Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଦେଶରେ ୪ର୍ଥ ମଙ୍କିପକ୍ସ୍ ମାମଲା ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ମଙ୍କିପକ୍ସ ମାମଲା ବଢିବାରେ ଲାଗିଛି । ଆଜି ଚତୁର୍ଥ ମାମଲା ଚିହ୍ନଟ ହୋଇଛି । ବିଦେଶ ଯାତ୍ରା ନ କରି ମଧ୍ୟ ଦିଲ୍ଲୀର ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେ ଦିଲ୍ଲୀର । ସମ୍ପ୍ରତି ଉକ୍ତ ୩୧ ବର୍ଷିୟ ଆକ୍ରାନ୍ତଜଣକ ଦିଲ୍ଲୀର ମେଲାନା ଆଜାଦ୍!-->…
Read More...
Read More...
ମଣିଷପଣିଆ : ରାସ୍ତାରୁ ୪୫ ଲକ୍ଷ ଟଙ୍କା ପାଇ ଥାନାରେ ଦେଲେ
ରାୟପୁର: ଛତିଶଗଡ଼ର ଜଣେ ପୁଲିସ କର୍ମଚାରୀ ଏଭଳି କାର୍ଯ୍ୟ କରିଛନ୍ତି,ଯେଉଁଥି ପାଇଁ ତାଙ୍କୁ ଚାରିଆଡ଼ୁ ପ୍ରଶଂସା ମିଳୁଛି । ଶନିବାର ଛତିଶଗଡର ରାଜଧାନୀ ରାୟପୁରରେ ଜଣେ ଟ୍ରାଫିକ୍ ପୁଲିସ ବାଟରୁ ୪୫ ଲକ୍ଷ ଟଙ୍କା ପାଇ ସ୍ଥାନୀୟ ଥାନାରେ ଦାଖଲ କରଛନ୍ତି । ଅତିରିକ୍ତ ପୁଲିସ!-->…
Read More...
Read More...
ଏହି ରାଜ୍ୟରେ ବିଧାୟକଙ୍କ ଦରମା ହେବ ୧.୬୦ ଲକ୍ଷ
ରାୟପୁର: ଛତିଶଗଡ ବିଧାନସଭାରେ ଚାଲିଥିବା ମୌସୁମୀ ଅଧିବେଶନର ଆଜି ଥିଲା ତୃତୀୟ ଦିନ । ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିବା ଅନୁପୂରକ ବଜେଟ ଉପରେ ତର୍କ ଚାଲିଥିବା ବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୂପେଶ ବଘଲେଙ୍କ ଘୋଷଣା ମୁତାବକ, ଏବେ ରାଜ୍ୟର!-->…
Read More...
Read More...
ପୋଷ୍ୟ ସନ୍ତାନ ଗ୍ରହଣ ଅପେକ୍ଷାରେ ୨୮,୬୬୩ ଆବେଦନକାରୀ
ନୂଆଦିଲ୍ଲୀ: ଦେଶରେ ପୋଷ୍ୟ ସନ୍ତାନ ଗ୍ରହଣ ଚାହିଦା ବଢୁଛି । ଅଧିକରୁ ଅଧିକ ବ୍ୟକ୍ତି ବିଭିନ୍ନ କାରଣରୁ ଏହି ବ୍ୟବସ୍ଥାକୁ ଆପଣାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ବର୍ତ୍ତମାନ ୨୮,୬୬୩ ଜଣ ଭାରତୀୟ ଆବେଦନକାରୀ ପୋଷ୍ୟ ସନ୍ତାନ ଗ୍ରହଣ ଅପେକ୍ଷାରେ ଅଛନ୍ତି । କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ!-->…
Read More...
Read More...
‘ଆକାଶ ଏୟାର’ ବିମାନ ପାଇଁ ବୁକିଂ ଆରମ୍ଭ
ନୂଆଦିଲ୍ଲୀ: ଆଜିଠାରୁ ୨୮ଟି ଉଡାଣ ପାଇଁ ଟିକେଟ ବୁକିଂ ଆରମ୍ଭ କରିଛି ନୂଆ ବିମାନ ପରିବହନ କମ୍ପାନୀ ଆକାଶ ଏୟାର । ଜଣାଶୁଣା ଶିଳ୍ପପତି ରାକେଶ ଝୁନଝୁନୱାଲାଙ୍କ ଦ୍ୱାରା ପ୍ରତିଷ୍ଠିତ ବିମାନ ସଂସ୍ଥା ଆକାଶ ଏୟାର ବୁକିଂ ଆରମ୍ଭ କରିଛି । ଅଗଷ୍ଟ ୭ତାରିଖରୁ ଏହାର ବିମାନ ପ୍ରଥମ ବ୍ୟବସାୟିକ!-->…
Read More...
