Browsing Category

ଦେଶ- ବିଦେଶ

ସ୍କାଇମେଟ ପରେ ଆଇଏମଡି ଦେଲା ଏହି ଖୁସି ଖବର

ନୂଆଦିଲ୍ଲୀ,୧୪/୪ : ଭାରତରେ ଏବର୍ଷ ପାଣିପାଗ କିପରି ରହିବ,ସେନେଇ ଗତ ୧୨ ତାରିଖରେ ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ ତା’ର ପୂର୍ବାନୁମାନ ରିପୋର୍ଟ ପ୍ରକାଶ କରିଥିଲା । ଏବର୍ଷ ମୌସୁମୀ ସ୍ୱାଭାବିକ ରହିବ ଏବଂ ମରୁଡ଼ି ପରିସ୍ଥିତି ଦେଖାଦେବ ନାହିଁ ବୋଲି ଏହି ରିପୋର୍ଟରେ କର୍ଶାଯାଇଛି । ଏହାର
Read More...

ମାନବାଧିକାର ପ୍ରସଙ୍ଗରେ ଆମେରିକାକୁ ଏଭଳି ଢଙ୍ଗରେ ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ,୧୪/୪ : ଭାରତରେ ମାନବିକ ଅଧିକାର ଉଲ୍ଲଂଘନ ନେଇ ନିକଟରେ ଆମେରିକା ଦେଇଥିବା ବିବୃତିକୁ ନେଇ ଭାରତ ଅସନ୍ତୋଷ ପ୍ରକାଶ କରିବା ସହ ଆମେରିକାକୁ ଦୃଢ ଜବାବ ଦେଇଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ବିବୃତି ରଖି କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ନିକଟରେ ହୋଇଥିବା
Read More...

ନୂଆ ରୂପରେ ଲୋକାର୍ପିତ ହେଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ

ନୂଆଦିଲ୍ଲୀ,୧୪/୪ : ଅତ୍ୟାଧୁନିକ ବୈଷୟିକ ବ୍ୟବସ୍ଥା ଓ ନୂଆ ରୂପରେ ବିକଶିତ ‘ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ’ ଆଜି ଉଦ୍‌ଘାଟିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲୋକାର୍ପିତ ଏହି ସଂଗ୍ରହାଳୟରେ ୧୪ ଜଣ ପ୍ରଧାନମନ୍ତ୍ରୀଙ୍କ ସଂପର୍କରେ ବିସ୍ତୃତ ତଥ୍ୟ ସ୍ଥାନିତ ହୋଇଛି ।
Read More...

ଶନିବାର ଦେଖିବାକୁ ମିଳିବ ପିଙ୍କ ମୁନ୍‌

ନୂଆଦିଲ୍ଲୀ,୧୩/୪ : ଆସନ୍ତା ଶନିବାର ଅର୍ଥାତ ୧୬ ତାରିଖରେ ଚନ୍ଦ୍ରକୁ ଏକ ଭିନ୍ନ ରୂପରେ ଦେଖିବାକୁ ପାଇବେ ପୃଥିବୀବାସୀ । ସେହିଦିନ ଦେଖିବାକୁ ମିଳିବ ପିଙ୍କ ମୁନ୍‌ ବା ଗୋଲାପୀ ଚନ୍ଦ୍ର । ୱାସିଂଟନସ୍ଥିତ ନାସା ମୁଖ୍ୟାଳୟର ସାଇନ୍ସ ମିସନ ନିର୍ଦ୍ଦେଶାଳୟର ପୋଗ୍ରାମ ଏକ୍ସିକ୍ୟୁଟିଭ ଗାର୍ଡନ
Read More...

ପୁଣି ଏକ ହଜାର ଡେଇଁଲା କୋଭିଡ୍‌ ପଜିଟିଭ

ନୂଆଦିଲ୍ଲୀ: ଗତକାଲି ଦେଶରେ ଦୈନିକ କରୋନାଭାଇରସ୍‌ ସଂକ୍ରମଣ ସଂଖ୍ୟା ୮୦୦ରୁ କମ୍‌ ଥିବାବେଳେ ଆଜି ୧୦୦୦ରୁ କିଛି ଅଧିକ ହୋଇଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୦୮୮ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ
Read More...

