Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଖୁବଶୀଘ୍ର ଚାଲିବ ଦେଶର ପ୍ରଥମ ଡିଜିଟାଲ ବସ୍
ମୁମ୍ବାଇ: ବର୍ତ୍ତମାନର ଯୁଗ ହେଉଛି ଡିଜିଟାଲ ଯୁଗ । ଅନେକ କାର୍ଯ୍ୟ ଡିଜିଟାଲ ମୋଡ୍ରେ ହେଉଛି । ଟଙ୍କା ଦେଣନେଣଠୁ ଆରମ୍ଭ କରି କାର୍ଯ୍ୟ ପରିଚାଳନା ସବୁକିଛି ଡିଜିଟାଲ । ଏହିକ୍ରମରେ ଆଉ ଏକ କାର୍ଯ୍ୟ ବା ସେବା ଏହି ଡିଜିଟାଲରେ ଯୋଡ଼ିହେବାକୁ ଯାଉଛି । ତାହା ହେଉଛି ଡିଜିଟାଲ ବସ ସେବା ।!-->…
Read More...
Read More...
୭୦୦ ପର୍ବତାରୋହୀଙ୍କୁ ମିଳିଲା ଏଭେରେଷ୍ଟ ଆରୋହଣ ଅନୁମତି
ନୂଆଦିଲ୍ଲୀ: ହିମାଳୟର ମାଉଣ୍ଟ ଏଭରେଷ୍ଟ ଆରୋହଣ ପାଇଁ ବିଶ୍ୱର ୭୦ଟି ଦେଶର ୭୦୦ରୁ ଅଧିକ ପର୍ବତାରୋହୀଙ୍କୁ ଅନୁମତି ମିଳିଛି । ମଙ୍ଗଳବାର ନେପାଳ ସରକାର ୭୦ଟି ଦେଶର ୧୫୫ ଜଣ ମହିଳାଙ୍କ ସମେତ ୭୪୦ ଜଣ ପର୍ବତାରୋହୀଙ୍କୁ ଅନୁମତି ଦେଇଛନ୍ତି, ଯେଉଁଥିରେ ସର୍ବାଧିକ ସଂଖ୍ୟକ ଆବେଦନକାରୀ ଆମେରିକାରୁ!-->…
Read More...
Read More...
କରୋନା : ଚିନ୍ତା ବଢାଉଛି ଦିଲ୍ଲୀ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଗତକାଲି ତୁଳନାରେ ଆଜି ପଜିଟିଭ ସଂଖ୍ୟା କମ୍ ରହିଛି । ଆଜି ଦେଶରେ ୧୨୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶର ରାଜଧାନୀ ଦିଲ୍ଲୀର କରୋନା ସ୍ଥିତି ଅନ୍ୟ ରାଜ୍ୟଗୁଡିକୁ ଚିନ୍ତାରେ ପକାଇ!-->…
Read More...
Read More...
ଆତଙ୍କୀ ହମଲାରେ ରେଳବାଇ ପୁଲିସ୍ ମୃତ
ପୁଲୱାମା: ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲା କାକାପୋରାରେ ଆଜି ଆତଙ୍କବାଦୀମାନେ ପୁଣିଥରେ ହମଲା କରିଛନ୍ତି । ଏଥିରେ ଜଣେ ରେଳବାଇ ପୁଲିସ ଅଧିକାରୀ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ଏହି ଦୁଇ ଆରପିଏଫ ଅଧିକାରୀ କାକାପୋରା ଠାରେ ଛିଡା ହୋଇଥିବା ବେଳେ ଆତଙ୍କବାଦୀମାନେ!-->…
Read More...
Read More...
ମନୋଜ ପାଣ୍ଡେ ନୂଆ ସ୍ଥଳସେନା ମୁଖ୍ୟ
ନୂଆଦିଲ୍ଲୀ: ଲେପ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ଦେଶର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି । ଏଥିସହ ପ୍ରଥମ ଥର ଲାଗି ଜଣେ ସେନା ଇଂଜିନୟରଙ୍କୁ ସ୍ଥଳବାହିନୀର ମୁଖ୍ୟ ଭାବେ ଚୟନ କରାଯାଇଛି । ଏପ୍ରିଲ ୩୦ରେ ସେନାମୁଖ୍ୟ ଜେନେରାଲ୍ ମୁକୁନ୍ଦ ନରଭାଣେଙ୍କର କାର୍ଯ୍ୟକାଳ!-->…
Read More...
