Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଡବ୍ଲ୍ୟୁଟିସି-୨୩ ପାଇଁ କାର୍ଯ୍ୟସୂଚୀ ଓ ପଏଣ୍ଟ ବ୍ୟବସ୍ଥା ଘୋଷଣା କଲା ଆଇସିସି
ଦୁବାଇ : ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୩ ପାଇଁ ନୂତନ ପଏଣ୍ଟ ଟେବୁଲର ନିୟମ ସହ ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି । ଏଥର ଟେଷ୍ଟ ଚାମ୍ପିଅନସିପ୍ ଅଧୀନରେ ଗୋଟିଏ ଟେଷ୍ଟ ମ୍ୟାଚ୍ ଜିତିଲେ ଦଳକୁ ୧୨ ପଏଣ୍ଟ ମିଳିବ । ଟେଷ୍ଟ ଟାଇ କ୍ଷେତ୍ରରେ ଉଭୟ ଦଳକୁ ୬ ପଏଣ୍ଟ ଦିଆଯିବ ।!-->…
Read More...
Read More...
କ୍ରିସ୍ ଗେଲଙ୍କ ଐତିହାସିକ ବିଶ୍ୱ ରେକର୍ଡ
ଦୁବାଇ : ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲ୍ କ୍ରିକେଟ୍ ଦୁନିଆରେ ଆଉ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ସେ ଟି -୨୦ ଫର୍ମାଟରେ ୧୪,୦୦୦ ରନ୍ ସ୍କୋର କରିବାରେ ଦୁନିଆର ପ୍ରଥମ ଖେଳାଳି ହୋଇଛନ୍ତି । ନିଜ ଶୈଳୀରେ ଗେଲ ଏକ ଛକା ମାରି ଏହି ରେକର୍ଡ ସୃଷ୍ଟି କରିଥିଲେ!-->…
Read More...
Read More...
୫୩ ବର୍ଷ ପରେ ଇଟାଲି ଜିତିଲା ୟୁରୋ କପ, ଇଂଲଣ୍ଡକୁ ଶୁଟ ଆଉଟ୍ରେ ହରାଇଲା
ନୂଆଦିଲ୍ଲୀ: ୟୁରୋ କପ୍ ୨୦୨୦ର ଫାଇନାଲ ମୁକାବିଲାରେ ଇଟାଲି ଇଂଲଣ୍ଡକୁ ପେନାଲ୍ଟି ଶୁଟଆଉଟ୍ରେ ୩-୨ରେ ହରାଇ ଟାଇଟଲ ହାସଲ କରିଛି । ଇଟାଲି ଟିମ୍ ଦ୍ୱିତୀୟ ଥର ପାଇଁ ୟୁରୋ କପ ବିଜୟୀ ହୋଇଛି । ଘରୋଇ ଦର୍ଶକଙ୍କସାମ୍ନାରେ ଖେଳୁଥିବା ଇଂଲଣ୍ଡ ୫୫ ବର୍ଷ ପରେ ପାଇଥିବା ସୁଯୋଗକୁ ହାତଛଡା କରିଛି ।!-->…
Read More...
Read More...
ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଏକାଦଶ ଚୟନ କଲେ ବ୍ରାଡ ହଗ : ଶିଖର ଓ ସାମିଙ୍କୁ ମିଳିଳାନି ସ୍ଥାନ
ନୂଆଦିଲ୍ଲୀ : ଅକ୍ଟୋବର-ନଭେମ୍ବରରେ ୟୁଏଇରେ ଟି-୨୦ ବିଶ୍ୱକପ ୨୦୨୧ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଭାରତୀୟ ଦଳ ପୁଣି ଥରେ ଟି -୨୦ ବିଶ୍ୱକପ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରାଯାଉଛି । ଟି -୨୦ ବିଶ୍ୱକପ ପାଇଁ!-->…
Read More...
Read More...
ମେସିଙ୍କ ସ୍ୱପ୍ନ ପୂରଣ ହେଲା, କୋପା ଆମେରିକା ଟାଇଟଲ ଜିତିଲା ଆର୍ଜେଣ୍ଟିନା
ନୂଆଦିଲ୍ଲୀ : କୋପା ଆମେରିକା ୨୦୨୧ ଫାଇନାଲରେ ଆର୍ଜେଣ୍ଟିନା ନେମାରଙ୍କ ବ୍ରାଜିଲକୁ ପରାସ୍ତ କରି ୨୮ ବର୍ଷ ପରେ କୋପା ଆମେରିକା ଟାଇଟଲ ଜିତିବାରେ ସଫଳ ହୋଇଛି । ଫାଇନାଲରେ ମେସି (ଲିଓନେଲ ମେସି) ଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ବ୍ରାଜିଲକୁ ୧-୦ରେ ପରାସ୍ତ କରି ଟାଇଟଲ ହାସଲ କରିଛି । ୧୯୯୩!-->…
Read More...
Read More...
