Browsing Category

ଦେଶ- ବିଦେଶ

ଜାଣନ୍ତୁ,ବିଦେଶରେ ୮ ବର୍ଷରେ କେତେ ଭାରତୀୟ ଆତ୍ମହତ୍ୟା କରିଛନ୍ତି

ନୂଆଦିଲ୍ଲୀ,୨୨/୪: ବିଦେଶରେ ରହୁଥିବା ଭାରତୀୟମାନଙ୍କ ସଂପର୍କରେ ଏକ ଚାଞ୍ଚଲ୍ୟକର ଓ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ,ବିଦେଶରେ ଭାରତୀୟମାନଙ୍କ ମୃତ୍ୟୁ ସଂଖ୍ୟା ବଢୁଛି । ଏହି ମୃତ୍ୟୁ ମଧ୍ୟରେ ରହିଛି ଆତ୍ମହତ୍ୟା । ଗତ ୮ ବର୍ଷ
Read More...

ମନ ବୁଝୁନି; ଭାରତକୁ ପୁଣି ପ୍ରଶଂସା କଲେ ଇମ୍ରାନ

ଇସଲାମବାଦ: ଭାରତକୁ ନେଇ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗତ କିଛି ଦିନ ଧରି ଯେଭଳି ବୟାନ ଦେଉଛନ୍ତି,ସେଥିରୁ ମନେ ହେଉଛି,ଭାରତ ତାଙ୍କର ଅତି ପ୍ରିୟ ଦେଶ । ଭାରତର ସବୁ ଜିନିଷ ତାଙ୍କୁ ଏବେ ଭାରି ଭଲ ଲାଗୁଛି । ନିଜ ଦେଶର ସରକାର ଓ ସେନା ଉପରେ ବର୍ଷୁଥିବା ବେଳେ ଭାରତର
Read More...

ସଙ୍କଟାପନ୍ନ ରୋଗୀଙ୍କୁ ଦିଆଯିବ ଫାଇଜର୍‌ କୋଭିଡ୍‌ ବଟିକା

ଲଣ୍ଡନ୍‌: ସାମାନ୍ୟରୁ ମଧ୍ୟମ ଧରଣର ସଂକ୍ରମିତ ହୋଇଥିଲେ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହେବା ଭଳି ସଙ୍କଟଜନକ ଅବସ୍ଥା ଥିବା ରୋଗୀମାନଙ୍କ ପାଇଁ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ଫାଇଜର୍‌’ର କୋଭିଡ୍‌ ଭୂତାଣୁ ନିରୋଧୀ ବଟିକା ‘ପାକ୍ସ୍‌ଲୋଭିଡ୍‌’କୁ ଅନୁମୋଦନ କରିଛି । ‘ବିଏମ୍‌ଜେ’
Read More...

ମୋଦି ମୋର ଖାସ୍‌ ଦୋସ୍ତ : ଜନସନ

ନୂଆଦିଲ୍ଲୀ: ଆଜି ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଏହି ସମୟରେ ବୋରିସ୍‌ ଜନସନ ଭାରତର ପ୍ରଗତିକୁ ପ୍ରଶଂସା କରିଥିଲେ । ସେ କହିଛନ୍ତି ଯେ ଭାରତ ଆଜି ଦୁନିଆର ଫାର୍ମାସିରେ
Read More...

ବ୍ରିଟିଶ ପିଏମ୍‌ କହିଲେ ମୋତେ ସଚିନ ଓ ଅମିତାଭଙ୍କ ଭଳି ଅନୁଭବ ହେଉଛି

ନୂଆଦିଲ୍ଲୀ : ବ୍ରିଟିଶ ପ୍ରଧାନମନନ୍ତ୍ରୀ ବୋରିସ୍‌ ଜନସନ ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଏହି ଗସ୍ତ ବେଳେ ଭାରତରେ ତାଙ୍କୁ ଯେଉଁଭଳି ଭାବେ ସ୍ୱାଗତ କରାଯାଉଛି, ସେଥିରେ ସେ ଖୁସି ପ୍ରକାଶ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭେଟ ସାକ୍ଷାତ ହେବା ପରେ ସେ ଏହି
Read More...

