Browsing Category

ଦେଶ- ବିଦେଶ

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ, ଅଭିନନ୍ଦନ ଜଣାଇଲେ ଯଶୱନ୍ତ ସିହ୍ନା

ନୂଆଦିଲ୍ଲୀ: ଦେଶ ପାଇଁ ଆଜି ଏକ ଐତିହାସିକ ଦିନ । ବିଶେଷକରି ଓଡ଼ିଶା ପାଇଁ । ଦେଶର ୧୫ତମ ରାଷ୍ଟ୍ରପତିଭାବେ ଆଜି ନିର୍ବାଚିତ ହୋଇଛନ୍ତି ଓଡ଼ିଶା ମାଟିର ସୁକନ୍ୟା ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ରାଷ୍ଟ୍ରପତି ନିର୍ବାଚିତ ହେବା ଏକାଧିକ କୀର୍ତ୍ତିମାନ ଅଧିକାରିଣୀ ହୋଇଛନ୍ତି । ସେ ପ୍ରଥମ ଓଡିଆ
Read More...

ଇସ୍ତଫା ଦେଲେ ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ: ଇଟାଲୀରେ ରାଜନୈତିକ ଅସ୍ଥିରତା ପରେ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ଆଜି ଇସ୍ତଫା ଦେଇଛନ୍ତି । ସେ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ଇସ୍ତଫା ଦେବା ପୂର୍ବରୁ ସେ ସଂସଦରେ କହିଛନ୍ତି ଯେ ସେ ରାଷ୍ଟ୍ରପତି ସର୍ଜିଓ ମତ୍ତାରେଲାଙ୍କୁ ଇସ୍ତଫା ଦେବାକୁ ଯାଉଛନ୍ତି ।
Read More...

ଜାରିହେଲା ଭାରତ ଉଦ୍ଭାବନ ସୂଚକାଙ୍କ : ଓଡ଼ିଶା ତଳଆଡୁ ୨ୟ,ଶୀର୍ଷରେ କର୍ଣ୍ଣାଟକ

ନୂଆଦିଲ୍ଲୀ : ନିତି ଆୟୋଗ ପକ୍ଷରୁ ଭାରତ ଉଦ୍ଭାବନ ସୂଚକାଙ୍କର ୩ୟ ସଂସ୍କରଣ ଆଜି ପ୍ରକାଶ ପାଇଛି । ଏହି ତାଲିକାର ନିଜ ନିଜ ବର୍ଗରେ କର୍ଣ୍ଣାଟକ,ମଣିପୁର ଓ ଚଣ୍ଡିଗଡ଼ ପ୍ରଥମ ସ୍ଥାନରେ ରହିଛନ୍ତି । ବୃହତ୍‌ ରାଜ୍ୟ ବର୍ଗରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ଥିବାବେଳେ ତେଲେଙ୍ଗାନା, ହରିୟାଣା ଓ
Read More...

ଶ୍ରୀଲଙ୍କା ରାଷ୍ଟ୍ରପତି ଭାବେ ଶପଥ ନେଲେ ବିକ୍ରମସିଙ୍ଘେ

କଲମ୍ବୋ: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ରାନିଲ ବିକ୍ରମସିଙ୍ଘେ । ତାଙ୍କୁ ମୁଖ୍ୟ ବିଚାରପତି ଶପଥ ପାଠ କରାଇଛନ୍ତି । ତେବେ ଦେଶରେ ନୂଆ ରାଷ୍ଟ୍ରପତି ନିର୍ବାଚନ ହେବା ପରେ ବି ରାଜଧାନୀ କଲମ୍ବୋରେ ବିକ୍ଷୋଭ ପ୍ରଦର୍ଶନ ଥମିନି । ବିକ୍ଷୋଭକାରୀମାନେ ରାନିଲଙ୍କୁ ବିରୋଧ
Read More...

ସୋନିଆ ଗାନ୍ଧିଙ୍କୁ ଇଡିର ଜେରା :
ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ଓ ପୋଡାଜଳା

ନୂଆଦିଲ୍ଲୀ: ନାସନାଲ ହେରାଲଡ ମାମଲାରେ ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଜୋରଦାର ଜେରା କରିଛି । ଇଡି ସୋମବାର ପୁନର୍ବାର ସୋନିଆଙ୍କୁ ପଚରାଉଚରା ପାଇଁ ଡାକିପାରେ । ଆଜି ପ୍ରାୟ ତିନି ଘଣ୍ଟା ଧରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଅଧିକାରୀମାନେ ତାଙ୍କୁ ପଚରାଉଚରା କରିଥିଲେ ।
Read More...

