Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ବାଙ୍ଗଲାଦେଶରେ ହେବ ପ୍ରଥମ ଡିଜିଟାଲ୍ ଜନଗଣନା
ଢାକା : ବାଙ୍ଗଲାଦେଶରେ ପ୍ରଥମ ଥର ପାଇଁ ହେବ ଡିଜିଟାଲ ଜନଗଣନା । ଆସନ୍ତା ଜୁନ ୧୫ରୁ ୨୧ ତାରିଖ ମଧ୍ୟରେ ଏହି ଜନଗଣନା ହେବ । ଏହା ବାଂଲାଦେଶର ଷଷ୍ଠ ଜନଗଣନା । ଏଥିରେ ୩ ଲକ୍ଷ ୭୦ ହଜାର ଜନଗଣନାକାରୀ,୬୪ ହଜାର ପର୍ଯ୍ୟବେକ୍ଷକ ଓ ୪ ହଜାର ୫୦୦ ଅଫିସର ଅଂଶ ଗ୍ରହଣ କରିବେ । ଇତି ମଧ୍ୟରେ!-->…
Read More...
Read More...
ଖଣି ଆଇନରେ ହେବ ସଂଶୋଧନ
ନୂଆଦିଲ୍ଲୀ : ଖଣି କ୍ଷେତ୍ରରେ ଅଭିବୃଦ୍ଧିକୁ ପୁଣି ଫେରାଇ ଆଣିବାକୁ ସରକାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି କେନ୍ଦ୍ର ସରକାର । ଖଣିଜ ବ୍ଲକଗୁଡ଼ିକର ଏକ୍ସପ୍ଲୋରେସନ ବା ସନ୍ଧାନ କାର୍ଯ୍ୟ ପାଇଁ ପୂର୍ବରୁ ଆବଶ୍ୟକ ହେଉଥିବା ଜଙ୍ଗଲ ଅନୁମତି ବା ଫରେଷ୍ଟ କ୍ଲିୟରାନ୍ସ ନିୟମକୁ ପ୍ରତ୍ୟାହାର!-->…
Read More...
Read More...
ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪୧୪
ନୂଆଦିଲ୍ଲୀ,୨୬/୫: ଦେଶରେ ଏବେ ସକ୍ର୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୪ରେ ପହଞ୍ଚିଛି । ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୬୨୮ କରୋନା ଜନିତ ନୂତନ ସଂକ୍ରମଣ ଓ ୧୮ ମୃତ୍ୟୁ ରେକର୍ଡ କରାଯାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨,୬୨୮ ନୂତନ ଆକ୍ରାନ୍ତଙ୍କୁ ମିଶାଇ!-->…
Read More...
Read More...
ଶପଥ ନେଲେ ଦିଲ୍ଲୀର ନୂଆ ଉପରାଜ୍ୟପାଳ
ନୂଆଦିଲ୍ଲୀ,୨୬/୫ : ଦିଲ୍ଲୀର ନୂଆ ଉପରାଜ୍ୟପାଳ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ବିନୟ କୁମାର ସାକ୍ସେନା । ଆଜି ରାଜ ନିବାସରେ ଆୟୋଜିତ ନିରାଡମ୍ବର ଉତ୍ସବରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ବିପିନ ସାଙ୍ଘି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଦିଲ୍ଲୀର ଉପରାଜ୍ୟପାଳ!-->…
Read More...
Read More...
ଏହି ରାଜ୍ୟରେ ଭତ୍ତା ୧୦୦୦ଟଙ୍କା ମିଳିବ, ବଜେଟରେ ଘୋଷଣା କଲେ ସରକାର
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ଯୋଗୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟକୁ ଗୁରୁବାର ବିଧାନସଭାରେ ଉପସ୍ଥାପନ କରିଛନ୍ତି । ୬ ଲକ୍ଷ ୧୫ ହଜାର ୫୧୮ କୋଟି ୯୭ ଲକ୍ଷ ବଜେଟରେ ଯୋଗୀ ସାମାଜିକ ସୁରକ୍ଷା ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି । ବୃଦ୍ଧ,!-->…
Read More...
Read More...