ଶ୍ରୀଲଙ୍କାରେ ପାକ୍‌ ସ୍ଥିତି : ସଙ୍କଟରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

କଲମ୍ବୋ,୧୩/୪ : ଏବେ ଶ୍ରୀଲଙ୍କାରେ ମଧ୍ୟ ଦେଖାଦେଇଛି ପାକିସ୍ତାନ ଭଳି ରାଜନୈତିକ ସଙ୍କଟ । ବିରୋଧୀ ଦଳଗୁଡିକ ଉଭୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଇସ୍ତଫା ଜିଦରେ ଅଟଳ ରହିଛନ୍ତି । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଗାଦିଚ୍ୟୁତ କରିବାକୁ ମୁଖ୍ୟ ବିରୋଧୀ ଦଳ ଅନାସ୍ଥା ପ୍ରସ୍ତାବ
Read More...

ସ୍କାଏମେଟର ମୌସୁମୀ ପୂର୍ବାନୁମାନ:ଏବର୍ଷ ସ୍ୱାଭାବିକ ବର୍ଷା ହେବ

ନୂଆଦିଲ୍ଲୀ : ଏବେ ସାରା ଦେଶ ତାତିରେ ସିଜୁଛି । ବିଶେଷତଃ,ପଶ୍ଚିମ ଭାରତରେ ସ୍ଥିତି ଉଦବେଗଜନକ । ତେବେ କୌଣସି ଅଂଚଳରେ ପାରଦ ଏଯାଏଁ ୫୦ ଡିଗ୍ରୀ ଅତିକ୍ରମ କରି ନାହିଁ । ଓଡ଼ିଶାରେ ପାରଦ ୪୧ ଅତିକ୍ରମ କରି ସାରିଲାଣି । ରାଜସ୍ଥାନ,ମଧ୍ୟପ୍ରଦେଶ,କର୍ଣ୍ଣାଟକ,ପଞ୍ଜାବ ଭଳି କେତେକ ରାଜ୍ୟ ଅସହ୍ୟ
Read More...

ରାସାୟନିକ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ୬ ମୃତ

ସୁରଟ: ଗୁଜରାଟ ଭରୁଚ ଜିଲ୍ଲାର ଏକ ରାସାୟନିକ କାରଖାନାରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୨ ଜଣ ଆହତ ହୋଇଛନ୍ତି । ଦହେଜ ଶିଳ୍ପାଞ୍ଚଳରେ ଥିବା ଓମ୍‌ ଅର୍ଗାନିକ୍‌ ଫାର୍ମ ନାମକ ପ୍ଲାଣ୍ଟରେ ପ୍ରତ୍ୟୁଷରେ ଏହି
Read More...

ଚଢିଗଲା ଟ୍ରେନ, ଚାଲିଗଲା ୭ଜୀବନ

ବିଶାଖାପାଟଣା: ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ୍‌ ଧକ୍କାରେ ଚାଲିଗଲା ୭ ଜୀବନ । ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲ୍ଲାର ଚିପୁରୁପାଲି ଷ୍ଟେସନ୍‌ ନିକଟରେ ଘଟିଛି ଏହି ଦୁଃଖଦ ଦୁର୍ଘଟଣା । ରାତିର ଅନ୍ଧକାର ମଧ୍ୟରେ ଲୌହ ଦାନବ ନେଇଗଲା
Read More...

ଶାହବାଜ୍‌ ସରିଫ୍‌ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଶେଷରେ ବହୁ ଛକାପଞ୍ଝା ପରେ ପାକିସ୍ତାନର ବିରୋଧୀ ଦଳ ନେତା ଶାହବାଜ୍‌ ସରିଫ୍‌ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ପାକିସ୍ତାନର ୩ ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ସରିଫଙ୍କ ବଡ଼ ଭାଇ ତଥା ୭୦ ବର୍ଷୀୟ ଶାହବାଜ୍‌ ସରିଫ୍‌ ନୂଆ ରାଷ୍ଟ୍ର ମୁଖ୍ୟ ଭାବେ
Read More...