Browsing Category

ଖେଳ

ଆଇପିଏଲକୁ ନେଇ ଆସିଲା ବଡ ଖବର, ସ୍ଥଗିତ ହୋଇପାରେ ଫାଇନାଲ ମ୍ୟାଚ୍‌

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଚେୟରମ୍ୟାନ୍‌ ବୃଜେଶ ପଟେଲ ସ୍ପଷ୍ଟ କରିଥିଲେ ଯେ, ଚଳିତ ବର୍ଷ ଆଇପିଏଲ ୟୁଏଇରେ ୧୯ ସେପ୍ଟେମ୍ବରରୁ ୮ ନଭେମ୍ବର ମଧ୍ୟରେ ହେବ । କିନ୍ତୁ ତାଜ ଖବର ଅନୁଯାୟୀ ଆଇପିଏଲର ଫାଇନାଲ ମ୍ୟାଚ୍‌ ସ୍ଥଗିତ ହୋଇପାରେ । ରିପୋର୍ଟ
Read More...

ବିଶ୍ୱକପ୍‌ ୨୦୨୩ ପାଇଁ ନିର୍ଣ୍ଣାୟକ ହେବ ସୁପର ଲିଗ୍‌

ନୂଆଦିଲ୍ଲୀ: ଭାରତରେ ହେବାକୁ ଯାଉଥିବା ୨୦୨୩ ଦିନିକିଆ ବିଶ୍ୱକପ୍‌ ଲାଗି ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ସୁପରଲିଗ୍‌ ଏକ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ । ଏହି ଚାମ୍ପିଅନ୍‌ଶିପ୍‌ରୁ ବିଶ୍ୱକପ୍‌ରେ କେଉଁ କେଉଁ ଦଳ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ ତାହା ସ୍ଥିର କରାଯିବ ।
Read More...

ପ୍ରିନ୍ସପାଲ ସିଂ ଜି-ଲିଗ୍‌ ଖେଳିବାରେ ଚତୁର୍ଥ ଭାରତୀୟ

ନୂଆଦିଲ୍ଲୀ: ଭାରତର ପ୍ରିନ୍ସିପାଲ ସିଂ ଆମେରିକାର ପ୍ରସିଦ୍ଧ ଏନ୍‌ବିଏ ଜି-ଲିଗ୍‌ରେ ଖେଳିବାକୁ ମନୋନୀତ ହୋଇଛନ୍ତି । ଲୁଧିଆନାରେ ଏହି ୬ଫୁଟ ୧୦ ଇଞ୍ଚ ଉଚ୍ଚତା ବିଶିଷ୍ଟ ବାସ୍କେଟବଲ ଖେଳାଳି ଚତୁର୍ଥ ଭାରତୀୟ ଭାବେ ଏହି ସମ୍ମାନଜନକ ଲିଗ୍‌ ଖେଳିବାକୁ ମନୋନୀତ ହୋଇଛନ୍ତି । ତାଙ୍କ ପୂର୍ବରୁ
Read More...

କୋହଲିବାହିନୀ ଅଷ୍ଟ୍ରେଲିଆ ବ୍ୟାଟିଂର ଧ୍ୱଂସ ଘଟାଇ ପାରିବେ

ନୂଆଦିଲ୍ଲୀ : ବିରାଟ କୋହଲି ନେତୃତ୍ୱାଧିନ ବର୍ତ୍ତମାନର ଭାରତୀୟ କ୍ରିକେଟ୍‌ର ବୋଲିଂ ବିଭାଗ ଅତ୍ୟନ୍ତ ସୁଦୃଢ଼ ଓ ଶକ୍ତିଶାଳୀ । ଅଷ୍ଟ୍ରେଲିଆର ବ୍ୟାଟିଂ ଧ୍ୱଂସ ଘଟାଇବାରେ ଏହି ବୋଲିଂ ବିଭାଗ ସକ୍ଷମ ହେବେ ବୋଲି ପୂର୍ବତନ ଓପନର ଗୌତମ ଗମ୍ଭୀର ମତପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଟିମ୍‌
Read More...

ଚାଇନା ଓ ଜାପାନ ଓପନ୍‌ ବାତିଲ

ଟୋକିଓ : ଅନ୍ୟାନ୍ୟ କ୍ରୀଡ଼ା ଭଳି ବିଶ୍ୱ ବ୍ୟାଡମିଣ୍ଟନ କ୍ରୀଡ଼ା ମଧ୍ୟ କରୋନା ଯୋଗୁଁ ଗଭୀର ଭାବରେ ପ୍ରଭାବିତ ହୋଇଛି । ଆଗକୁ ଖେଳାଯିବାକୁ ଥିବା ଚାଇନା ଓ ଜାପାନ ବ୍ୟାଡମିଣ୍ଟନ ଓପନ ଟୁର୍ଣ୍ଣାମେଣ୍ଟକୁ ବାତିଲ୍‌ କରିଦିଆଯାଇଛି । କରୋନା ସଂକ୍ରମଣ କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି
Read More...

