Browsing Category

ଦେଶ- ବିଦେଶ

ବିଜୁଳି ଖୁଣ୍ଟ ସହ ଧକ୍କା ଖାଇଲା ବିମାନ

ନୂଆଦିଲ୍ଲୀ: ଉଡାଣ କରିବା ପୂର୍ବରୁ ବିଜୁଳି ଖୁଣ୍ଟ ସହ ଧକ୍କା ଖାଇଲା ସ୍ପାଇସଜେଟ୍‌ ବିମାନ । ଦିଲ୍ଲୀରୁ ଜମ୍ମୁ ଯାଉଥିବା ସ୍ପାଇସଜେଟ୍‌ ବିମାନ ସହ ଏଭଳି ଘଟିଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ଉଡାଣ ବାତିଲ କରାଯାଇଛି । ବିମାନଟି ଦିଲ୍ଲୀରୁ ଜମ୍ମୁ ଯିବାର
Read More...

ବିଧାନସଭାରେ ପିଟାପିଟି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ହାଇ ଭୋଲଟେଜ ଡ୍ରାମା । ମୁହାଁମୁହିଁ ହେଲେ ତ୍ରୁଣମୂଳ କଂଗ୍ରେସ ଓ ବିଜେପି । କେହି ଶୁଣିଲେନି ବାଚସ୍ପତି କଥା । ଜଣଙ୍କ ଉପରେ ଜଣେ ଚଢିଗଲେ । ଏପରିକି ହାତ ମଧ୍ୟ ଉଠାଇଲେ । କଥା କଟାକଟି ଠାରୁ ଆରମ୍ଭ କରି ମାରପିଟ୍‌ ଯାଏଁ ମଧ୍ୟ ଗଲା କଥା । ବିଧାନସଭାରେ
Read More...

ଭାରତ ଆସିବା ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଆସିବା ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲି ବେନେଟ । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ନିକଟରେ ନଫତାଲି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟନୀ ବ୍ଲିଙ୍କନଙ୍କୁ ସାକ୍ଷାତ କରିଥିଲେ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ଆସନ୍ତା ଏପ୍ରିଲ ୩
Read More...

ଗୋଆରେ ପ୍ରମୋଦଙ୍କ ଦ୍ୱିତୀୟ ଇନିଂସ୍ ଆରମ୍ଭ

ପାଣାଜୀ: ଲଗାତର ଦ୍ୱିତୀୟ ଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ ସାଓ୍ୱନ୍ତ। ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରମୋଦ ସାଓ୍ୱନ୍ତଙ୍କୁ ପୁଣି ଥରେ ଦଳ ମୁଖ୍ୟମନ୍ତ୍ରୀ ଭାବେ ଗୁରୁ ଦାୟିତ୍ୱ ପାଇଁ ବାଛିଚି। ଗୋଆର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ
Read More...

ଜୁନ ୩୦ରୁ ଅମରନାଥ ଯାତ୍ରା

ଶ୍ରୀନଗର: ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ଦୀର୍ଘ ୨ ବର୍ଷ ପରେ ଅମରନାଥ ଯାତ୍ରାରେ ଯିବା ପାଇଁ ଚଳିତ ବର୍ଷ ଲୋକଙ୍କୁ ସୁଯୋଗ ମିଳିବ। ମହାମାରୀ କରୋନାର ପ୍ରକୋପ କମିଥିବାରୁ ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ଏପରି ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଜୁନ୍ ୩୦ରୁ ଅମରନାଥ ଯାତ୍ରା
Read More...

ଆସନ୍ତାକାଲି ଭାରତ ବନ୍ଦ

ନୂଆଦିଲ୍ଲୀ:ଆସନ୍ତା କାଲି ଓ ତା’ପର ଦିନ ଭାରତ ବନ୍ଦ । ମାର୍ଚ୍ଚ ୨୮ ଓ ୨୯ରେ ଭାରତ ବନ୍ଦ ଡାକରା ଦେଇଚି ଟ୍ରେଡ୍‌ ୟୁନିୟନ୍‌ । କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଟ୍ରେଡ୍‌ ୟୁନିୟନ୍‌ ଏହି ଡାକରା ଦେଇଛି । ଏଥିରେ ବ୍ୟାଙ୍କ ୟୁନିୟନ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଭାରତ
Read More...

ଦିଗବିଜୟ ସିଂହଙ୍କୁ ବର୍ଷେ ଜେଲ୍‌

ଭୋପାଲ: ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ବର୍ଷେ ଜେଲ୍‌। ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଏହି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂଙ୍କୁ ଇନ୍ଦୋର ଜିଲ୍ଲା କୋର୍ଟ ବର୍ଷେ ଜେଲ ଦଣ୍ଡାଦେଶ
Read More...

ଗୁଜୁରାଟରେ ନିର୍ମାଣ ହେଲା ଦେଶର ପ୍ରଥମ ଷ୍ଟିଲ ରାସ୍ତା

ନୂଆଦିଲ୍ଲୀ: ପ୍ରତିବର୍ଷ ଦେଶର ବିଭିନ୍ନ ଇସ୍ପାତ କାରଖାନାରୁ ୧୯ ନିୟୁତ ଟନ୍‌ ଇସ୍ପାତ ବର୍ଜ୍ୟବସ୍ତୁ ଉତ୍ପନ୍ନ ହୁଏ । ପରିସ୍ଥିତି ଏପରି ଯେ ଇସ୍ପାତ କାରଖାନାରେ ଅଳିଆ ଆବର୍ଜନା ଗୁଡିକ ପାହାଡ ସୁଦୃଶ ରହୁଛି । କିନ୍ତୁ ବର୍ତ୍ତମାନ ଏହି ଇସ୍ପାତ ବର୍ଜ୍ୟବସ୍ତୁରୁ ରାସ୍ତା ତିଆରି ହେବ । ବହୁ
Read More...

ଘାଟିରୁ ଖସିଲା ବରଯାତ୍ରୀ ବସ୍, ୭ ମୃତ

ଚିତ୍ତୂର: ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ ଆହତ ହୋଇଛି ।  ଶନିବାର ରାତି ପ୍ରାୟ ସାଢ଼େ ୧୧ଟା ଚିତ୍ତୂର ଜିଲ୍ଲା ଅନ୍ତର୍ଗତ ବାକ୍ରାପେଟା ଗୋଟାଏ ବସ୍‌ ଭାରସାମ୍ୟ ହରାଇ ପାହାଡ଼ ଧାରରୁ ଖସି ପଡ଼ିଥିଲା ।
Read More...

ଚୀନ୍‌ର ଆମନ୍ତ୍ରଣ ଉପରେ ଏମିତି ଜବାବ ରଖିଲେ ଡୋଭାଲ

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଭାରତ ଗସ୍ତରେ ଆସିଥିବା ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଆଜି ଲଦାଖ ବିବାଦ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ସମୟରେ ସୀମା ବିବାଦ ସମ୍ପର୍କରେ ଆଲୋଚନା କରିବା ପାଇଁ ଚାଇନିଜ ପ୍ରତିନିଧିମାନେ ଡୋଭାଲଙ୍କୁ ବେଜିଂ
Read More...