Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଶ୍ୱଶୁର ଘର ବିରୋଧରେ ଏଭଳି ଅଭିଯୋଗ ଆଣିଲେ ଲାଲୁଙ୍କ ପୁଅ
ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ଛାଡପତ୍ର ସମ୍ପର୍କରେ କୋର୍ଟରେ ଶୁଣାଣି କରିବା ପରେ ଶ୍ୱଶୁରଘର ଲୋକଙ୍କ ଉପରେ ବର୍ଷିଛନ୍ତି । ଫେସବୁକରେ ଲାଇଭ ଭିଡିଓ କରି ତେଜ ପ୍ରତାପ କହିଛନ୍ତି ଯେ ତାଙ୍କ ଶ୍ୱଶୁରଘର ଲୋକ ତାଙ୍କୁ!-->…
Read More...
Read More...
ବିଚାରପତିଭାବେ ୨୧ ନ୍ୟାୟିକ ଅଧିକାରୀଙ୍କୁ ମିଳିବ ପଦୋନ୍ନତି
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ୍ ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ସୁପ୍ରିମକୋର୍ଟ କଲେଜିୟମର ଏକ ବୈଠକରେ ଦେଶର ବିଭିନ୍ନ ହାଇକୋର୍ଟରେ ବିଚାରପତି ଭାବରେ ୨୧ ଜଣ ନ୍ୟାୟିକ ଅଧିକାରୀଙ୍କୁ ପଦୋନ୍ନତି ଦେବା ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି କଲେଜିୟମ!-->…
Read More...
Read More...
ଦେଶରେ ପୁଣି ୨୦ ହଜାର ଟପିଲା କୋଭିଡ୍ ସଂକ୍ରମଣ
ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କରୋନା ସଂକ୍ରମଣ ପୁଣି ୨୦ ହଜାର ଟପିଛି । ଆଜି ପଜିଟିଭିଟି ହାର ୪.୧% ଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୪.୬୪% ଅଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୦,୫୫୭!-->…
Read More...
Read More...
ଟିକାକରଣ ନେଇ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଲ୍ ଗେଟ୍ସ
ନୂଆଦିଲ୍ଲୀ: ଟିକାକରଣରେ ଭାରତର ବିରଳ ରେକଡର଼୍ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ ଗେଟ୍ସ । ଭାରତରେ ୨୦୦ କୋଟି ଡୋଜ୍ ଟିକାକରଣ ହୋଇସାରିଛି । କରୋନା ଟିକାକରଣରେ!-->…
Read More...
Read More...
ରାନିଲ ବିକ୍ରମସିଙ୍ଘେ ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି
କଲମ୍ବୋ: ଶ୍ରୀଲଙ୍କାରେ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଦେଶ ପାଇଛି ନୂଆ ରାଷ୍ଟ୍ରପତି । ଆଜି ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବେ ରାନିଲ ବିକ୍ରମସିଙ୍ଘେ ନିର୍ବାଚିତ ହୋଇଛନ୍ତି । ୧୩୪ଟି ଭୋଟ ପାଇ ପ୍ରତିପକ୍ଷକୁ ପରାସ୍ତ କରି ରାନିଲ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଛନ୍ତି ।!-->…
Read More...
Read More...
ଝାଡଖଣ୍ଡରେ ହରିୟାଣା ଘଟଣାର ପୁନରାବୃତ୍ତି, ମହିଳା ସବଇନ୍ସପେକ୍ଟରଙ୍କୁ ଗାଡି ମଡାଇ ମାରିଦେଲେ
ରାଞ୍ଚି: ଝାଡଖଣ୍ଡରେ ହରିୟାଣା ହତ୍ୟା ଘଟଣାର ପୁନରାବୃତ୍ତି । ଚେକ ପୋଷ୍ଟରେ ଗାଡି ଯାଞ୍ଚ ସମୟରେ ଗାଡି ମଡାଇ ମହିଳା ସବଇନ୍ସପେକ୍ଟର ସନ୍ଧ୍ୟା ଟପୋଙ୍କୁ ହତ୍ୟା କରାଯାଇଛି । ଗାଡ଼ି ଜବତ ସହ ଅଭିଯୁକ୍ତ ଅଟକ ଥିବା ରାଞ୍ଚି ଏସପି ସୂଚନା ଦେଇଛନ୍ତି ।ଚେକ ପୋଷ୍ଟରେ ଗାଡି ଚାଳକଙ୍କ ଚେକିଂ!-->…
Read More...
