Browsing Category

ଦେଶ- ବିଦେଶ

ଛୋଟ ପିଲାଙ୍କୁ ଦିଆଯିବ କୋଭାକ୍ସିନ

ନୂଆଦିଲ୍ଲୀ: ଏବେ ଦେଶରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଥିବାରୁ ତାହା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହାର ମୁକାବିଲା ପାଇଁ ସରକାର ସବୁପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଟିକାକରଣ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଏହିକ୍ରମରେ, ଏଣିକି ୬ରୁ ୧୨ ବର୍ଷର ପିଲାଙ୍କୁ କୋଭିଡ
Read More...

ଜାଣନ୍ତୁ,କ’ଣ ପାଇଁ ରାତାରାତି ହିରୋ ବନିଗଲା ଏହି କୁକୁର

ନୂଆଦିଲ୍ଲୀ: କୁକୁର,ଗାଈ,ଘୋଡ଼ା ପଶୁ ହେଲେ ବି ସେମାନଙ୍କର ଭଲ ଗୁଣ ଓ କାର୍ଯ୍ୟ ଯୋଗୁ ସେମାନେ ପ୍ରଶଂସାର ପାତ୍ର ହୋଇଥାନ୍ତି । ମଣିଷ ବିଶ୍ୱାସଘାତକତା କରିପାରେ,କିନ୍ତୁ ପଶୁ ତାହା କରିନଥାଏ । ନିଜେ ମରିଯିବେ ପଛକେ କିନ୍ତୁ ମାଲିକକୁ ମରିବାକୁ ଦେବେନି । ତାଲିମପ୍ରାପ୍ତ ପଶୁ ତ ଆହୁରି ଉଚ୍ଚରେ
Read More...

ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ

ଟୋକିଓ : ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୧୯ ବର୍ଷ ବୟସ ହୋଇଥିଲା । ଏହି ଜାପାନୀ ବ୍ୟକ୍ତିଙ୍କ ନାମ କେନ ଟାନାକା । ଗତ ୧୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା କଥା ଜାପାନ ସରକାର ସୋମବାର ଘୋଷଣା କରିଛନ୍ତି । ସେ ୧୯୦୩ ମସିହାରେ ଜନ୍ମ
Read More...

ସାମରିକ ବ୍ୟୟରେ ବିଶ୍ୱରେ ଭାରତ ତୃତୀୟ

ଷ୍ଟକ୍‌ହୋମ୍‌: ୨୦୨୧ ମସିହାରେ ବିଶ୍ୱ ସାମରିକ ବ୍ୟୟ ୨.୧ ଟ୍ରିଲିୟନ୍‌ ଡଲାର୍‌ ହୋଇ ଏଯାବତ୍‌ ସବୁଠୁ ଅଧିକ ହୋଇଥିବା କଥା ଆଜି ‘ଦି ଷ୍ଟକ୍‌ହୋମ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ (ଏସ୍‌ଆଇପିଆର୍‌ଆଇ) କହିଛି । ପ୍ରତିରକ୍ଷା କ୍ଷେତ୍ରରେ ସବୁଠୁ ଅଧିକ ବ୍ୟୟ
Read More...

ଇଣ୍ଡୋନେସିଆରେ ଭୂକଂପ

ଜାକର୍ତ୍ତା: ଇଣ୍ଡୋନେସିଆର ପୂର୍ବ ପାପୁଆ ପ୍ରଦେଶରେ ସୋମବାର ଭୂକଂପ ହୋଇଛି । ଏହାର ତୀବ୍ରତା ୫.୭ ଥିଲା ବୋଲି ସରକାରୀଭାବେ କୁହାଯାଇଛି । ଏହି ଭୂକମ୍ପ କେନ୍ଦ୍ରର କିରୋମ ଜିଲ୍ଲାର ୪୩ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଏବଂ ୮୭ କିଲୋମିଟର ଗଭୀରତାରେ ଘଟିଛି । କିରୋମ ଜିଲ୍ଲାର ତଥା ପ୍ରଦେଶର
Read More...

ବୁଧବାର କୋଭିଡ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗତ ଦୁଇ ସପ୍ତାହ ଧରି କରୋନାର ଦୈନିକ ସଂକ୍ରମଣରେ ଯେଭଳି ବୃଦ୍ଧି ଘଟିଚାଲିଛି,ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏହି ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ଆସନ୍ତା ବୁଧବାର କୋଭିଡ ସ୍ଥିତିର ସମୀକ୍ଷା କରିବେ । ପ୍ରଧାନମନ୍ତ୍ରୀ ଏବଂ
Read More...

ପ୍ରଧାନମନ୍ତ୍ରୀ ପାଇଲେ ପ୍ରଥମ ଲତା ଦୀନାନଥ ମଙ୍ଗେସକର ସମ୍ମାନ

ନୂଆଦିଲ୍ଲୀ,୨୪/୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଛି ପ୍ରଥମ ଲତା ଦୀନାନାଥ ମଙ୍ଗେସକର ସମ୍ମାନ । ଆଜି ମୁମ୍ୱାଇରେ ଆୟୋଜିତ ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସଙ୍ଗୀତ ପରି ଗଭୀର ବିଷୟ ବାବଦରେ ମୋର ଅଧିକ ଜ୍ଞାନ
Read More...

ଚୀନ ବିରୋଧରେ ଏଭଳି ପଦକ୍ଷେପ ନେଲା ଭାରତ

ନୂଆଦିଲ୍ଲୀ,୨୪/୪ : କେତେକ ପ୍ରସଙ୍ଗକୁ ନେଇ ଭାରତ ଓ ଚୀନ ମଧ୍ୟରେ ସଂପର୍କ ଅଧିକ ବିଗିଡ଼ିବାରେ ଲାଗିଛି । ଗତ କିଛି ମାସ ମଧ୍ୟରେ ଚୀନ ବିରାଧରେ ଭାରତ ଏକାଧିକ ବଡ଼ ପଦକ୍ଷେପ ଗ୍ରହଣ କରିସାରିଥିବା ବେଳେ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଏହି ପଦକ୍ଷେପ ଭିସା ସଂପର୍କିତ ।
Read More...

ତିନି ହଜାର ମୁହାଁ କରୋନା ସଂକ୍ରମଣ

ନୂଆଦିଲ୍ଲୀ: କ୍ରମାଗତ ୫ ଦିନ ଧରି ଦେଶରେ ଦୈନିକ କରୋନା୍‌ ସଂକ୍ରମଣ ସଂଖ୍ୟା ଅଢେଇ ହଜାରରୁ ଅଧିକ ରହିଆସୁଛି । ମୃତ୍ୟୁସଂଖ୍ୟା ମଧ୍ୟ ସାମାନ୍ୟ ବୃଦ୍ଧି ପାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୫୯୩
Read More...

ମୋଦୀଙ୍କ ଗସ୍ତ ପୂର୍ବରୁ ବିସ୍ଫୋରଣ

ଶ୍ରୀନଗର: ମୋଦୀଙ୍କ ଗସ୍ତ ପୂର୍ବରୁ ବିସ୍ଫୋରଣ। କାର୍ଯ୍ୟକ୍ରମ ଆୟୋଜିତ ସ୍ଥାନରୁ ୧୨ କିମି ଦୂରରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Read More...