Read More...
ଦେଶରେ ୩ୟ ମଙ୍କିପକ୍ସ ମାମଲା ଚିହ୍ନଟ
କୋଚି : କେରଳରେ ଦେଶର ୩ୟ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । କେରଳ ମାଲାପ୍ପୁରମର ଜଣେ ୩୫ ବର୍ଷୀୟ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ଥିବା ଜଣାଯାଇଛି । ସେ ୟୁଏଇରୁ ଜୁଲାଇ ୬ରେ ଭାରତ ଫେରିଥିଲେ । ଜ୍ୱର ହେବାକୁ ସେ ମଞ୍ଜରି ମେଡିକାଲ କଲେଜରେ ୧୩ ତାରିଖରେ ଭର୍ତ୍ତି ହୋଇଥିଲେ ଓ ଜୁଲାଇ ୧୫ରୁ!-->…
Read More...
Read More...
ନିରବ ମୋଦୀଙ୍କ ୨୫୩ କୋଟିର ସମ୍ପତ୍ତି ଜବତ କଲା ଇଡି
ନୂଆଦିଲ୍ଲୀ : ପିଏନବି ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କ ୨୫୩.୬୨ କୋଟି ଟଙ୍କାର ସଂପତ୍ତିକୁ ଜବତ କରିଛି ପ୍ରତିଭୂତି ନିର୍ଦ୍ଦେଶାଳୟ ବା ଇଡି । ଏସବୁ ସମ୍ପତ୍ତି ମଧ୍ୟରେ ରହିଛି ଭୂସମ୍ପତ୍ତି, ଜୁଏଲାରୀ ଓ ବ୍ୟାଙ୍କ ଜମା । ବେଆଇନ ଅର୍ଥ କାରବାର ନିରୋଧ ଆଇନ ଅଧିନରେ ଏହି!-->…
Read More...
Read More...
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ :
ଅଜୟ ଦେବଗନ୍ ଶ୍ରେଷ୍ଠ ଅଭିନେତା,ଅପର୍ଣ୍ଣା ଶ୍ରେଷ୍ଠ ଅଭିନେତ୍ରୀ
ନୂଆଦିଲ୍ଳୀ,୨୨/୭ : ଆଜି ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଦିଲ୍ଲୀର ନ୍ୟାସନାଲ୍ ମିଡିଆ ସେଣ୍ଟର୍ରେ ପୁରସ୍କାର ବିଜେତାମାନଙ୍କ ନାମ ଘୋଷଣା ହୋଇଛି । ‘ତାନାଜୀ-ଅନସଙ୍ଗ ହିରୋ’ ଫିଲ୍ମ ପାଇଁ ଅଜୟ ଦେବଗନ ଏବଂ ‘ସୋରାରାଇ ପୋଟ୍ରୁ’ ପାଇଁ ସୂରିୟାଙ୍କୁ ଶ୍ରେଷ୍ଠ ଅଭିନେତା!-->…
Read More...
Read More...
୩ ରାଜ୍ୟରେ କ୍ଲିନ୍ସୁଇପ କଲେ ଦ୍ରୌପଦୀ ମୁର୍ମୁ, ଏହି ୮ ରାଜ୍ୟରେ ସିହ୍ନାଙ୍କୁ ମିଳିଛି ଅଧିକ ଭୋଟ
ନୂଆଦିଲ୍ଲୀ : ଦ୍ରୌପଦୀ ମୁର୍ମୁ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ପରାସ୍ତ କରି ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହୋଇ ଇତିହାସ ସୃଷ୍ଟି କରିଥିଲେ । ଦେଶର ୧୫ ତମ ରାଷ୍ଟ୍ରପତି ହେବା ପାଇଁ ନିର୍ବାଚନ ମଣ୍ଡଳ ସମେତ ସାଂସଦ ଏବଂ ବିଧାୟକଙ୍କ ୬୪% ରୁ ଅଧିକ ଭୋଟ୍ ପାଇଥିଲେ । ତିନୋଟି!-->…
Read More...
Read More...
ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ ସୃଷ୍ଟି ହେଲା ୫ ରେକର୍ଡ, ଜାଣନ୍ତୁ କ’ଣ ସବୁ
ନୂଆଦିଲ୍ଲୀ : ୧୫ ତମ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏକ ବଡ଼ ବିଜୟ ହାସଲ କରିଛନ୍ତି । ମିଳିତ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା ତାଙ୍କ ପରାଜୟକୁ ସ୍ୱୀକାର କରିଛନ୍ତି ଏବଂ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଆଶା କରୁଛି ଆପଣ ବିନା ଭୟ!-->…
Read More...
Read More...