Browsing Category

ଦେଶ- ବିଦେଶ

45 ହଜାର ଦେଇ କିଣିଥିଲେ ଟିକେଟ୍, ମିଳିଲାନି ମେସିଙ୍କ ଝଲକ୍ ; ରାଗିଲେ ପ୍ରଶଂସକ, ଫିଙ୍ଗିଲେ ଚେୟାର ଓ ବୋତଲ

ନୂଆଦିଲ୍ଲୀ। ଲିଓନେଲ୍ ମେସି ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି, କୋଲକାତାରୁ ତାଙ୍କର ଗସ୍ତ ଆରମ୍ଭ କରିଛନ୍ତି। ଗତକାଲି ରାତିରୁ ପ୍ରଶଂସକମାନେ କୋଲକାତା ବିମାନବନ୍ଦରରେ ଭିଡ଼ ଜମାଇଥିଲେ, ସେମାନଙ୍କ ତାରକାଙ୍କ ଝଲକ ପାଇବା ପାଇଁ। ମେସିଙ୍କର ସଲ୍ଟ ଲେକ୍ ଷ୍ଟାଡିୟମରେ ମଧ୍ୟ ଏକ କାର୍ଯ୍ୟକ୍ରମ
Read More...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ । ଏ ଅବସରରେ ସଂସଦ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅନ୍ୟ ବରିଷ୍ଠ ସାଂସଦ ମଧ୍ୟ ଉପସ୍ଥିତ ରହି ସଂସଦ ଆକ୍ରମଣରେ ସହିଦଙ୍କ ସ୍ମୃତିଚାରଣ କରାଯାଇଛି । PM
Read More...

ଚନ୍ଦ୍ର ବିଷୟରେ ନୂଆ ତଥ୍ୟ ଦେଲା ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ : ଚନ୍ଦ୍ରର ଦକ୍ଷିଣ ମେରୁ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି ଭାରତର ଚନ୍ଦ୍ରଯାନ-୩ । ଏହାର ପୃଷ୍ଠ ନିକଟରେ ଆଶ୍ଚର୍ଯ୍ୟଜନକ ଭାବେ ଗତିଶୀଳ ଓ ବୈଦ୍ୟୁତିକ ରୂପେ ସକ୍ରିୟ ପରିବେଶ ବିଷୟରେ ଏହା ପ୍ରଥମ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ୨୦୨୩, ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩
Read More...

ବିଶ୍ୱ ଖୁବ୍ ଶୀଘ୍ର ଚିନ୍ତାରୁ ମୁକ୍ତ ହେବ, ପୁଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆଉ…

ନୂଆଦିଲ୍ଲୀ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଆଜି ଦ୍ୱିତୀୟ ଦିନ। ରାଷ୍ଟ୍ରପତି ପୁଟିନ ଆଜି ଦିଲ୍ଲୀର ରାଜଘାଟରେ ପହଞ୍ଚିଥିଲେ, ଯେଉଁଠାରେ ସେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତା'ପରେ ସେ ରାଷ୍ଟ୍ରପତି ଭବନକୁ ଯାଇଥିଲେ, ଯେଉଁଠାରେ ତାଙ୍କୁ
Read More...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ରୁଷ ରାଷ୍ଟ୍ରପତି ପୁଟନ ଭିଜିଟର ବୁକ୍‌ ରେ ସ୍ୱାକ୍ଷର କରିଛନ୍ତି । ପୁଟିନଙ୍କ ଭାରତ ଗସ୍ତର ଆଜି
Read More...

ଗଣ ବିବାହରେ ହାତକୁ ଦି’ହାତ ହେଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଭୋପାଳ: ସାଧାରଣ ଭାବରେ ବିବାହ କଲେ ମୁଖ୍ୟମନ୍ତ୍ରୀ ପୁଅ । ଏକ ଗଣବିବାହରେ ହାତକୁ ଦି'ହାତ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସାନ ପୁଅ। ମୁଖ୍ୟମନ୍ତ୍ରୀଙ୍କ କନିଷ୍ଠ ପୁତ୍ର ଡା.ଅଭିମନ୍ୟୁ ଯାଦବ ରବିବାର ଏକ ଗଣବିବାହ ଅଭିଯାନରେ ସାମିଲ ହୋଇ ଡା.ଇଷିତା ଯାଦବଙ୍କୁ
Read More...

