Browsing Category

ଦେଶ- ବିଦେଶ

ଡିଏସ୍‌ପିଙ୍କୁ ଗାଡ଼ି ଚଢାଇ ହତ୍ୟା

ଚଣ୍ଡିଗଡ: ହରିଆଣାରେ ଖଣି ତଥା ବାଲି ମାଫିଆଙ୍କ ଆତଙ୍କରାଜ ଚରମସୀମାରେ ପହଞ୍ଚିଛି । ପୁଲିସ,ସରକାର,ଆଇନ-ଅଦାଲତ କାହାକୁ ସେମାନଙ୍କର ସାମାନ୍ୟତମ ଭୟ ନାହିଁ । ସେମାନଙ୍କ ସ୍ୱାର୍ଥ ହାସଲ ବାଟରେ ଯିଏ ଆସିଲା,ତାକୁ ସ୍ପଷ୍ଟ ଦିବାଲୋକରେ ହଟାଇଦେବାକୁ ବି ପଛାଉ ନାହାନ୍ତି । ଏହାର ସଦ୍ୟତମ
Read More...

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରେସ୍‌ : ଶୀର୍ଷରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ

ଲଣ୍ଡନ: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଗାଦି ଆଡକୁ ନିକଟତର ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍‌ । କଞ୍ଜରଭେଟିଭ୍‌ ପାର୍ଟିର ତୃତୀୟ ପର୍ଯ୍ୟାୟ ଭୋଟ୍‌ରେ ବି ସୁନକ୍‌ ଆଗୁଆ ରହିଛନ୍ତି । ତୃତୀୟ ରାଉଣ୍ଡ ଭୋଟିଂରେ ତାଙ୍କୁ ମିଳିଛି ୧୧୫ ଭୋଟ୍‌ । ଦ୍ୱିତୀୟ ଏବଂ ପ୍ରଥମ ରାଉଣ୍ଡ ଭୋଟିଂରେ
Read More...

‘ଅଗ୍ନିପଥ’ ମାମଲା : ଦିଲ୍ଲୀ ହାଇକୋର୍ଟରେ ହେବ ବିଚାର

ନୂଆଦିଲ୍ଲୀ: ‘ଅଗ୍ନିପଥ’ ଯୋଜନାକୁ ନେଇ ଦାୟର ହୋଇଥିବା ସମସ୍ତ ଆବେଦନର ଶୁଣାଣି ସ୍ରୁପ୍ରିମକୋର୍ଟର୍ରେ ହେବ ନାହିଁ,ଦିଲ୍ଲୀ ହାଇକୋର୍ଟରେ ହେବ । ‘ଅଗ୍ନିପଥ’ ଯୋଜନା ସହିତ ଜଡ଼ିତ ସମସ୍ତ ଆବେଦନକାରୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ଆଜି ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରିଛନ୍ତି । କେବଳ
Read More...

ନାମାଙ୍କନ ଦାଖଲ କଲେ ମାର୍ଗାରେଟ୍‌ ଆଲଭା

ନୂଆଦିଲ୍ଲୀ : ରାଷ୍ଟ୍ରପତି ପଦ ଲାଗି ଗତକାଲି ଭୋଟିଂ ଶେଷ ହୋଇଥିବା ବେଳେ ଏବେ ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆଗେଇ ଚାଲିଛି । ଏହି ପଦ ପାଇଁ ଆଜି ନାମାଙ୍କନ ଭରିଛନ୍ତି ୟୁପିଏ ପ୍ରାର୍ଥୀ ମାର୍ଗାରେଟ ଆଲଭା । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖର୍ଗେ,
Read More...

