Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ବିନୟ କ୍ୱାତ୍ରା ନୂଆ ବୈଦେଶିକ ସଚିବ
ନୂଆଦିଲ୍ଲୀ,୪/୪: ବିନୟ ମୋହନ କ୍ୱାତ୍ରା ଭାରତର ନୂଆ ବୈଦେଶିକ ସଚିବଭାବେ ନିଯୁକ୍ତ ହୋଇଛନ୍ତି । ବର୍ତ୍ତମାନର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଏହି ନୂତନ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଶ୍ରୀଙ୍ଗଲା ଏ-୨୦ ସମିଟର ସଂଯୋଜକ ଦାୟିତ୍ୱ!-->…
Read More...
Read More...
ବିଶ୍ୱରେ ବଢୁଛି ଭାରତର ଗୁରୁତ୍ୱ : ୪ଟି ଦେଶକୁ ପଠାଇବ ଗହମ,ଚାଉଳ
ନୂଆଦିଲ୍ଲୀ : ବିଶ୍ୱରେ ଭାରତର ମହତ୍ୱ ଓ ଗୁରୁତ୍ୱ ବଢିବାରେ ଲାଗିଛି । ବିଭିନ୍ନ ଦେଶ ସେମାନଙ୍କର କତେକ ଗୁରୁତର ସମସ୍ୟା ସମାଧାନ ପାଇଁ ଭାରତ ଉପରେ ଅଧିକ ମାତ୍ରାରେ ନିର୍ଭର କରୁଛି । ଏବେ ଶ୍ରୀଲଙ୍କା ତା’ର ଖାଦ୍ୟାଭାବ ଦୂର କରିବା ପାଇଁ ଭାରତର ସାହାଯ୍ୟ ଲୋଡ଼ିଛି ଏବଂ ଭାରତ ମଧ୍ୟ ସାହାଯ୍ୟ!-->…
Read More...
Read More...
ଗୁଲଜାର ହେବେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ
ଇସଲାମାବାଦ: ପାକିସ୍ତାନର ରାଜନୀତି ଏବେ ତରଳ ସ୍ଥିିତିରେ ଗତି କରୁଛି । ପ୍ରତିଦିନ ନୂଆ ମୋଡ଼ ନେଉଛି ରାଜନୀତି । ସଂସଦ ଭଙ୍ଗ ହେବାପରଠୁ ସ୍ଥିତି ଆହୁରି ରୋମାଞ୍ଚକର ହୋଇଉଠିଛି । ଏହାରି ଭିତରେ ଦେଶର କାମଚଳା ପ୍ରଧାନମନ୍ତ୍ରୀଙ୍କ ନାମ ସାମ୍ନାକୁ ଆସିଛି । ପାକିସ୍ତାନର ପୂର୍ବତନ ପ୍ରଧାନ!-->…
Read More...
Read More...
ବିଶ୍ୱରେ ବଢୁଛି ଅଣୁ ଅସ୍ତ୍ରର ଚାହିଦା!
ନୂଆଦିଲ୍ଲୀ : ଋଷ୍-ୟୁକ୍ରେନ ଯୁଦ୍ଧ ଦେଢ ମାସ ଆଡ଼କୁ ଗତି କରୁଛି । ଋଷ୍ ଗୋଟିଏ ପରେ ଗୋଟିଏ ସହର ଉପରେ ଆକ୍ରମଣ କରିଚାଲିଛି । ବିଶ୍ୱର ବିଭିନ୍ନ ରାଷ୍ଟ୍ର ନିଜର ସୁରକ୍ଷାକୁ ନେଇ ଏବେ ଚିନ୍ତିତ ହୋଇପଡ଼ିଛନ୍ତି । ସେମାନେ ଅଧିକରୁ ଅଧିକ ଆଣବିକ କ୍ଷେପଣାସ୍ତ୍ର ଓ ବୋମା ରଖିବାକୁ ଚିନ୍ତା!-->…
Read More...
Read More...
ଭାରତ ଠାରୁ ଅଧିକ ସାହାଯ୍ୟ ଲୋଡ଼ିଲା ଶ୍ରୀଲଙ୍କା
କଲମ୍ବୋ,୪/୪ : ବର୍ତ୍ତମାନ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେଲାଣି । ଖାଦ୍ୟାଭାବ ଠାରୁ ଆରମ୍ଭ କରି ବିଜୁଳି କାଟ ଲୋକଙ୍କ ଧୈର୍ଯ୍ୟର ବନ୍ଧକୁ ଭାଙ୍ଗିଦେଇଛି । ସ୍ଥିତିକୁ ଦେଖି ଦେଶରେ କର୍ଫ୍ୟୁ ଲାଗୁ ହୋଇଥିଲା । ଆଜି ସକାଳୁ କର୍ଫ୍ୟୁ!-->…
Read More...