Read More...
ବ୍ରିିଟେନ ପିଏମ ରେସ୍ : ଚତୁର୍ଥ ରାଉଣ୍ଡରେ ମଧ୍ୟ ଆଗରେ ସୁନକ
ନୂଆଦିଲ୍ଲୀ,୧୯/୭: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ବାଛିବା ପାଇଁ ଭୋଟିଂ ପ୍ରକ୍ରିୟା ଜାରି ରହିଛି । ଆଜି ୪ର୍ଥ ରାଉଣ୍ଡର ଭୋଟିଂ ସରିଥିବା ବେଳେ ଏଥିରେ ଆଗରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍ । ୧୧୮ ଖଣ୍ଡ ଭୋଟ ପାଇ ସେ ଚତୁର୍ଥ ରାଉଣ୍ଡରେ ଆଗରେ ରହିଛନ୍ତି । ଏଥିସହିତ ସେ!-->…
Read More...
Read More...
ଜିଏସଟି ନେଇ ଏହି ବଡ଼ ଆଶ୍ୱସ୍ତି ଦେଲେ ସୀତାରମଣ
ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ଘରେ ନିୟମିତ ବ୍ୟବହାର କରାଯାଉଥିବା ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲାଗିବା ପରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ସହ କେନ୍ଦ୍ର ସରକାରଙ୍କୁ ଏନେଇ ସମାଲୋଚନାର ଶିକାର ହେବାକୁ ପଡିଛି । ଏଭଳି ବିବାଦ ମଧ୍ୟରେ ଟ୍ୱିଟ କରି ଏକ ବଡ ସୂଚନା ଦେଇଛନ୍ତି!-->…
Read More...
Read More...
ଗତ ୫ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୮୧୯ ଜଣ ସୈନିକ
ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା ବାହିନୀ (ସେନା,ବାୟୁସେନା ଓ ନୌସେନା)ରେ ଗତ ୫ ବର୍ଷରେ ୮୧୯ ଜଣ ସୈନିକ ଓ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି । ସବୁଠାରୁ ଅଧିକ ଆତ୍ମହତ୍ୟା ମାମଲା ଭାରତୀୟ ସେନାରେ ହୋଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ।!-->…
Read More...
Read More...
ନିଟ୍ରେ ଦୁର୍ନୀତି: ୨୦ ଲକ୍ଷରେ ବିକ୍ରି ହେଉଛି ସିଟ୍!
ନୂଆଦିଲ୍ଲୀ: ମେଡିକାଲ କଲେଜରେ ନାଁ ଲେଖାଇବା ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷା ନିଟ୍ରେ ହୋଇଛି ବ୍ୟାପକ ଦୁର୍ନୀତି । ଏହି ଦୁର୍ନୀତି ସହ ଜଡିତ ଏକ ବଡ଼ ର୍ୟାକେଟକୁ ଚିହ୍ନଟ କରାଯାଇଛି । ତଦନ୍ତ ବେଳେ ସିବିଆଇ ଏପରି ଚାଞ୍ଚଲ୍ୟକର ତଥ୍ୟ ପାଇଛି । ଏହି ତଥ୍ୟ ଅନୁସାରେ,ମେଡିକାଲ କଲେଜରେ!-->…
Read More...
Read More...