ରାଷ୍ଟ୍ରପତି ନିର୍ବାଚନ : ଆସିଲା ଦ୍ୱିତୀୟ ରାଉଣ୍ଡ ଫଳାଫଳ

ନୂଆଦିଲ୍ଲୀ : ଦେଶର ୧୫ତମ ରାଷ୍ଟ୍ରପତି କିଏ ହେବ ତାକୁ ନେଇ ଆଜି ଦିନ ତମାମ କଳ୍ପନାଜଳ୍ପନା ପ୍ରକାଶ ପାଉଛି । ଏହାରି ଭିତରେ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତିର ଦ୍ୱିତୀୟ ରାଉଣ୍ଡ ଫଳ ସାମ୍ନାକୁ ଆସିଛି । ଏଥିରେ ମଧ୍ୟ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଗରେ ରହିଛନ୍ତି । ମୁର୍ମୁ
Read More...

ରାଷ୍ଟ୍ରପତି ନିର୍ବାଚନ, ଆସିଲା ପ୍ରଥମ ରାଉଣ୍ଡ ଫଳାଫଳ

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଶେଷ ହୋଇଛି । ଏହି ରାଉଣ୍ଡରେ ସାଂସଦଙ୍କ ଭୋଟ୍‌ ଗଣନା କରାଯାଇଛି, ଯେଉଁଥିରେ ଦ୍ରୌପଦୀ ମୁର୍ମୁ ଏକ ବଡ଼ ଅଗ୍ରଣୀ ହାସଲ କରିଛନ୍ତି । ଭୋଟ୍‌ ଗଣନାରେ ନିୟୋଜିତ ଅଧିକାରୀଙ୍କ ଅନୁଯାୟୀ, ଦୌପଦୀ ମୁର୍ମୁ ୭୪୮ ଭୋଟ ମଧ୍ୟରୁ
Read More...

ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ସୋନିଆ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ତାଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିରେ ଆଜି ପଚରାଉଚରା କରାଯିବ । ସେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସମାନ କାରରେ ଯାଇଥିଲେ । ଇଡି କାର୍ଯ୍ୟାଳୟରେ ଦଳର ସାଧାରଣ ସମ୍ପାଦକ
Read More...

ଚୀନର ମୁକାବିଲା ପାଇଁ ଭାରତଠାରୁ ବ୍ରହ୍ମସ୍‌ କିଣିବ ଇଣ୍ଡୋନେସିଆ

ନୂଆଦିଲ୍ଲୀ : ଚୀନ ଆଡ଼ୁ ଥିବା ବିପଦର ମୁକାବିଲା ପାଇଁ ଇଣ୍ଡୋନେସିଆ ଭାରତଠାରୁ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମସ କିଣିବ । ଏ ନେଇ ଦୁଇଦେଶ ମଧ୍ୟରେ ଚାଲିଥିବା କଥାବାର୍ତ୍ତା ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ମିସାଇଲ ଯୋଗାଣ ପାଇଁ ଚୁକ୍ତି
Read More...

ରେଲୱେ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର :
ଏଣିକି ଘରଠାରୁ ୩୦୦ କିମି ଦୂରତା ଭିତରେ ଦେଇହେବ ପରୀକ୍ଷା

ନୂଆଦିଲ୍ଲୀ: ରେଳବାଇ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ଏଣିକି ଘରଠାରୁ ୩୦୦ କିଲୋମିଟର ଦୂରତା ଭିତରେ ସେମାନେ ଦେଇପାରିବେ ପରୀକ୍ଷା;ଫଳରେ ପ୍ରାର୍ଥୀଙ୍କ ସମୟ ଓ ଖର୍ଚ୍ଚ ବଞ୍ଚିଯିବ । ଭାରତୀୟ ରେଳ ବିଭାଗ ନେଇଛି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରେଳବାଇର ଜଣେ ବରିଷ୍ଠ
Read More...