Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
କାର୍ଗିଲ ବିଜୟ ଦିବସରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ସାରା ଦେଶ
ନୂଆଦିଲ୍ଲୀ: ଆଜି ଦେଶ ୨୩ତମ କାର୍ଗିଲ ବିଜୟ ଦିବସ ଉତ୍ସବ ମନାଉଛି । ଆଜିର ଦିନରେ ୧୯୯୯ ମସିହା କାର୍ଗିଲ୍ ଯୁଦ୍ଧର ଅନ୍ତଃ ଘଟିଥିଲା । ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଏହି ଯୁଦ୍ଧରେ ଭାରତ ବିଜୟ ଲାଭ କରି ଦେଶର ଟେକ ରଖିଥିଲା । ଆଜି ଏହି ପବିତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ!-->…
Read More...
Read More...
ଦ୍ୱିତୀୟ ପର୍ଯ୍ୟାୟରେ ସୋନିଆଙ୍କୁ ଇଡିର ୬ ଘଣ୍ଟା ଜେରା
ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପୁନର୍ବାର ଜେରା କରିଛି । ତାଙ୍କୁ ଦୀର୍ଘ ୬ ଘଣ୍ଟା ଧରି ବିଭିନ୍ନ ଦିଗ ଉପରେ ଜେରା କରାଯାଇଥିଲା । ଆସନ୍ତାକାଲି ମଧ୍ୟ ତାଙ୍କୁ ପୁଣି!-->…
Read More...
Read More...
ବିଦେଶରୁ ଅଣାଗଲାଣି ୯ ହଜାର କୋଟି ଟଙ୍କାର କଳାଧନ
ନୂଆଦିଲ୍ଲୀ : ୨୦୨୨ ମସିହା ମେ ୩୧ ପର୍ଯ୍ୟନ୍ତ ବୈଦେଶିକ ବ୍ୟାଙ୍କ ଆକାଉଣ୍ଟରେ ଜମା ମାମଲାରେ ଭାରତ ୮,୪୬୮ କୋଟି ଟଙ୍କା ଅଜ୍ଞାତ ଆୟ ଏବଂ ୧,୨୯୪ କୋଟି ଟଙ୍କା ଜୋରିମାନା ଆଣିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,!-->…
Read More...
Read More...
ସଂସଦରେ ହଙ୍ଗାମା :
ରାଜ୍ୟସଭାରୁ ୧୯ ସାଂସଦ ନିଲମ୍ବିତ
ନୂଆଦିଲ୍ଲୀ: ଏଇ ଦୁଇ ଦିନ ଭିତରେ ସଂସଦରୁ ୨୩ ଜଣ ସାଂସଦ ନିଲମ୍ବିତ ହେଲେଣି । କାରଣ ହେଉଛି,ଗୃହରେ ବିଶୃଙ୍ଖଳା ସୃଷ୍ଟି । ଦରଦାମ ବୃଦ୍ଧି, ଜିଏସ୍ଟି ଓ ତଦନ୍ତ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି । ଆଜି ବି କିଛି ସାଂସଦ ଆଲୋଚନା ଚାଲିଥିବା ବେଳେ ଗୃହର!-->…
Read More...
Read More...
ପୁଣି ଇଡିରେ ଅଫିସରେ ସୋନିଆ ଗାନ୍ଧି
ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଫସିଥିବା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ପୁଣିଥରେ ଇଡିରେ ହାଜର ହୋଇଛନ୍ତି। ପୁଅ ରାହୁଲ ଗାନ୍ଧି ଓ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ ଦିନ ପ୍ରାୟ ୧୧ଟା ବେଳେ ସୋନିଆ ଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଇଡି!-->…
Read More...
Read More...
ବିଷାକ୍ତ ମଦ ପିଇ ୪ଜଣଙ୍କ ମୃତ୍ୟୁ
ଅହମଦାବାଦ: ଗୁଜରାଟର ବୋଟାଡରେ ବିଷାକ୍ତ ମଦ ପିଇ ଅନେକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବିଷାକ୍ତ ମଦ ସେବନ ହେତୁ କିଛି ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ନିଶ୍ଚିତ କରିଛି । ଏବେ ଏକାଧିକ ଲୋକଙ୍କ ଅବସ୍ଥା ଗୁରୁତର । ପୁଲିସ!-->…
Read More...
Read More...
ଇଡିକୁ ସବୁକଥା ଖୋଲି କହିଦେଲେ ଅର୍ପିତା : ମୋ ଘରୁ ମିଳିିଥିବା ଟଙ୍କା ପାର୍ଥଙ୍କର
କୋଲକାତା: ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ଏବେ ପଶ୍ଚିମ ବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପାଇଁ କଣ୍ଟା ହେଲା ଭଳି ସ୍ଥିତିକୁ ଚାଲି ଆସିଲେଣି । ନିଜକୁ ସରକ୍ଷିତ ରଖିବା ଯାଇ ସେ ଯାହା ଉଚିତ ମନେ କରୁଛନ୍ତି,ତାହା ଇଡିକୁ କହି ଦେଉଛନ୍ତି । ଅର୍ପିତା ପାର୍ଥ ଚାଟାର୍ଜୀଙ୍କର ଅତି ଘନିଷ୍ଠ!-->…
Read More...
Read More...
ବସ୍କୁ ପିଟିଲା ବସ ; ୮ ମୃତ
ନୂଆଦିଲ୍ଲୀ: ଆଜି ସକାଳେ ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକସ୍ପ୍ରେସ୍ରେ ୨ଟି ଘରୋଇ ଡବଲ୍-ଡେକର୍ ବସ୍ ପରସ୍ପର ସହିତ ଧକ୍କା ଖାଇବାରୁ ଅନୁୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଆଉ କେତେଜଣ ଆହତ ହୋଇଛନ୍ତି । ଲୋନି କତ୍ରା ଥାନା ଅଞ୍ଚଳର ନାରାୟଣପୁର ଗ୍ରାମ ନିକଟରେ ଉପରୋକ୍ତ ବସ୍!-->…
Read More...
Read More...
ଶପଥ ସମାରୋହରେ ନବୀନ ଥିଲେ ସ୍ୱତନ୍ତ୍ର ଅତିଥି
ନୂଆଦିଲ୍ଲୀ : ଆଜି ଅନୁଷ୍ଠିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ । ଉତ୍ସବରେ ଯୋଗଦାନ ଅବସରରେ ନବୀନ କହିଥିଲେ ଯେ ଏହା ଖୁବ ଗର୍ବ ଓ ଗୌରବର କଥା ଯେ ଜଣେ ଓଡ଼ିଆ ଝିଅ!-->…
Read More...
Read More...
ରାଷ୍ଟ୍ରପତି ଭବନ ରୋଷେଇ ଘରେ ସ୍ଥାନ ପାଇବ ପଖାଳ ଓ ସଜନା ଶାଗ!
ନୂଆଦିଲ୍ଲୀ : ଦ୍ରୌପଦୀ ମୁର୍ମୁ ଆଜି ଦେଶର ନୂତନ ରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କରିବା ପରେ କେତେକ ରୋଚକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନୂଆ ରାଷ୍ଟ୍ରପତିଙ୍କ ଅମଳରେ ରାୟସିନା ହିଲର କିଚେନରେ ପାରମ୍ପାରିକ ଓଡ଼ିଆ ଖାଦ୍ୟ ସ୍ଥାନ ପାଇବ ବୋଲି ଆଲୋଚନା ହେଲାଣି । ସୋସିଆଲ ମିଡିଆରୁ ମେନ୍!-->…
Read More...
Read More...