପିଛା ୧୫୦୦ ଟଙ୍କା ବୃଦ୍ଧି ପାଇଛି । ସୋମବାର ୨୨କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପିଛା
Read More...

ଆସାମରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ : ଆସାମରେ ଭୂକମ୍ପ ଝଟ୍‌କା। ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମର ମୋରିଗାଓଁ ଜିଲାରେ ଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ରେକର୍ଡ କରାଯାଇଛି। ଆଜି ସକାଳେ ଆସାମ ଏବଂ ଅନ୍ୟାନ୍ୟ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହା ଫଳରେ ଲୋକମାନେ
Read More...

୧୫୦ କିଲୋ ବିସ୍ଫୋରକ ଜବତ, ୨ ଗିରଫ

ଜୟପୁର : ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ରାଜସ୍ଥାନ ପୁଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୫୦ କିଲୋ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଗିରଫ ଦୁଇ ବ୍ୟକ୍ତି ରାଜସ୍ଥାନର ବୁନ୍ଦି ଜିଲାର ସୁରେନ୍ଦ୍ର ପଟୱା ଓ ସୁରେନ୍ଦ୍ର ମୋଚୀ ବୋଲି ଜଣାପଡ଼ିଛି। ଡିଏସପି ମୃତ୍ୟୁଞ୍ଜୟ
Read More...

ଉତ୍ତରାଖଣ୍ଡରେ ଭୟଙ୍କର ବସ୍ ଦୁର୍ଘଟଣା,୭ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ- ଉତ୍ତରାଖଣ୍ଡ ରେ ଏକ ଭୟଙ୍କର ବସ୍ ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୫ ଜଣ ଆହତ ହୋଇ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।ସୂଚନା ଅନୁସାରେ ଉତ୍ତରଖଣ୍ଡର ଆଲମୋରା ଜିଲ୍ଲାର ଭିକିଆସେନ ନିକଟରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଗଭୀର ଘାଟିରେ
Read More...

‘ଇନଷ୍ଟାଗ୍ରାମ୍ ରେ ବ୍ଲକ୍ କରିବାରୁ ଯୁବତୀଙ୍କୁ ଆକ୍ରମଣ କଲେ ଯୁବକ

ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ, ଜଣେ ବ୍ୟକ୍ତି ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଉଲ୍ଲାଲ୍ ମେନ୍ ରୋଡ୍ ସ୍ଥିତ ଜ୍ଞାନଜ୍ୟୋତିନଗରରେ ଘଟିଛି। ପୀଡିତାଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ନବୀନ
Read More...

ହାତୀପଲଙ୍କ ଉପରେ ମାଡ଼ିଗଲା ରାଜଧାନୀ ଏକ୍ସପ୍ରେସ, ୮ ମୃତ

ଗୌହାଟୀ : ହାତୀପଲଙ୍କ ଉପରେ ମାଡ଼ିଗଲା ଟ୍ରେନ । ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ । ଆସାମ ହୋଜାଇ ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି । ହାତୀକୁ ଧକ୍କା ଦେଇ ଟ୍ରାକ୍ରୁ ଖସିଲା ୫ଟି ବଗି । ସାଇରାଙ୍ଗ-ନୂଆଦିଲ୍ଲୀ ଏକ୍ସପ୍ରେସର ୫ ବଗି ଲାଇନଚ୍ୟୁତ । ସୂଚନା ଥାଉକି, ଆସାମରେ ଏକ
Read More...

ଇମ୍ରାନ୍ ଖାନ୍ ଓ ପତ୍ନୀ ବୁଶରା ବିବିଙ୍କୁ ୧୭ବର୍ଷ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କୁ ଜେଲ୍‌ ଦଣ୍ଡାଦେଶ ହୋଇଛି। ପତ୍ନୀ ବୁଶରା ବିବିଙ୍କ ସହ ଇମ୍ରାନଙ୍କୁ ଆଜି ପାକିସ୍ତାନର ସ୍ଵତନ୍ତ୍ର କୋର୍ଟ ୧୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଉଭୟଙ୍କୁ ୧ କୋଟି ଟଙ୍କାର ଜରିମାନା ସହ ୧୭ ବର୍ଷ ଲାଗି ଜେଲ ଦଣ୍ଡ
Read More...

ଦିଲ୍ଲୀରେ ପ୍ରଦୂଷଣ ଚିନ୍ତାଜନକ, କର୍ମଚାରୀଙ୍କ ପାଇଁ ସରକାର ନେଲେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି, ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏବେ ସରକାରୀ କିମ୍ବା ବେସରକାୀ ସମସ୍ତ ପ୍ରତିଷ୍ଠାନର ୫୦ପ୍ରତିଶତ କର୍ମଚାରୀଙ୍କ ପାଇଁ ଘରୁ କାମ କରିବା ବାଧ୍ୟତାମୂଳକ ହେବ । ସରକାର
Read More...

ପଶ୍ଚିମବଙ୍ଗରେ ଏସଆଇଆର୍ ଛାଟ, ଭୋଟର ତାଲିକାରୁ ବାଦ୍ ପଡିଲା 58 ଲକ୍ଷଙ୍କ ନାମ

ନୂଆଦିଲ୍ଲୀ। ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ, ନିର୍ବାଚନ କମିଶନ ମଙ୍ଗଳବାର ସକାଳେ ତାଙ୍କ ୱେବସାଇଟରେ ୨୦୨୬ ଡ୍ରାଫ୍ଟ ଭୋଟର ତାଲିକାରୁ ନାମ ବାଦ ଦିଆଯାଇଥିବା ଭୋଟରଙ୍କ ତାଲିକା ପ୍ରକାଶ କରିଛନ୍ତି। ଏହି ନାମଗୁଡ଼ିକ ୨୦୨୫ ଭୋଟର ତାଲିକାରେ ଥିଲେ
Read More...

ଘନ କୁହୁଡି ପାଇଁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ ୨୫ ଆହତ

ଘନ କୁହୁଡି ପାଇଁ ଉତ୍ତରପ୍ରଦେଶରେ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳର ୨୫ ଜଣ ଆହତ ହୋଇଥିବା ସୂଚନା ରହିଛି । ଉତ୍ତରପ୍ରଦେଶର ଯମୁନା ଏକ୍ସପ୍ରେସୱେର ମଥୁରାରେ ଆଜି ସକାଳେ ଘନ କୁହୁଡି ପାଇଁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୪ଜଣ
Read More...