Read More...
ମାଗଣା ଯୋଜନାର ଭୟାବହ ପ୍ରଭାବ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଚେତାଇଦେଲେ ଅଫିସର
ନୂଆଦିଲ୍ଲୀ,୪/୪: ସରକାରଙ୍କ ମାଗଣା ଯୋଜନାକୁ ନେଇ ଗଭୀର ଉଦବେଗ ଓ ଅସନ୍ତୋଷ କରିଛନ୍ତି ଦେଶର ସଂଖ୍ୟାଧିକ ବରିଷ୍ଠ ଆଇଏଏସ ଅଫିସର । ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠିଲେଖି ଏଭଳି ଯୋଜନାର ଭୟାବହ ପ୍ରଭାବ ସଂପର୍କରେ ଚେତାଇ ଦେଇଛନ୍ତି । ନିର୍ବାଚନରେ ଭୋଟ୍ ପାଇଁ କିଛି!-->…
Read More...
Read More...
ମନ୍ତ୍ରୀପଦ ଯାଚିଲେ ଶ୍ରୀଲଙ୍କା ରାଷ୍ଟ୍ରପତି
ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଏବେ ଆର୍ଥିକ ସହ ରାଜନୈତିକ ସଙ୍କଟ ଦେଖିବାକୁ ମିଳିଛି । ତେବେ ଏଭଳି ସଙ୍କଟର ସମାଧାନ ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଉଦ୍ୟମ କରିଛନ୍ତି । ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ମନ୍ତ୍ରୀପଦ ଗ୍ରହଣ କରିବାକୁ ରାଷ୍ଟ୍ରପତି ଅନୁରୋଧ କରିଛନ୍ତି!-->…
Read More...
Read More...
ବିମାନଯାତ୍ରୀଙ୍କ ଠାରୁ ୧୧୩ କୋଟିର ହେରୋଇନ ଜବତ
କୋଲକାତା,୩/୪ : କୋଲକାତା ବିମାନ ବନ୍ଦରରେ ତିନିଜଣ ଆଫ୍ରିକୀୟ ଯାତ୍ରୀଙ୍କ ଠାରୁ ୧୧୩ କୋଟି ଟଙ୍କାର ହୋରୋଇନ ଜବତ ହୋଇଛି । ଜବତ ହେରୋଇନର ଓଜନ ୧୬.୧୫ କିଗ୍ରା ବୋଲି ଜଣାପଡ଼ିଛି । ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଡିଆରଆଇ ଏକ ଗୁପ୍ତ ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ!-->…
Read More...
Read More...
ଆରଆରଆର ଫିଲ୍ମ ଉପରେ ଏମିତି ପ୍ରତିକ୍ରିୟା ରଖିଲେ କେନ୍ଦ୍ର ବାଣିଜ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୩/୪: ଭାରତର ଅର୍ଥନୀତି ଏବଂ ଫିଲ୍ମ ଆରଆରଆର ରେକର୍ଡ ଆୟ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ । ଗୋୟଲ କହିଛନ୍ତି, ଦେଶରୁ ୪୧୮ ବିଲିୟନ ଡଲାର ଅର୍ଥାତ ୩୨ ଲକ୍ଷ କୋଟି ଟଙ୍କାର ରପ୍ତାନୀ ହୋଇଛି । ଯାହା ଧାର୍ଯ୍ୟ ଲକ୍ଷ୍ୟଠାରୁ ୫ ପ୍ରତିଶତ ଅଧିକ!-->…
Read More...
Read More...
ଜାଣନ୍ତୁ,ପ୍ରଧାନମନ୍ତ୍ରୀଙ୍କୁ କାହିଁକି ପତ୍ର ଲେଖିଲେ ୧୨୦ ସାଂସଦ
ନୂଆଦିଲ୍ଲୀ,୩/୪: ସରକାରୀ ଉପକ୍ରମଙ୍କ ଘରୋଇକରଣକୁ ବିରୋଧ କରି ବିଭିନ୍ନ ବିରୋଧୀ ଦଳଙ୍କ ୧୨୦ ଜଣ ସାଂସଦ ରବିବାର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି । ଏଥିରେ ସାର୍ବଜନିକ ଉପକ୍ରମ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ (ଆରଆଇଏନଏଲ)ର ଘରୋଇକରଣରୁ ସରକାରଙ୍କୁ ନିବୃତ୍ତ ରହିବାକୁ ସାଂସଦମାନେ!-->…
Read More...
Read More...