କାରରେ ଲାଗିଲା ନିଆଁ, ଜଳିଗଲେ ଗୋଟିଏ ପରିବାରର ୫ଜଣ

ରାୟପୁର: ସଡକ ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ । ଜୀବନ୍ତ ଦଗ୍ଧ ହୋଇଗଲା ଗୋଟିଏ ପରିବାରର ୫ ନିରିହ ଜୀବନ । ଏଭଳି ଘଟଣା ଘଟିଛି ଛତିଶଗଡର ରଜନନ୍ଦଗାଓଁ ଜିଲ୍ଲାରେ । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଜଣ
Read More...

ଭୂତ ଭୟରେ ସାରା ଗାଁ ଲକଡାଉନ!

ଅମରାବତୀ,୨୧/୪ : ଆନ୍ଧ୍ର ପ୍ରଦେଶର ଏକ ଗାଁରେ ଏଭଳି ଅଜବ ଘଟଣା ଘଟିଛି,ଯାହା ସମସ୍ତଙ୍କୁ ଚକିତ କରିବା ସାଙ୍ଗକୁ ଭୟଭୀତ ମଧ୍ୟ କରିଛି । ପରିସ୍ଥିତି ଏମିତି ହୋଇଛି ଯେ ସାରା ଗାଁ ଏବେ ଲକଡାଉନ । ଘରୁ କେହି ବାହାରୁ ନାହାନ୍ତି । ସମସ୍ତେ ଗୃହବନ୍ଦୀ । ଏପରିକି ଗାଁରେ ଥିବା ସରକାରୀ ଅଫିସ ମଧ୍ୟ
Read More...

ଘରେ ରୋଗୀ ଚିକିତ୍ସା କରି ସସ୍‌ପେଣ୍ଡ ହେଲେ ଡାକ୍ତର ଦମ୍ପତି

କାନପୁର: ସରକାରୀ ଚାକିରି କରି ଘରେ ରୋଗୀ ଚିକିତ୍ସା କରିବା ଡାକ୍ତର ଦମ୍ପତିଙ୍କୁ ମହଙ୍ଗା ପଡିଛି । ଏହି ଘଟଣାରେ କାନପୁର ମେଡିକାଲ କଲେଜ ପକ୍ଷରୁ ସମ୍ପୃକ୍ତ ଡାକ୍ତର ଦମ୍ପତିଙ୍କୁ ନିଲମ୍ବିତ କରାଯାଇଛି । ଏହି ବରିଷ୍ଠ ଡାକ୍ତର ପତି-ପତ୍ନୀ ହେଉଛନ୍ତି ଡ. ରାଗଭେନେନ୍ଦ୍ର ଗୁପ୍ତା ଏବଂ ଡ.
Read More...

ଅବୁ ସାଲେମ ମାମଲାରେ କେନ୍ଦ୍ର ଉପରେ ବର୍ଷି ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧/୪ : ଗ୍ୟାଙ୍ଗଷ୍ଟର ଆବୁ ସାଲେମର ଏକ ଆବେଦନ ଉପରେ ଆଜି ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ସତ୍ୟପାଠକୁ ନେଇ କେନ୍ଦ୍ର ଉପରେ ଭୀଷଣ ବର୍ଷିଛନ୍ତି ସୁପ୍ରିମକୋର୍ଟ । ସତ୍ୟପାଠରେ ଯେଭଳି ଶୈଳୀ ଓ ଭାଷା ବ୍ୟବହାର କରାଯାଇଛି,ତାହା କୋର୍ଟଙ୍କୁ ସବୁଠୁ ବେଶୀ କ୍ଷୁବ୍ଧ କରିଛି ।
Read More...

“ହୁ’ ମୁଖ୍ୟଙ୍କ ଏହି ନୂଆ ନାଁ ରଖିଲେ ମୋଦୀ

ନୂଆଦିଲ୍ଲୀ,୨୦/୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଶୈଳୀ ଯେମିତି ସ୍ୱତନ୍ତ୍ର,ତାଙ୍କର କଥା କହିବାର ଢଙ୍ଗ ମଧ୍ୟ ସେମିତି ଚମତ୍କାର ଓ ଅନନ୍ୟ । ତାଙ୍କର ବିଚାରଧାରା ଓ ଭାଷଣ ବହୁ ବିଶ୍ୱ ନେତାଙ୍କୁ ମୁଗ୍ଧ ଓ ପ୍ରଭାବିତ କରିଛି । ତାହାର ଆଉ ଏକ ନିଦର୍ଶନ ଏବେ ଦେଖିବାକୁ ମିଳିଛି ।
Read More...