ଶ୍ରୀଲଙ୍କାରେ ତାଣ୍ଡବ ରଚିବା ପରେ ଘୂର୍ଣ୍ଣିଝଡ଼ ‘ଦିଟ୍ୱାହା’ ଭାରତ ଆଡକୁ ମୁହାଁଇଛି

ନୂଆଦିଲ୍ଲୀ। ଘୂର୍ଣ୍ଣିଝଡ଼ 'ଦିଟୱା' ଶ୍ରୀଲଙ୍କା ଦ୍ୱୀପ ରାଷ୍ଟ୍ରରେ ତାଣ୍ଡବ ସୃଷ୍ଟି କରିଛି, ଯାହା ଭାରତକୁ ବିପଦରେ ପକାଇଛି। ଏହି ବିନାଶକାରୀ ଘୂର୍ଣ୍ଣିଝଡ଼ ଶ୍ରୀଲଙ୍କା ଉପକୂଳରୁ ଧୀରେ ଧୀରେ ଭାରତ ଆଡକୁ ଗତି କରୁଛି।ଘୂର୍ଣ୍ଣିଝଡ଼ 'ଦିଟୱା' ଶ୍ରୀଲଙ୍କାରେ ଏପର୍ଯ୍ୟନ୍ତ 46 ଜଣଙ୍କ ଜୀବନ
Read More...

ଦେଶର ପ୍ରଥମ ଘରୋଇ ରକେଟ୍ ଉନ୍ମୋଚନ କଲେ ମୋଦୀ

 ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ କରିଛନ୍ତି । ମୋଦୀ ହାଇଦ୍ରାବାଦରେ ସ୍କାଏରୁଟ୍ ଏରୋସ୍ପେସର ଇନଫିନିଟି କ୍ୟାମ୍ପସ୍ ଉଦଘାଟନ କରିଛନ୍ତି ଏବଂ ବିକ୍ରମ-୧ ଉନ୍ମୋଚନ କରିଛନ୍ତି । ଏହା ଭାରତର ପ୍ରଥମ ଘରୋଇ ରକେଟ ଯାହା କକ୍ଷପଥରେ
Read More...

ଏଣିକି ଦ୍ୱିତୀୟ ବିବାହ କଲେ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ- ଏଣିକି ଦ୍ୱିତୀୟ ବିବାହ କଲେ ଆପଣ ୧୦ ବର୍ଷ କାରାଦଣ୍ଡ ଭୋଗିବେ । ଆସାମ ସରକାର ବହୁବିବାହ ବିରୋଧୀ ବିଲ୍ ଆଗତ କରିଛନ୍ତି ଯେଉଁଥିରେ ଦ୍ୱିତୀୟ ବିବାହ ପାଇଁ ୧୦ବର୍ଷ ପର୍ଯ୍ୟନ୍ତ ଜେଲ୍ ବ୍ୟବସ୍ଥା ପ୍ରସ୍ତାବ କରିଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଙ୍ଗଳବାର ଦିନ ଆସାମ
Read More...

ବିଧାନସଭା ନିର୍ବାଚନ ପୂର୍ବରୁ ହିନ୍ଦୁମାନଙ୍କୁ ମନାଇବାର ପ୍ରୟାସ ? ମମତାଙ୍କ କ୍ୟାବିନେଟ୍ ସିଲିଗୁଡ଼ିରେ ମହାକାଳ…

ନୂଆଦିଲ୍ଲୀ- କ୍ୟାବିନେଟ୍ ବୈଠକ ପରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଗଣମାଧ୍ୟମକୁ ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ। ସେ ଘୋଷଣା କରିଥିଲେ ଯେ ରାଜ୍ୟ ସରକାର ମାଟିଗାରାର ଲକ୍ଷ୍ମୀ ଟାଉନସିପ୍ ଅଞ୍ଚଳରେ ଥିବା 25.15 ଏକର ଜମି ଅଧିଗ୍ରହଣ କରିବେ।ପଶ୍ଚିମବଙ୍ଗ କ୍ୟାବିନେଟ୍
Read More...