Browsing Category

ଦେଶ- ବିଦେଶ

ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ : ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟର ବୈଠକ ସଂସଦ ଭବନରେ ବସିବ । ଏହି ବୈଠଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଏହି ବୈଠକ ଡକାଯାଇଥିବା ଅନୁମାନ କରାଯାଉଛି । ଯଦି ଏହି କେନ୍ଦ୍ର କ୍ୟାବିନେଟରେ
Read More...

ପରାଜୟ ପରେ ସୋନିଆ ନେଲେ ଏହି ବଡ଼ ପଦକ୍ଷେପ

ନୂଆଦିଲ୍ଲୀ : ପଞ୍ଜାବ ସମେତ ୫ଟି ରାଜ୍ୟରେ ନିକଟରେ ବିଧାନସଭା ନିର୍ବାଚନ ଶେଷହୋଇ ଫଳାଫଳ ଘୋଷଣା ହୋଇସାରିଛି । ନୂଆ ସରକାର ଗଠନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି । ୫ଟିଯାକ ରାଜ୍ୟରେ କଂଗ୍ରେସ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି । କୌଣସି ରାଜ୍ୟରେ ଏହା ସରକାର ଗଠନ ପାଇଁ ଜନାଦେଶ
Read More...

ଚୀନରେ ବଢୁଛି କରୋନା ମାମଲା, ଚିନ୍ତାରେ ସରକାର

ବେଜିଂ : ଚାଇନାରେ କରୋନା ଭାଇରସ ମାମଲା ପୁଣି ଥରେ ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ, ଚୀନର ବହୁ ସହରରେ କରୋନା ପାଇଁ ସ୍ଥିତି ବିଗିଡିବାରେ ଲାଗିଛି । କେତେକ ସ୍ଥାନରେ ଲକଡାଉନ ମଧ୍ୟ ଲଗାଯାଇଛି । ଚାଇନାର ଷ୍ଟେଟ ମିଡିଆ ଗ୍ଲୋବାଲ ଟାଇମ୍ସ ରିପୋର୍ଟ କରିଛି ଯେ ମାର୍ଚ୍ଚ ୧ ରୁ ମାର୍ଚ୍ଚ ୧୪
Read More...

ମମତା ହେଉଛନ୍ତି ବଙ୍ଗାଳୀ ବାଘୁଣୀ

କୋଲକାତା: ଭେଟେରାନ୍ ଅଭିନେତା ଶତ୍ରୁଘ୍ନ ସିହ୍ନା କଂଗ୍ରେସ ଛାଡି ଆଜି ତୃଣମୂଳ କଂଗ୍ରେସ (ଟିଏମସି) ରେ ଯୋଗ ଦେଇଛନ୍ତି। ସେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସିହ୍ନା ଟ୍ୱିଟରରେ କହିଛନ୍ତି ଯେ ସେ ‘ବଙ୍ଗଳା ଟାଇଗ୍ରେସ୍’ ମମତା ବାନାର୍ଜୀଙ୍କ ନିମନ୍ତ୍ରଣରେ ଟିଏମସିରେ ଯୋଗ ଦେଇଛନ୍ତି। ସେ
Read More...

ଶିକ୍ଷା ସମ୍ପୂର୍ଣ୍ଣ କରିବେ ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ, ସବୁ ସହାୟତା ଯେଗାଇବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, : ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଙ୍କ ପାଇଁ ଖୁସି ଖବର । ଶିକ୍ଷା ସମ୍ପୂର୍ଣ୍ଣ କରିବେ ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ। ଏଥିପାଇଁ ଭାରତ ସରକାର ସବୁ ସହାୟତା ଯୋଗାଇଦେବେ। ଏନେଇ ଲୋକସଭାରେ ଉତ୍ତର ରଖିଛନ୍ତି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ସାଂସଦ ଗୌରବ
Read More...

