Browsing Category

ଦେଶ- ବିଦେଶ

କୋରାପୁଟ କଫିକୁ ପ୍ରଶଂସା କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨୭ତମ 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ସମ୍ବୋଧନ କରିଛନ୍ତି । ଆରମ୍ଭରେ ଛଟ୍‌ ପର୍ବର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଛଟ୍‌ ପର୍ବ ହିଁ ଏକତାର ପ୍ରତୀକ ବୋଲି କହିଛନ୍ତି । ଏହା ସହିତ ସ୍ୱଦେଶୀ ଉତ୍ପାଦ କିଣିବାକୁ ଆହ୍ୱାନ ଦେଇଛନ୍ତି ।
Read More...

ଗୁଜରାଟ ମନ୍ତ୍ରିମଣ୍ଡଳ ପୁନର୍ଗଠନ, ମନ୍ତ୍ରୀ ହେଲେ ରିଭାବା ଜାଡେଜା

ଅହମ୍ମଦାବାଦ : ଗୁଜରାଟ ମନ୍ତ୍ରିମଣ୍ଡଳ ପୁନର୍ଗଠନ । ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନେଲେ ହର୍ଷ ସାଂଘଭି । ରିଭାବା ଜାଡେଜାଙ୍କ ସମେତ ୧୯ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି । ଛଅ ମନ୍ତ୍ରୀଙ୍କ ଘରବାହୁଡା । ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ପ୍ରଥମେ ଗୃହମନ୍ତ୍ରୀ ଥିବା
Read More...

ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବେ ଭୋଜପୁରୀ ସୁପରଷ୍ଟାର ଖେସାରି ଲାଲ ଯାଦବ

ପାଟନା: ଖେସାରୀ ଲାଲ୍ ଯାଦବ ଲଢ଼ିବେ ବିହାର ବିଧାନସଭା ନିର୍ବାଚନ। ଚଳଚ୍ଚିତ୍ର ପରେ, ଭୋଜପୁରୀ ସୁପରଷ୍ଟାର ଖେସାରି ଲାଲ ଯାଦବ ଏବେ ରାଜନୀତିରେ ନିଜ ଭଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ସେ ବିହାର ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଥିବା ନେଇ ନିଜେ ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ
Read More...

ସରିଲା ୭ ଦିନର ଲୁଚକାଳି ଖେଳ, ଗିରଫ ହେଲେ ବାବା ଚୈତନ୍ୟାନନ୍ଦ

ନୂଆଦିଲ୍ଲୀ: ସରିଲା ୭ ଦିନର ଲୁଚକାଳି ଖେଳ। ଉତ୍ତର ପ୍ରଦେଶ ଆଗ୍ରାରୁ ଦିଲ୍ଲୀର ବାବା ଚୈତନ୍ୟାନନ୍ଦ ସରସ୍ଵତୀଙ୍କୁ ଗିରଫ କରାଯାଇଛି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳର ଏକ ଆଶ୍ରମର ନିର୍ଦ୍ଦେଶକଙ୍କ ଉପରେ ୧୭ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ନେଇ ଅଭିଯୋଗ ଥିଲା । ପୁଲିସ ସୂଚନା
Read More...

ମିଗ୍-୨୧କୁ ବିଦାୟ: ରାଜନାଥ ସିଂହ କହିଲେ ଏହା କେବଳ ଏକ ବିମାନ ନୁହେଁ, ଏହା ଭାରତର ବୀରତ୍ୱର ଇତିହାସ

ନୂଆଦିଲ୍ଲୀ- ଭାରତୀୟ ବାୟୁସେନା (IAF) ପ୍ରାୟ ଷାଠିଏ ବର୍ଷର ସେବା ପରେ ଶୁକ୍ରବାର ଏହାର ପ୍ରତୀକାତ୍ମକ ମିଗ୍-୨୧ ଲଢ଼ୁଆ ବିମାନକୁ ଅବସର ଦେଇଛି। ଚଣ୍ଡିଗଡ଼ରେ ଆୟୋଜିତ ଏକ ବିଦାୟୀ ସମାରୋହରେଏହା ଶେଷ ଉଡ଼ାଣ କରିଥିଲା, ଯାହା ଭାରତୀୟ ସାମରିକ ବିମାନ ଚଳାଚଳରେ ଏକ ଯୁଗର ଅନ୍ତ ଘଟାଇଥିଲା।
Read More...

ବେନେଜୁଏଲାରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ବେନେଜୁଏଲାରେ ଭୂକମ୍ପ ଝଟକା। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ କରାଯାଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ରାଜଧାନୀ କାରାକାସରୁ ପ୍ରାୟ ୬୦୦ କିଲୋମିଟର ପଶ୍ଚିମରେ ଜୁଲିଆ ପ୍ରଦେଶର ମେନେ ଗ୍ରାଣ୍ଡେ ସହରରୁ ପ୍ରାୟ ୨୪ କିଲୋମିଟର ଦୂରରେ କେନ୍ଦ୍ରୀଭୂତ
Read More...

ଦୁର୍ଗାପୂଜା ପୂର୍ବରୁ କୋଲକାତାରେ ପ୍ରବଳ ବର୍ଷା, 7 ମୃତ

କୋଲକାତ: ସୋମବାର ରାତିରୁ ମଙ୍ଗଳବାର ପର୍ଯ୍ୟନ୍ତ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ମୁଷଳଧାରାରେ ବର୍ଷା ହେବା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ପ୍ରବଳ ବର୍ଷା ଯୋଗୁ ସହରରେ ପାଞ୍ଚ ଜଣଙ୍କ ମୃତ୍ୟୁ ସହ ଆଉ ୨ ଜଣଙ୍କୁ କରେଣ୍ଟ ଲାଗିବାରୁ ମୃତ୍ୟୁ ହୋଇଥିବା ଖବର ମିଳିଛି।ପ୍ରବଳ
Read More...

ପୁଣି ଉତ୍ତରାଖଣ୍ଡରେ ପ୍ରଳୟ

ଡେରାଡୁନ: ପୁଣି ଉତ୍ତରାଖଣ୍ଡରେ ପ୍ରଳୟ, ପୁଣି ବାଦଲଫଟା ବର୍ଷା । ବୁଧବାର ବିଳମ୍ବିତ ରାତିରେ ପୁଣି ଥରେ ବାଦଲଫଟା ବର୍ଷାରେ ବେହାଲ ହୋଇଛି ଉତ୍ତରାଖଣ୍ଡ । ପୂର୍ବରୁ ଧରାଲି, ଡେରାଡୁନରେ ବାଦଲଫଟା ବର୍ଷା ପ୍ରଳୟ ଆଣିଥିବା ବେଳେ ଏବେ ଚାମୋଲିରେ ପ୍ରକୃତି ରଚିଛି ତାଣ୍ଡବ । ରାତିରେ ଚାମୋଲିର
Read More...

ବାଦଲ ଫଟା ବର୍ଷାରେ ବେହାଲ ଡେରାଡୁନ

ଡେରାଡୁନ: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନର ସହସ୍ତ୍ରଧାରାରେ ବାଦଲ ଫାଟିବା ଯୋଗୁ ଅନେକ ହୋଟେଲ ଏବଂ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ସହସ୍ତ୍ରଧାରାରେ ରାତି ୧୧ଟାରେ ହଠାତ ବାଦଲ ଫାଟିବା ଭଳି ବର୍ଷା ହୋଇଥିଲା ଏବଂ ବହୁ ପରିମାଣର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଜନ
Read More...

 ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ

ନୂଆଦିଲ୍ଲୀ: ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ। ରାଷ୍ଟ୍ରପତି ଭବନରେ ଉପରାଷ୍ଟ୍ରପତିଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି। ଦେଶର ବିଭିନ୍ନ ରାଜ୍ୟର
Read More...