୨୦୧୯ ପରାଜୟର ପ୍ରତିଶୋଧ ଅପେକ୍ଷାରେ ଅଷ୍ଟ୍ରେଲିଆ

ସିଡ୍‌ନୀ : ଚଳିତ ବର୍ଷ ଶେଷ ଭାଗରେ ଭାରତ ଅଷ୍ଟ୍ରେଲିଆ ମାଟିରେ ୪ଟି ଟେଷ୍ଟ୍‌ ସିରିଜ୍‌ ଖେଳିବ । ଏହି ଗସ୍ତରେ ଭାରତ ତିନିଟି ଲେଖାଏଁ ଦିନିକିଆ ଓ ଟି- ୨୦ ମଧ୍ୟ ଖେଳିବାର କାର୍ଯ୍ୟକ୍ରମ ରହିଛି । ବିଶ୍ୱର ଦୁଇଟି ଶକ୍ତିଶାଳୀ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ଏହି ସିରିଜ୍‌ କରୋନା ପରବର୍ତ୍ତୀ
Read More...

୨ରେ ଆଇପିଏଲ୍‌ ବୈଠକ

ମୁମ୍ବାଇ : ସଂଯୁକ୍ତ ଆରବ ଏମିରେଟ୍ସରେ ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ପାଇଁ ବିସିସିଆଇ ଓ ଏମିରେଟ୍ସ କ୍ରିକେଟ୍‌ ବୋଡର଼୍ ଜୋରସୋରରେ ଲାଗିପଡ଼ିଛନ୍ତି । ଆସନ୍ତା ଅଗଷ୍ଟ ୨ ତାରିଖରେ ଆଇପିଏଲ୍‌ ଗଭର୍ଣ୍ଣିଂ କାଉନସିଲର ବୈଠକ ବସିବ । ଏଥିରେ ଟୁର୍ଣ୍ଣାମେଣ୍ଟର ଖେଳସୂଚୀକୁ ଚୂଡ଼ାନ୍ତ ରୂପରେଖ
Read More...

କ୍ୱାରେଣ୍ଟାଇନ୍ ରହିବା ଜାଣି ଟୁର୍ଣ୍ଣାମେଣ୍ଟରୁ ଓହରିଲେ ହାଲେପ୍

ରୋମ : କରୋନା ଭାଇରସ୍ ଲକ୍ଡାଉନ୍ର ୫ ମାସ ପରେ ଯେ କୌଣସି ବିଭାଗରେ ପ୍ରଥମ ଟେନିସ ଟୁର୍ଣ୍ଣାମେଣ୍ଟ ଇଟାଲୀର ସିସିଲିସ୍ଥିତ ପାଲେର୍ମୋରେ ଅଗଷ୍ଟ ୩ରୁ ଖେଳାଯିବ । ମହିଳା ବିଭାଗରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବା ବେଳେ ବିଶ୍ୱର ନଂ-୨ ଖେଳାଳି ତଥା ଡିଫେଣ୍ଡିଂ ୱିମ୍ବଲଡନ ଚାମ୍ପିଅନ୍
Read More...

ଆଇପିଏଲ୍ ପାଇଁ ବିସିସିଆଇ ଓ ଇସିବିର ପ୍ରସ୍ତୁତି ଆରମ୍ଭ

ଦୁବାଇ : ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଚଳିତ ବର୍ଷର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଚୂଡ଼ାନ୍ତ ହୋଇଯିବା ପରେ ଏ ନେଇ ଏମିରେଟ୍ସ କ୍ରିକେଟ୍ ବୋଡର଼୍ (ଇସିବି) ଓ ବିସିସିଆଇ ସେମାନଙ୍କର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଇତିମଧ୍ୟରେ ବିସିସିଆଇ ସ୍ୱୀକାରପ୍ରାପ୍ତି ଚିଠି
Read More...

ମୁଁ ମ୍ୟାଚ୍ ଖେଳିବାକୁ ମାନସିକ ଭାବେ ପ୍ରସ୍ତୁତ ନାହିଁ

ଓଲ୍ଡ ଟ୍ରାଫୋର୍ଡ : ଇଂଲଣ୍ଡ କ୍ରିକେଟ ଦଳରେ ସାମିଲ ହୋଇଥିବା ବାର୍ବାଡୋସ ଜନ୍ମିତ ଅଲରାଉଣ୍ଡର ଜୋଫ୍ରା ଆର୍ଚର ଏଠାରେ ହେବାକୁ ଯାଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟେଷ୍ଟ ମଧ୍ୟ ଖେଳି ନପାରନ୍ତି । ଏହାର କାରଣ ହେଲା ସେ ମାନସିକ ଭାବେ ସୁସ୍ଥ ନାହାନ୍ତି । ପ୍ରୋଟୋକଲ ଭାଙ୍ଗି ଦ୍ୱିତୀୟ
Read More...