Read More...
ଅମଲାତନ୍ତ୍ର ଉପରେ ବର୍ଷିଲେ ସିଜେଆଇ
ନୂଆଦିଲ୍ଲୀ : ଦେଶରେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମେତ ବିଭିନ୍ନ କୋର୍ଟମାନଙ୍କରେ କାର୍ଯ୍ୟଗତ ଚାପ ବହୁମାତ୍ରାରେ ବଢୁଛି । କୋର୍ଟମାନଙ୍କରେ ଆବଶ୍ୟକ ସଂଖ୍ୟକ ବିଚାରପତି ନଥିବା ବେଳେ ମାମଲା ସଂଖ୍ୟା ବହୁ ସଂଖ୍ୟାରେ ବଢୁଛି । ଏଭଳି ସ୍ଥିତିରେ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା କଷ୍ଟକର!-->…
Read More...
Read More...
ପ୍ରତି ଜିଲ୍ଲାରେ ଖୋଲିବ ନୂଆ ମେଡିକାଲ କଲେଜ
ନୂଆଦିଲ୍ଲୀ,୧୫/୪ : ଆଗାମୀ ଦିନରେ ଦେଶରେ ଚିକିତ୍ସା ତଥା ଚିକିତ୍ସା ସେବା କ୍ଷେତ୍ରରେ ଅଭୂତପୂର୍ବ ଉନ୍ନତି ଘଟିବ । ଲୋକେ ଚିକିତ୍ସା କ୍ଷେତ୍ରରେ ଯେଉଁ ଅଭାବ ଭୋଗୁଛନ୍ତି,ତାହା ଆଉ ରହିବ ନାହିଁ । ସରକାର ପ୍ରତି ଜିଲ୍ଲାରେ ମେଡିକାଲ୍ କଲେଜ ସ୍ଥାପନ କରିବା ପାଇଁ ଯୋଜନା କରୁଛନ୍ତି । ଫଳରେ!-->…
Read More...
Read More...
ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଗଲେ ଶତାଧିକ ବିମାନଯାତ୍ରୀ
ନୂଆଦିଲ୍ଲୀ,୧୫/୪: ଆଉ ଟିକେ ଡେରି ହୋଇଥଲେ ଜଳିଯାଇଥାନ୍ତେ ଶତାଧିକ ବୀମାନ ଯାତ୍ରୀ । କିନ୍ତୁ ଉନିବା ଅବସ୍ଥାରେ ଥିବା ଏହି ବିମାନର କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଯାତ୍ରୀମାନେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । ଏକ ଇଣ୍ଡିଗୋ ବିମାନ ସହିତ ହୋଇଥିଲା ଏଭଳି ଘଟଣା । ଇଣ୍ଡିଗୋ!-->…
Read More...
Read More...
କରୋନାରୁ ସୁସ୍ଥ ହେଲେଣି ୪.୨୫ କୋଟି
ନୂଆଦିଲ୍ଲୀ,୧୫/୪: ଆଜି ଦେଶରେ କରୋନାର ଦୈନିକ ସଂକ୍ରମଣ କମିଛି । ଏହା ହଜାରେ ତଳେ ରହିଛି । କେନ୍ଦ୍ର ସ୍ୱାସ୍ତ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯୪୯ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୬ମୃତ୍ୟୁ ରେକର୍ଡ କରାଯାଇଛି । ୨୪!-->…
Read More...
Read More...
ସ୍କାଇମେଟ ପରେ ଆଇଏମଡି ଦେଲା ଏହି ଖୁସି ଖବର
ନୂଆଦିଲ୍ଲୀ,୧୪/୪ : ଭାରତରେ ଏବର୍ଷ ପାଣିପାଗ କିପରି ରହିବ,ସେନେଇ ଗତ ୧୨ ତାରିଖରେ ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ ତା’ର ପୂର୍ବାନୁମାନ ରିପୋର୍ଟ ପ୍ରକାଶ କରିଥିଲା । ଏବର୍ଷ ମୌସୁମୀ ସ୍ୱାଭାବିକ ରହିବ ଏବଂ ମରୁଡ଼ି ପରିସ୍ଥିତି ଦେଖାଦେବ ନାହିଁ ବୋଲି ଏହି ରିପୋର୍ଟରେ କର୍ଶାଯାଇଛି । ଏହାର!-->…
Read More...
Read More...