Browsing Category

ଦେଶ- ବିଦେଶ

୫୩ ବର୍ଷରେ ପଦାର୍ପଣ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ,ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି, ଦେଶରେ ଶିକ୍ଷା ବ୍ୟବସ୍ଥାକୁ ଦୃଢ କରିବା କ୍ଷେତ୍ରରେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ରଚେଷ୍ଟା ଅତୁଳନୀୟ। ଶ୍ରୀ ମୋଦୀ
Read More...

ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର କଲା ଜରୁରୀ ଅବତରଣ

ଲକ୍ଷ୍ନୌ: ଜରୁରୀ ଅବତରଣ କଲା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର। ଯାନ୍ତ୍ରିକ ତ୍ରୁଟି ଯୋଗୁ ତାଙ୍କ ପ୍ରାଇଭେଟ୍‌ ହେଲିକପ୍ଟରର ଏହି ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ବାରାଣସୀର ବାବାତପୁର ବିମାନବନ୍ଦରରେ ଏହି ଅବତରଣ କରାଯାଇଛି। ହେଲିକପ୍ଟର ସହ ପକ୍ଷୀ
Read More...

ଗୁଜରାଟ ଦଙ୍ଗା ମାମଲାରେ ମୋଦିଙ୍କୁ କ୍ଲିନଚିଟ୍‌

ନୂଆଦିଲ୍ଲୀ,୨୪/୬: ୨୦୦୨ରେ ସାରା ଦେଶରେ ହଇଚଇ ଓ ବ୍ୟାପକ ହିଂସା ସୃଷ୍ଟି କରିଥିବା ଗୁଜରାଟ ଦଙ୍ଗା ମାମଲାେ;ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ଏହି ମାମଲାରେ ତାଙ୍କୁ ପୁଣି ମିଳିଛି କ୍ଲିନ ଚିଟ୍‌ । ଅର୍ଥାତ ପୂର୍ବରୁ ତାଙ୍କୁ ମିଳିଥିବା କ୍ଲିନ ଚିଟ କାଏମ
Read More...

ଆସାମ ବନ୍ୟାରେ ଗଲାଣି ୧୦୮ରୁ ଅଧିକ ଜୀବନ

ଗୌହାଟୀ : ଆସାମରେ ବର୍ତ୍ତମାନ ଚାଲିଛି ଜଳ ପ୍ରଳୟ । ସବୁ ସ୍ଥାନରେ ବନ୍ୟାବିଭୀଷିକା । ଗତ କିଛି ଦଶନ୍ଧି ମଧ୍ୟରେ ଆସାମ ରାଜ୍ୟ ସବୁଠୁ ବଡ ବିନାଶର ସମ୍ମୁଖୀନ ହୋଇଛି । ଏପର୍ଯ୍ୟନ୍ତ ୪୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଭୂମିହୀନ ହେବା ପରେ ଅନ୍ୟ
Read More...

ଅଗ୍ନିବୀର ଭର୍ତ୍ତି ପାଇଁ ଆରମ୍ଭ ହେଲା ପଞ୍ଜିକରଣ

ନୂଆଦିଲ୍ଲୀ,୨୪/୬ : ଅଗ୍ନିପଥ ଯୋଜନାରେ ଆଜି ବାୟୁସେନାରେ ଅଗ୍ନିବୀର ଭର୍ତ୍ତି ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ । ଏ ବାବଦରେ ଗତ ୨୨ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଥିଲା । ଅନଲାଇନରେ ହେବାକୁ ଥିବା ଏହି ରେଜିଷ୍ଟ୍ରେସନ ୫ ଜୁଲାଇ ଯାଏଁ ଜାରି ରହିବ । ଅଗ୍ନିବୀର ବାୟୁ ଭର୍ତ୍ତି ପାଇଁ
Read More...

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଦାଖଲ କଲେ ନାମାଙ୍କନପତ୍ର, ପ୍ରସ୍ତାବକ ରହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜେପି ନେତୃତ୍ୱାଧୀନ ଏନଡିଏ ମିଳିତ ମଞ୍ଚ ପକ୍ଷରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ଦ୍ରୌପଦୀ ମୁର୍ମୁଙ୍କ ୪ଟି ସେଟରେ ନାମାଙ୍କନ
Read More...

ଆଜି ନାମାଙ୍କନ ଦାଖଲ କରିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ସମୟରେ ଓଡ଼ିଶା ବିଜେପିର ସମସ୍ତ ବିଧାୟକ ଓ ବିଜେଡି ପକ୍ଷରୁ ପ୍ରସ୍ତାବ ସାଜିଥିବା ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ଉପସ୍ଥିତ ରହିବେ। ଏହାବାଦ
Read More...

‘ଜିସାଟ୍‌-୨୪’ ସାଟେଲାଇଟ୍‌ର ସଫଳ ଉତକ୍ଷେପଣ

ବେଙ୍ଗାଲୁରୁ: ‘ନିୟୁସ୍ପସ୍‌ ଇଣ୍ଡିଆ ଲିମିଟେଡ୍‌’ (ଏନ୍‌ଏସ୍‌ଆଇଏଲ୍‌) ନିମନ୍ତେ ‘ଇସ୍‌ରୋ’ ନିର୍ମାଣ କରିଥିବା ସାଟେଲାଇଟ୍‌ ‘ଜିସାଟ୍‌-୨୪’କୁ ଆଜି ଦକ୍ଷିଣ ଆମେରିକା ଅନ୍ତର୍ଗତ ଫ୍ରେଞ୍ଚ୍‌ ଗୁଆନାର କୁରୋସ୍ଥିତ ଫାରାସୀ କମ୍ପାନିର ‘ଏରିଏନ୍‌ସ୍ପସ୍‌’ରୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି ।
Read More...

କାଠମାଣ୍ଡୁରେ ଭୂକମ୍ପ

କାଠମାଣ୍ଡୁ : ନେପାଳର ରାଜଧାନୀ କାଠମାଣ୍ଡୁରେ ଗୁରୁବାର ସକାଳେ ଭୂକମ୍ପ ହୋଇଛି । କାଠମାଣ୍ଡୁରୁ ୧୬୧ କିଲୋମିଟର ଦୂର ଏହାର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି । ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ତିବ୍ରତା ୪.୩ ରେକର୍ଡ କରାଯାଇଛି । ଏଥିରେ ଧନଜୀବନ ହାନୀ ହୋଇଥିବା ନେଇ କୌଣସି ଖବର ଏଯାଏଁ
Read More...

ଦୁର୍ଘଟଣାଗ୍ରସ୍ତ କାର ଜଳିଗଲା, ୩ ଡାକ୍ତରୀ ଛାତ୍ର ଜୀବନ୍ତ ଦଗ୍ଧ

ଚଣ୍ଡିଗଡ: ହରିୟାଣାର ସୋନୀପତ ୩୩୪ ନମ୍ବର ଜାତୀୟ ରାଜପଥରେ ଗୁରୁବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ କାର ପଥର ସହ ଧକ୍କା ହେବା ପରେ ସେଥିରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା ଫଳରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ୩ ଜଣ ଗଭୀର ଆହତ ହୋଇଛନ୍ତି । ସୂଚନାନୁଯାୟୀ,
Read More...