Browsing Category

ଦେଶ- ବିଦେଶ

ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ପିଟିଲା ବୋଲେରୋ, ୮ ମୃତ

ନୂଆଦିଲ୍ଲୀ: ମୃତ୍ୟୁ କାହା ପାଇଁ କେତେବେଳେ ଆସେ, ତାହା କହିହେବ ନାହିଁ । ମୃତ୍ୟୁ ଦେଖେନି ବୟସ ସମୟ ଓ ଆବେଗ । ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାର ଜାତୀୟ ରାଜପଥ ୨୮ରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ଦୁର୍ଘଟଣାରେ ୮ଜଣଙ୍କ ଜୀବନ ଯାଇଛି ।ବିବାହ ସାରି ଫେରୁଥିବା ବାଟରେ
Read More...

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍‌-୨୦୨୦ ଉପରେ ଲାଗିଛି ରୋକ୍‌ । ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ । ୩ ମାସ ପାଇଁ ସ୍ଥଗିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଓଡ଼ିଶା ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ଉକ୍ତ ଆଇନକୁ ଚାଲେଞ୍ଜ କରିବା ପାଇଁ
Read More...

ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କୁ ଏହି ଗୁରୁମନ୍ତ୍ର ଦେଲେ ମୋଦୀ

ନୂଆଦିଲ୍ଲୀ,୨୦/୫ : ବିଜେପି ଏକ ସମର୍ପିତ ଓ ଉତ୍ସର୍ଗୀକୃତ ଦଳ । ୨୦୧୪ ପୂର୍ବରୁ ଏହା ଲୋକଙ୍କ ସହିତ ଯୋଡ଼ହୋଇ ରହିଥିଲା ଏବଂ ଏବେ ବି ଏହା ଲୋକଙ୍କ ସେବାରେ ବ୍ରତୀ । ତେବେ ବିଜେପିକୁ ଆହୁରି ଲୋକପ୍ରିୟ କରିବାର ଆବଶ୍ୟକତା ରହିଛି । ଲୋକଙ୍କ ସହିତ ଶତପ୍ରତିଶତ ଯୋଡ଼ିହୋଇ ରହିବାକୁ ପଡ଼ିବ ।
Read More...

ଆତ୍ମ-ସମର୍ପଣ କଲେ ସିଦ୍ଧୁ

ପଟିଆଲା : ସସ୍‌ପେନ୍ସର ଅବସାନ ଘଟିଛି । ଶେଷରେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ପଞ୍ଜାବର ପୁର୍ବତନ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ । କୋର୍ଟରେ ଆତ୍ମସମର୍ପଣ କରିବାକୁ ଓକିଲ ଅଭିଷେକ ମନୁ ସଂଘଭିଙ୍କ ମାଧ୍ୟମରେ କିଛି ସମୟ ମାଗିଥିଲେ ସିଦ୍ଧୁ । କିନ୍ତୁ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ
Read More...

ଆସନ୍ତା ୨୯ରୁ ଭାରତରୁ ବଂଲାଦେଶକୁ ଗଡିବ ଟ୍ରେନ୍‌

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ପୁଣି ଚାଲିବ ଟ୍ରେନ୍‌ ସେବା । ଆସନ୍ତା ମେ’ ୨୯ ତାରିଖରୁ ଭାରତରୁ ବଂଲାଦେଶକୁ ଗଡିବ ଟ୍ରେନ୍‌ । ଏ ସମ୍ପର୍କରେ ରେଳମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । କୋଭିଡ୍‌ ଯୋଗୁ ୨୦୨୦ ମାର୍ଚ୍ଚ ମାସରେ କୋଲକାତା ଓ ବାଂଲାଦେଶ ମଧ୍ୟରେ ଟ୍ରେନ୍‌ ସେବା ବାତିଲ
Read More...

ବିଜେପିରେ ଯୋଗ ଦେଲେ ସୁନୀଲ ଜାଖର

ଭୁବନେଶ୍ୱର: ପୂର୍ବତନ ଲୋକସଭା ବାଚସ୍ପତି ବରାମ ଜାଖରଙ୍କ ପୁଅ ସୁନୀଲ ଜାଖର ବିଜେପି ଯୋଗ ଦେଇଛନ୍ତି । ସୁନିଲ ଆଜି ବିଜେପି ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତରେ ବିଜେପିରେ ଯୋଗ ଦେଇଛନ୍ତି । ସୁନିଲ ଜାଖର ପଞ୍ଜାବର ପୂର୍ବତନ ପିସିସି ସଭାପତି ଥିଲେ । ନିକଟରେ ସେ କଂଗ୍ରେସରୁୁ ଇସ୍ତଫା
Read More...

ସିଦ୍ଧୁଙ୍କୁ ବର୍ଷେ ଜେଲ,କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: କ୍ରିକେଟର ତଥା କଂଗ୍ରେସ ନବଜୋତ ସିଂହ ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ । ୩୪ ବର୍ଷ ପୁରୁଣା ଏକ ପାର୍କିଂକୁ ନେଇ ଦାଦାଗିରି ମାମଲାରେ ସିଦ୍ଧୁଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡିଛି ।୧୯୮୮ଡିସେମ୍ବର ୨୭ । ଏହି ଦିନ ସନ୍ଧ୍ୟାରେ ସିଦ୍ଧୁ
Read More...

ଦିଲ୍ଲୀ ଉପ-ରାଜ୍ୟପାଳ ଅନୀଲ ବୈଜଲଙ୍କ ଇସ୍ତଫା

ନୂଆଦିଲ୍ଲୀ : ଦିଲ୍ଲୀର ଉପ-ରାଜ୍ୟପାଳ ଅନୀଲ ବୈଜଲ ଆଜି ହଠାତ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି । ୨୦୧୬ ଡିସେମ୍ବର ମାସରେ ଦିଲ୍ଲୀର ଉପ-ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ବୈଜଲ । ସେ ୨୦୨୧ ଡିସେମ୍ବର ମାସରେ ନିଜର କାର୍ଯ୍ୟକାଳର ୫
Read More...

ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ପରୀକ୍ଷଣ କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ : ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତୀୟ ନୌସେନା । ବାଲେଶ୍ବର ସ୍ଥିତ ଇଣ୍ଟରିମ ଟେଷ୍ଟ ରେଞ୍ଜରୁ ଆଜି ଭାରତୀୟ ନୌସେନାର ସିକିଙ୍ଗ୍ ୪୨ବି ହେଲିକପ୍ଟରରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ରକୁ
Read More...

କାରଖାନା କାନ୍ଥ ଭୁଶୁଡି ୧୨ ମୃତ

ସୁରାଟ :ଗୁଜୁରାଟର ମୋରବୀର ହାଲୱାଡ ଜିଆଇଡିସି ସ୍ଥିତ ଏକ ଲୁଣ କାରଖାନାର କାନ୍ଥ ଭୁଶୁଡ଼ିବା ପରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଘଟଣାରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ଆଉ ତିନି ଜଣ ଏଥିରେ ଫଶି ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି
Read More...