Browsing Category

ଖେଳ

ଆସନ୍ତା ଦୁଇ ବର୍ଷ ମଧ୍ୟ ଧୋନି ଆଇପିଏଲ୍‌ ଖେଳିବେ

ନୂଆଦିଲ୍ଲୀ : ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ୍‌ରେ ମହେନ୍ଦ୍ର ସିଂ ଧୋନି ସାମିଳ୍‌ ହୋଇ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି । ସେ ଚେନ୍ନାଇ ସୁପରକିଙ୍ଗିସ୍‌ (ସିଏସ୍‌କେ) ପାଇଁ ଖେଳିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । କେବଳ ସେତିକି ନୁହେଁ, ୨୦୨୧
Read More...

ରାଜସ୍ଥାନ ରୟାଲ୍ସ କୋଚ୍‌ଙ୍କୁ କରୋନା

ନୂଆଦିଲ୍ଲୀ : ଆଇପିଏଲ୍‌ର ଅନ୍ୟତମ ଫ୍ରାଞ୍ଚାଇଜ୍‌ ଟିମ୍‌ ରାଜସ୍ଥାନ ରୟାଲ୍ସର ଫିଲ୍ଡିଂ କୋଚ୍‌ ଦିଶାନ୍ତ ୟାଗନିକ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବୁଧବାର ଦଳ ପକ୍ଷରୁ ଏହି ଘୋଷଣା କରାଯାଇଛି । ଆଇପିଏଲ୍‌ ଦଳଗୁଡ଼ିକ ଭିତରୁ କେହି କରୋନା ପଜିଟିଭ୍‌ ଚିହ୍ନଟ ହେବା ଏହା ପ୍ରଥମ । ଆଗକୁ
Read More...

କରୋନା ଆକ୍ରାନ୍ତ ମନଦୀପ ସିଂ ହସ୍ପିଟାଲରେ ଭର୍ତ୍ତି

ବେଙ୍ଗାଲୁର: କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଭାରତୀୟ ହକି ଟିମ୍‌ର ଫରୱାଡର଼୍ ଖେଳାଳି ମନଦୀପ ସିଂଙ୍କୁ ମଙ୍ଗଳବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ରକ୍ତ ଅମ୍ଳଜାନ ସ୍ତର ହ୍ରାସ ପାଇଥିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି । ତେବେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି
Read More...

ସିପିଏଲ୍‌କୁ ନେଇ ଖେଳାଳି ଉତ୍କଣ୍ଠିତ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ବ୍ୟାପିବା ଦିନଠାରୁ ଟି-୨୦ ଲିଗ୍‌ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ମିଳିନାହିଁ । ପ୍ରଥମ ଥର ପାଇଁ ଏକ ପ୍ରମୁଖ ଟି-୨୦ ମ୍ୟାଚ୍‌ ଭାବେ ସିପିଏଲ୍‌ ଏହି ସୌଭାଗ୍ୟ ହାସଲ କରିବାକୁ ଯାଉଛି । ଚଳିତ ମାସ ୧୮ ତାରିଖରୁ ସିପିଏଲ୍‌ ଟି-୨୦ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏହା
Read More...

ଆଇସିସିରେ ଭାରତ-ପାକିସ୍ତାନ ମୁହାଁମୁହିଁ ସ୍ଥିତି

ମୁମ୍ବାଇ: ଆଇସିସିର ନୂଆ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମୁହାଁମୁହିଁ ସ୍ଥିତିର ସମ୍ମୁଖୀନ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ବର୍ତ୍ତମାନର ସମୟରେ ନିର୍ବାଚନ କିଭଳି ପଦ୍ଧତିରେ ହେବା ଉଚିତ. ତାହାକୁ ନେଇ ଆଇସିସିରେ ମତଭେଦ ଦେଖାଦେଇଛି । ଗୋଟିଏ ପଟେ
Read More...

ସନ୍ତୁଳନର ନମୁନା ଦେଲେ ସ୍ୱିମର୍‌

ୱାଶିଂଟନ୍‌ :ଆମେରିକାର ଅଲିମ୍ପିକ୍‌ ଚାମ୍ପିଅନ୍‌ ସ୍ୱିମର୍‌ କେଟି ଲେଡେକିଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା ସାଉଁଟିଛି । ଲେଡେକି ଏକ ଦୁଗ୍ଧ କମ୍ପାନୀ ପକ୍ଷରୁ ଆରମ୍ଭ କରାଯାଇଥିବା ଅଭିଯାନରେ ସାମିଲ୍‌ ହୋଇ ଜଣେ ପେସାଦାର ସ୍ୱିମର୍‌ ଭାବେ ପୁଲ୍‌ରେ ତାଙ୍କ ସନ୍ତୁଳନର
Read More...

