Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
୧୩ବର୍ଷ ବଡ ଆଇଏଏସଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଟିନା, ପ୍ରେମ ବିବାହ ପରେ ହୋଇଥିଲା ତଲାକ
ନୂଆଦିଲ୍ଲୀ : ୨୦୧୫ ମସିଆ ୟୁପିଏସସି ପରୀକ୍ଷାରେ ପ୍ରଥମ ର୍ୟାଙ୍କ ହାସଲ ପ୍ରଥମ ଥର ପାଇଁ ଟିନା ଡାବି ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ତାଙ୍କୁ ୨୨ ବର୍ଷ ବୟସ ହୋଇଥିଲା । ଏହାପରେ ତାଙ୍କର ପ୍ରେମ ସଂପର୍କକୁ ନେଇ ସେ ଖୁବ ଚର୍ଚ୍ଚାରେ ରହିଥିଲେ । ଟିନା ପ୍ରତି ୨ ବର୍ଷ ଥରେ ତାଙ୍କ ସଂପର୍କକୁ!-->…
Read More...
Read More...
ଜେଲେନସ୍କିଙ୍କୁ ପୁଣି ହତ୍ୟା ଉଦ୍ୟମ
କିଭ୍ : ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ପୁଣିଥରେ ହତ୍ୟା କରିବାକୁ ଉଦ୍ୟମ ହୋଇଛି । ତେବେ ହତ୍ୟା ଉଦ୍ୟମ ଫେଲ ମାରିଛି । ରୁଷର ସ୍ପେଶାଲ ସର୍ଭିସ ପକ୍ଷରୁ ଜେଲେନସ୍କିଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରାଯାଇଥିବା ଆଜି ୟୁକ୍ରେନ ସରକାର କହିଛନ୍ତି । ରୁଷିଆନ ସ୍ପେଶାଲ ଫୋର୍ସ!-->…
Read More...
Read More...
ଯୋଗୀ-ଅଖିଳେଶ ସାଥ୍ ସାଥ୍
ଲକ୍ଷ୍ନୌ: ରାଜନୀତିରେ ସବୁକିଛି ସମ୍ଭବ । ବାହାରେ ବିରୋଧ କରୁଥିବା ଅଖିଲେଶ ଓ ଯୋଗୀ ବିଧାସଭାରେ ଭିତରେ ହେଲେ ଏକାଠି । ହାତ ମିଳାଇଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ଅଖିଲେଶଷଙ୍କ ସହ ହାତ ମିଳାଇବା ସହ ତାଙ୍କ ପିଠି ମଧ୍ୟ!-->…
Read More...
Read More...
ବିଜୁଳି ଖୁଣ୍ଟ ସହ ଧକ୍କା ଖାଇଲା ବିମାନ
ନୂଆଦିଲ୍ଲୀ: ଉଡାଣ କରିବା ପୂର୍ବରୁ ବିଜୁଳି ଖୁଣ୍ଟ ସହ ଧକ୍କା ଖାଇଲା ସ୍ପାଇସଜେଟ୍ ବିମାନ । ଦିଲ୍ଲୀରୁ ଜମ୍ମୁ ଯାଉଥିବା ସ୍ପାଇସଜେଟ୍ ବିମାନ ସହ ଏଭଳି ଘଟିଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ଉଡାଣ ବାତିଲ କରାଯାଇଛି । ବିମାନଟି ଦିଲ୍ଲୀରୁ ଜମ୍ମୁ ଯିବାର!-->…
Read More...
Read More...
ବିଧାନସଭାରେ ପିଟାପିଟି
କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ହାଇ ଭୋଲଟେଜ ଡ୍ରାମା । ମୁହାଁମୁହିଁ ହେଲେ ତ୍ରୁଣମୂଳ କଂଗ୍ରେସ ଓ ବିଜେପି । କେହି ଶୁଣିଲେନି ବାଚସ୍ପତି କଥା । ଜଣଙ୍କ ଉପରେ ଜଣେ ଚଢିଗଲେ । ଏପରିକି ହାତ ମଧ୍ୟ ଉଠାଇଲେ । କଥା କଟାକଟି ଠାରୁ ଆରମ୍ଭ କରି ମାରପିଟ୍ ଯାଏଁ ମଧ୍ୟ ଗଲା କଥା । ବିଧାନସଭାରେ!-->…
Read More...
Read More...
ଭାରତ ଆସିବା ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଭାରତ ଆସିବା ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲି ବେନେଟ । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ନିକଟରେ ନଫତାଲି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟନୀ ବ୍ଲିଙ୍କନଙ୍କୁ ସାକ୍ଷାତ କରିଥିଲେ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ଆସନ୍ତା ଏପ୍ରିଲ ୩!-->…
Read More...
Read More...
ଗୋଆରେ ପ୍ରମୋଦଙ୍କ ଦ୍ୱିତୀୟ ଇନିଂସ୍ ଆରମ୍ଭ
ପାଣାଜୀ: ଲଗାତର ଦ୍ୱିତୀୟ ଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ ସାଓ୍ୱନ୍ତ। ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରମୋଦ ସାଓ୍ୱନ୍ତଙ୍କୁ ପୁଣି ଥରେ ଦଳ ମୁଖ୍ୟମନ୍ତ୍ରୀ ଭାବେ ଗୁରୁ ଦାୟିତ୍ୱ ପାଇଁ ବାଛିଚି। ଗୋଆର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ!-->…
Read More...
Read More...
ଜୁନ ୩୦ରୁ ଅମରନାଥ ଯାତ୍ରା
ଶ୍ରୀନଗର: ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ଦୀର୍ଘ ୨ ବର୍ଷ ପରେ ଅମରନାଥ ଯାତ୍ରାରେ ଯିବା ପାଇଁ ଚଳିତ ବର୍ଷ ଲୋକଙ୍କୁ ସୁଯୋଗ ମିଳିବ। ମହାମାରୀ କରୋନାର ପ୍ରକୋପ କମିଥିବାରୁ ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ଏପରି ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଜୁନ୍ ୩୦ରୁ ଅମରନାଥ ଯାତ୍ରା!-->…
Read More...
Read More...
ଆସନ୍ତାକାଲି ଭାରତ ବନ୍ଦ
ନୂଆଦିଲ୍ଲୀ:ଆସନ୍ତା କାଲି ଓ ତା’ପର ଦିନ ଭାରତ ବନ୍ଦ । ମାର୍ଚ୍ଚ ୨୮ ଓ ୨୯ରେ ଭାରତ ବନ୍ଦ ଡାକରା ଦେଇଚି ଟ୍ରେଡ୍ ୟୁନିୟନ୍ । କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଟ୍ରେଡ୍ ୟୁନିୟନ୍ ଏହି ଡାକରା ଦେଇଛି । ଏଥିରେ ବ୍ୟାଙ୍କ ୟୁନିୟନ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଭାରତ!-->…
Read More...
Read More...
ଦିଗବିଜୟ ସିଂହଙ୍କୁ ବର୍ଷେ ଜେଲ୍
ଭୋପାଲ: ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ବର୍ଷେ ଜେଲ୍। ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଏହି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂଙ୍କୁ ଇନ୍ଦୋର ଜିଲ୍ଲା କୋର୍ଟ ବର୍ଷେ ଜେଲ ଦଣ୍ଡାଦେଶ!-->…
Read More...
Read More...