ଆସନ୍ତା ୧୬ରୁ ପିଲାଙ୍କୁ କରୋନା ଟିକା

ନୂଆଦିଲ୍ଲୀ :କରୋନା ସଂକ୍ରମଣ ଭିତରେ ଆସିଛି ଭଲ ଖବର । ଏଣିକି ୧୨ରୁ ୧୪ ବର୍ଷ ପିଲାଙ୍କୁ ବି ଦିଆଯିବ କରୋନା ଟିକା । ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ଆରମ୍ଭ ହେବ ଏହି ଟିକାକରଣ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ
Read More...

ଲ୍ୟାଣ୍ଡ ମାଇନ ବିସ୍ଫୋରଣ, ଏସଆଇ ଶହୀଦ

ମାଲକାନଗିରି ୧୪।୦୩ : ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣ । ଏଥିରେ ଜଣେ ଏଏସଆଇ ଶହୀଦ ହୋଇଥିବା ବେଳେ ଜଣେ ହେଡ କନେଷ୍ଟବଳ ଗୁରୁତର ହୋଇଛନ୍ତି ।ଖବର ଅନୁଯାୟୀ, ନାରାୟଣପୁର ଜିଲ୍ଲା ସୋନପୁର ଥାନା ଅନ୍ତର୍ଗତ ଧଣ୍ଡରିବାଡା ଅଞ୍ଚଳରେ
Read More...

ସିଡବ୍ଲୁସି ବୈଠକରେ ନିର୍ବାଚନୀ ବିପର୍ଯ୍ୟୟ ସମୀକ୍ଷା : ସୋନିଆଙ୍କ ନେତୃତ୍ୱରେ ହିଁ ଆଗକୁ ବଢିବ ଦଳ

ନୂଆଦିଲ୍ଲୀ,୧୩/୩ : ନେତୃତ୍ୱରେ କୌଣସି ପରିବର୍ତ୍ତନ ହେବ ନାହିଁ । ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ହିଁ କଂଗ୍ରେସ ଆଗକୁ କାର୍ଯ୍ୟ କରିବ । ତାଙ୍କ ନେତୃତ୍ୱରେ ଦଳ ଆଗକୁ ବଢିବ । ଏହିଭଳି ସହମତି ପ୍ରକାଶ ପାଇଛି ଆଜି ଏଠାରେ ଅନୁଷ୍ଠିତ ଏଆଇସିସିର କାର୍ଯ୍ୟକାରିଣୀ ବୈଠକରେ । ବୈଠକ ପରେ ବରିଷ୍ଠ
Read More...

ଜାଣନ୍ତୁ,କାହିଁକି ଏହି ମହିଳାଙ୍କୁ ସାଲ୍ୟୁଟ କରୁଛନ୍ତି ଲୋକେ

ନୂଆଦିଲ୍ଲୀ : ସମୟ ଗଡ଼ିଚାଲିବା ସହ ବିଭିନ୍ନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବର୍ତ୍ତମାନର ଯୁଗରେ ମହିଳାମାନେ ବହୁତ ଉନ୍ନତି କଲେଣି । ପୁରୁଷ ଭଳି ସେମାନେ ମଧ୍ୟ ବିଭିନ୍ନ ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରିପାରୁଛନ୍ତି । ଘରେ ଯାବତୀୟ କାମ କରିବାଠୁ ବିମାନ ଚଳାଇବା ଭଳି
Read More...

ଟିଏମସିରୁ ନିର୍ବାଚନ ଲଢ଼ିବେ ଶତୃଘ୍ନ ସିହ୍ନା ଓ ବାବୁଲ ସୁପ୍ରିଓ

କୋଲକାତା: ତୃଣମୂଳ କଂଗ୍ରେସରୁ ପ୍ରାର୍ଥୀ ହେବେ ଶତ୍ରୁଘ୍ନ ସିହ୍ନା । ପଶ୍ଚିମବଙ୍ଗ ଆସନସୋଲ ଲୋକସଭା ଆସନ ଉପନିର୍ବାଚନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ହେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଅଭିନେତା ଅଭିନେତା ଶତୃଘନ ସିହ୍ନା । ଏନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା
Read More...