ସଂକଟରେ ଆଗାମୀ ଭାରତ-ଶ୍ରୀଲଙ୍କା ସିରିଜ
କଲମ୍ବୋ : ସଙ୍କଟରେ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ । ଶ୍ରୀଲଙ୍କା ଟିମର ବ୍ୟାଟିଂ କୋଚ ଗ୍ରାଣ୍ଟ ଫ୍ଲାୱାର କୋଭିଡ-୧୯ ପଜିଟିଭ ହେବାପରେ ଭାରତ ସିରିଜକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଗ୍ରାଣ୍ଟଙ୍କ ସମେତ ସବୁ ଶ୍ରୀଲଙ୍କା ଖେଳାଳିଙ୍କ ଇଂଲଣ୍ଡରୁ ଫେରିବା ପରେ ଆରଟି-ପିସିଆର ଟେଷ୍ଟ!-->…
Read More...
Read More...
ଧାୱନ ଏକାଦଶକୁ ହରାଇଲା ଭୁବି ଏକାଦଶ
କଲମ୍ବୋ : ଶିଖର ଧାୱନଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ଶ୍ରୀଲଙ୍କାରେ କ୍ୱାରେଣ୍ଟାଇନ ସମାପ୍ତ କରି ଅଭ୍ୟାସ ଆରମ୍ଭ କରିଛି । ଭାରତୀୟ ଦଳ ଦୁଇଟି ଟିମ୍ରେ ବିଭକ୍ତ ହୋଇ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଥିଲେ । ଏଥିରେ ଭୁବନେଶ୍ୱର କମାରଙ୍କ ନେତୃତ୍ୱାଧୀନ ଟିମ୍ ବିଜୟୀ ଲାଭ କରିଥିଲା । ଶିଖର!-->…
Read More...
Read More...
କ୍ଷମା ମାଗିଲେ ଦିନେଶ କାର୍ତ୍ତିକ, କହିଥିଲେ ବ୍ୟାଟଗୁଡ଼ିକ ପଡେ଼ାଶୀଙ୍କ ପତ୍ନୀ ଭଳି
ମୁମ୍ବାଇ : ଅରୁଚିକର ମନ୍ତବ୍ୟ ଦେଇ କଡା ସମାଲୋଚନାର ଶିକାର ହେବା ପରେ ଭାରତୀୟ ୱିକେଟକିପର-ବ୍ୟାଟସମ୍ୟାନ ଦିନେଶ କାର୍ତ୍ତିକ ଆଜି କ୍ଷମା ମାଗିଛନ୍ତି । ଇଂଳଣ୍ଡ-ଶ୍ରୀଲଙ୍କା ଦିନିକିଆ ମ୍ୟାଚ ବେଳେ ଦିନେଶ ବ୍ୟାଟକୁ ନାରୀ ସହ ତୁଳନା କରିଥିଲେ । ସେ କହିଥିଲେ, “ବ୍ୟାଟଗୁଡ଼ିକ ପଡେ଼ାଶୀଙ୍କ!-->…
Read More...
Read More...
ଫିଲ୍ମ କାହଣୀଠୁ କମ୍ ନୁହେଁ ଧୋନୀ-ସାକ୍ଷୀଙ୍କ ପ୍ରେମ କାହାଣୀ, ପ୍ରଥମ ଦେଖାରୁ ସାକ୍ଷୀଙ୍କୁ ପସନ୍ଦ କରିଥିଲେ ମାହୀ
ନୂଆଦିଲ୍ଲୀ : ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୧୧ ବର୍ଷ ତଳେ ଆଜିର ଦିନରେ ସାକ୍ଷୀଙ୍କୁ ବିବାହ କରିଥିଲେ । ୨୦୧୦, ଜୁଲାଇ ୪ ତାରିଖରେ ଧୋନୀ ସାକ୍ଷୀଙ୍କ ହାତ ଧରିଥିଲେ । ଆଜି ତାଙ୍କର ୧୧ତମ ବିବାହ ବାର୍ଷିକୀ ସେମାନେ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କର ବହୁ ସମର୍ଥକ!-->…
Read More...
Read More...
ମହିଳା କ୍ରିକେଟର ତେନ୍ଦୁଲକର ହେଲେ ମିତାଲି
ନୂଆଦିଲ୍ଲୀ : ଭାରତୀୟ ମହିଳା ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକ ମିତାଲି ରାଜ ଗୋଟିଏ ଦିନରେ ଦୁଇଟି ବଡ଼ ରେକର୍ଡ କରିଛନ୍ତି । ଶନିବାର ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ମହିଳା ଅନ୍ତର୍ଜାତୀୟ କ୍ରିକେଟରେ ମିତାଲି ସର୍ବାଧିକ ରନ୍ ସ୍କୋରର ହୋଇଥିଲେ । ଏହା ସହିତ ସେ ଦୁନିଆର ସର୍ବାଧିକ!-->…
Read More...
Read More...