ବିକି-କ୍ୟାଟ୍‌ଙ୍କ ଭାଇରାଲ ଫଟୋ ଦେଖି ପ୍ରଶଂସକ ଖୁସ୍‌

ମୁମ୍ବାଇ : ନିକଟରେ କ୍ୟାଟ୍ରିନା ମାଳଦ୍ୱୀପ୍‌ରେ ଜନ୍ମଦିନ ପାଳନ କରିଥିଲେ । ଏହାର ଫଟୋ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା । ପ୍ରଥମେ କ୍ୟାଟ୍ରିନା ତାଙ୍କ ଗର୍ଲସ୍‌ ଗ୍ୟାଙ୍ଗ୍‌ ସହ ନଜର ଆସିଥିଲେ । ହେଲେ ତାଙ୍କ ପ୍ରଶଂସକ ବିକି-କ୍ୟାଟ୍‌ଙ୍କ ଫଟୋ ଦେଖିବାକୁ ଅପେକ୍ଷା କରି
Read More...

ଦେଶରେ ଦ୍ୱିତୀୟ ମଙ୍କିପକ୍ସ ପଜିଟିଭ ଚିହ୍ନଟ

କୋଚି: କରୋନା ଭୂତାଣୁ କବଳରୁ ଭାରତ ସଂପୂର୍ଣ୍ଣ ଭାବେ ମୁକ୍ତ ହୋଇନଥିବା ବେଳେ ଦେଶରେ ମଙ୍କିପକ୍ସ ଆତଙ୍କ ଦେଖାଦେଲାଣି । ଗତ ୧୪ ତାରିଖରେ କେରଳରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ସେହି କେରଳରୁ ଦ୍ୱିତୀୟ ମାମଲା ଚିହ୍ନଟ ହୋଇଛି । କେରଳର କୁନ୍ନୁର ଜିଲ୍ଳାରେ ଜଣେ ୩୧
Read More...

ରାଷ୍ଟ୍ରପତି ନିର୍ବାଚନ : ଭାଗ୍ୟ ନିର୍ଦ୍ଧାରିତ,ଫଳକୁ ଅପେକ୍ଷା

ନୂଆଦିଲ୍ଲୀ: ଆଜି ଦେଶ ପାଇଁ ଏକ ଐତିହାସିକ ଦିନ । ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଏବଂ ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ ପରିବେଶ ମଧ୍ୟରେ ଆଜି ରାଷ୍ଟ୍ରପତି ପଦ ପାଇଁ ଭୋଟ ଗ୍ରହଣ କାର୍ଯ୍ୟ ସଂପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ ହୋଇଛି । ମତଦାନ ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
Read More...

ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଜଗଦୀପ ଧନଖଡ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦ ଲାଗି ଆଜି ‘ଏନ୍‌ଡିଏ’ ପ୍ରାର୍ଥୀ ଜଗଦୀପ ଧନଖଡ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ତାଙ୍କ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ,
Read More...

ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଏବଂ ରାଷ୍ଟ୍ରପତି ନିର୍ବାଚନ ମ୍‌ଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଲୋକସଭାରେ ବାଚସ୍ପତି ଓମ୍‌ ବିର୍ଲା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ସିନ୍‌ଜୋ ଆବେଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଅପରାହ୍ଣ
Read More...

ଭାରତରେ ଆଫ୍ରିକାନ୍‌ ସ୍ୱାଇନ୍‌ ଫ୍ଲୁ ଚିହ୍ନଟ

ଦିସପୁର: ଭାରତରେ କରୋନାର ଏକାଧିକ ନୂଆ ପ୍ରଜାତି ଚିହ୍ନଟ ହୋଇସାରିଲାଣି । ତା ସହିତ ମଙ୍କିପକ୍ସ ରୋଗୀ ଦେଶରେ ଚିହ୍ନଟ ହୋଇସାରିଲେଣି । ଏଭଳି ସ୍ଥିତି ଲାଗି ରହିଥିବା ବେଳେ ଏବେ ଆଉ ଏକ ଆତଙ୍କ ଦେଖାଦେଇଛି । ତାହା ହେଉଛି ଆଫ୍ରିକାନ ସ୍ୱାଇନ ଫ୍ଲୁ । ଦେଶରେ ପ୍ରଥମକରି ଏହି ଫ୍ଲୁ ଚିହ୍ନଟ
Read More...