ଆଇପିଏଲ୍‌-୨୧ ପାଇଁ ଖେଳାଳି ନିଲାମ ହେବନି

ମୁମ୍ବାଇ : ଆଇପିଏଲ୍‌ର ୨୦୨୧ ସଂସ୍କରଣ ପାଇଁ ଖେଳାଳି ନିଲାମ ହେବ ନାହିଁ । ବର୍ତ୍ତମାନର କରୋନା ପରିସ୍ଥିତି ଦୃଷ୍ଟିରୁ ବିସିସିଆଇ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଚଳିତ ବର୍ଷର ଆଇପିଏଲ୍‌ ବହୁ କଷ୍ଟରେ ଅନୁଷ୍‌ଠିତ ହେବାକୁ ଯାଉଛି । ଭାରତରେ କରୋନା ସଂକ୍ରମଣ ସାଙ୍ଘାତିକ
Read More...

ଏହି ୫ ବିଦେଶୀ ଖେଳାଳି ଆଇପିଏଲରେ କରିପାରନ୍ତି ଡେବ୍ୟୁ

କରୋନା ମହାମାରୀ ଯୋଗୁଁ ସ୍ଥଗିତ ରହିଥିବା ଆଇପିଏଲ ୨୦୨୦ ଆୟୋଜନ ପାଇଁ ବାଟ ଫିଟିଛି । ଏହି ପ୍ରିମିୟର ଲିଗ୍ ଏବେ ୟୁଏଇ ଖେଳାଯିବ । ଏହାର ଆୟୋଜନ ସହ ଏବେ ବିଦେଶୀ ଖେଳାଳିଙ୍କ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଆସନ୍ତା ଆମେ ଏମିତି ୫ ବିଦେଶୀ ଖେଳାଳିଙ୍କ ବିଷୟରେ ଜଣାଇବାକୁ ଯେଉଁମାନେ ଚଳିତ
Read More...

୧୦ବର୍ଷ ପ୍ରେମ କରିବା ପରେ ଗାର୍ଲଫ୍ରେଣ୍ଡକୁ ବାହା ହେଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ତଥା ଉଇକେଟ କିପର ବ୍ୟାଟ୍ସମ୍ୟାନ କେଏସ୍‌ ଭରତ ୧୦ ବର୍ଷ ପ୍ରେମ କରିବା ପରେ ଶେଷରେ ନିଜ ଗାର୍ଲଫ୍ରେଣ୍ଡକୁ ଅଞ୍ଜଳୀଙ୍କୁ ବିବାହ କରିଛନ୍ତି । ଏହି ୨୬ ବର୍ଷିୟ କ୍ରିକେଟର ସୋସିଆଲ ମିଡିଆରେ ଜରିଆରେ ଏହି ସୂଚନା ଦେଇଛନ୍ତି । ଭରତ ସୋସିଆଲ ମିଡିଆରେ ବିବାହର ଫଟୋ
Read More...

ନୂଆ କିଟ୍‌ ପ୍ରାୟୋଜକ ସନ୍ଧାନରେ ବିସିସିଆଇ

ନୂଆଦିଲ୍ଲୀ : ଚଳିତ ଆଇପିଏଲରେ ମୁଖ୍ୟ ପ୍ରାୟୋଜକ ଭିଭୋ ହଟିବା ପରେ ବିସିସିଆଇ ନୂଆ ପ୍ରାୟୋଜକ ସନ୍ଧାନରେ ରହିଛି । ସେହିପରି ଭାରତୀୟ ଦଳର କିଟ୍‌ ପାଇଁ ମଧ୍ୟ ନୂଆ ପ୍ରାୟୋଜକ ଖୋଜା ପଡିଛି । ଅନେକ ବଡ ବଡ ବ୍ରାଣ୍ଡ୍‌ ଏଥିପାଇଁ ଉତ୍ସାହିତ ଅଛନ୍ତି । ଜର୍ମାନୀ ଖେଳ ସାମଗ୍ରୀ ଓ ଫୁଟ୍‌ ଉୟର୍‌
Read More...