କଂଗ୍ରେସକୁ ବଡ ଝଟ୍କା : ଦଳ ଛାଡିଲେ କପିଲ ସିବଲ, ସପା ସମର୍ଥନରେ ଭରିଲେ ରାଜ୍ୟସଭା ପ୍ରାର୍ଥୀପତ୍ର
ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି କଂଗ୍ରେସରେ ବିଦ୍ରୋହୀ ସ୍ୱର ଉତ୍ତୋଳନ କରିଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଲ ସିବଲ ଦଳରୁ ଇସ୍ତଫା ଦେଇଛନ୍ତି । ସମାଜବାଦୀ ପାର୍ଟିର ସମର୍ଥନରେ ସେ ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପରେ ସେ ଏହା ପ୍ରକାଶ କରିଥିଲେ ।!-->…
Read More...
Read More...
ସ୍କୁଲରେ ଆଖିବୁଜା ଗୁଳିମାଡ, ୨୧ ମୃତ
ୱାଶିଂଟନ: ଜଣେ ୧୮ ବର୍ଷୀୟ ଯୁବକଙ୍କ ଆଖି ବୁଜା ଗୁଳି ମାଡ଼ରେ ରକ୍ତରଞ୍ଜିତ ହେଲା ଆମେରିକା ଟେକ୍ସାସ୍ର ୱାର୍ଲ୍ଡ ସହରରେ ଥିବା ରୋବ ଏଲିମେଣ୍ଟାରୀ ସ୍କୁଲ । ଏହି ଫାୟାରିଂରେ ଚାଲିଗଲା ୨୧ ନୀରିହ ଜୀବନ। ମୃତକଙ୍କ ମଧ୍ୟରେ ୧୮ ଛାତ୍ରଛାତ୍ରୀ ଥିବା ବେଳେ ୩ ଜଣ ଶିକ୍ଷକ ଥିବା ଜଣାଯାଇଛି।!-->…
Read More...
Read More...
ପ୍ରଥମ ଓଡ଼ିଆ ଭାବେ ରାଫେଲ ଉଡ଼ାଇଲେ ଡିକେ ପଟ୍ଟନାୟକ
ଭୁବନେଶ୍ୱର : ଜଣେ ପ୍ରଥମ ଓଡ଼ିଆ ଭାବେ ରାଫେଲ ଯୁଦ୍ଧ ବିମାନ ଉଡ଼ାଇବାର ଗୌରବ ଅର୍ଜନ କରିଛନ୍ତି ଓଡ଼ିଶାର ଦିଲ୍ଲୀପ ପଟ୍ଟନାୟକ । ସୋମବାର ବାୟୁସେନାର ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ ଏୟାର ମାର୍ସାଲ ଦିଲ୍ଲୀପ ପଶ୍ଚିମବଙ୍ଗର ହାସିମରା ଏୟାରବେସରେ ମୁତୟନ ହୋଇଥିବା ରାଫେଲ୍ ବିମାନ!-->…
Read More...
Read More...
କ୍ୱାଡ ସମ୍ମିଳନୀରେ ମୁମ୍ବାଇ ଆତଙ୍କୀ ଆକ୍ରମଣକୁ ନିନ୍ଦା
ଟୋକିଓ : ଟୋକିଓଠାରେ ଆଜି ଅନୁଷ୍ଠିତ କ୍ୱାଡ୍ ସମ୍ମିଳନୀରେ ଆତଙ୍କବାଦକୁ ଏକସ୍ୱରରେ ନିନ୍ଦା କରାଯାଇଛି । କ୍ୱାଡ୍ ସଦସ୍ୟ ରାଷ୍ଟ୍ର ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ରମୁଖ୍ୟମାନେ ଭାରତରେ ହୋଇଥିବା ୨୬/୧୧ ମୁମ୍ବାଇ ଆକ୍ରମଣ,ପଠାନକୋଟ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା!-->…
Read More...
Read More...
ରାଜ୍ୟସଭା ଯିବେ ପ୍ରିୟଙ୍କା!
ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ କଂଗ୍ରେସ ସ୍ଥିର କରିଛି । । ପ୍ରିୟଙ୍କା ଗାନ୍ଧୀ ୨୦୧୭ ଠାରୁ ସକ୍ରିୟ ରାଜନୀତିରେ ଅଛନ୍ତି ଏବଂ ଉତ୍ତରପ୍ରଦେଶକୁ ପରିଚାଳନା କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସେ କୌଣସି ସଦନର ସଦସ୍ୟ!-->…
Read More...
Read More...