Browsing Category

ଖେଳ

ଟେଷ୍ଟରେ ବିରାଟ କୋହଲିଙ୍କ ୧୦ ବର୍ଷ: ୨୦୧୧ ଆଜିର ଦିନରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ କରିଥିଲେ ଡେବ୍ୟୁ

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ବିରାଟ କୋହଲି ଆଜି ଟେଷ୍ଟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି । ସେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨୦ ଜୁନ୍‌ ୨୦୧୧ ରେ ଡେବ୍ୟୁ କରିଥିଲେ । ସେବେଠାରୁ ସେ ମୋଟ ୯୨ ଟେଷ୍ଟ ଖେଳିଛନ୍ତି । ଏଥିରେ ସେ ହାରାହାରି ୫୨.୬୮ ରେ ୭୫୩୪ ରନ୍‌ ସ୍କୋର କରିଛନ୍ତି ।ସେ
Read More...

ଡେବ୍ୟୁରେ ସ୍ନେହାଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ : ଭାରତୀୟ ମହିଳା ଦଳର ଅଲରାଉଣ୍ଡର ସ୍ନେହା ରାଣା ତାଙ୍କର ଡେବ୍ୟୁ ମ୍ୟାଚରେ କମାଲ କରି ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି । ଗତକାଲି ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଚତୁର୍ଥ ଦିନରେ ଅର୍ଦ୍ଧଶତକ ହାସଲ କରିଥିଲେ । ପୂର୍ବରୁ ବୋଲିଂରେ ସେ ୪ ଉଇକେଟ ନେଇଥିଲେ । ଡେବ୍ୟୁ ମ୍ୟାଚରେ
Read More...

ପରଲୋକରେ କିମ୍ବଦନ୍ତୀ ଧାବକ ମିଲଖା ସିଂହ, ୫ ଦିନ ପୂର୍ବରୁ ପତ୍ନୀଙ୍କୁ ହରାଇଥିଲେ

ଚଣ୍ଡିଗଡ : ପୂର୍ବତନ ଭାରତୀୟ କିମ୍ବଦନ୍ତୀ ଧାବକ ତଥା ଫ୍ଲାଇଂ ଶିଖ୍ ଭାବ ପରିଚିତ ମିଲଖା ସିଂହଙ୍କ ପରଲୋକ ହୋଇଯାଇଛି । କରୋନା କାରଣରୁ ଶୁକ୍ରବାର ରାତି ୧୧:୩୦ରେ ତାଙ୍କର ମୃତ୍ୟୁ ମୃତ୍ୟୁ ହୋଇଯାଇଥିଲା । ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ୫ ଦିନ ପୂର୍ବେ ପୋଷ୍ଟ କୋଭିଡ ଜଟିଳତା ହେତୁ ତାଙ୍କ
Read More...

ଡବ୍ଲ୍ୟୁଟିସି ଫାଇନାଲ : ରେକର୍ଡ ଅପେକ୍ଷାରେ ଅଶ୍ୱିନ

ନୂଆଦିଲ୍ଲୀ : ଆଜି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏଥିପାଇଁ ଟିମ୍ ଇଣ୍ଡିଆ ଚୂଡାନ୍ତ ଏକାଦଶ ଘୋଷଣା କରିଛି । ଡବ୍ଲ୍ୟୁଟିସିରେ ସର୍ବାଧିକ ରନ୍ ସ୍କୋର କରିଥିବା ଟପ୍‌-୧୦ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ୨ ଜଣ ଭାରତୀୟ ରହିଛନ୍ତି । ଏହି
Read More...

ଆଜିଠୁ ଡବ୍ଲ୍ୟୁଟିସି ଫାଇନାଲ, ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ-ଭାରତ

ସାଉଥମ୍ପଟନ : ଆଜିଠୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ। ଏହି ଲଢ଼େଇ ଆଇସିସି ଟେଷ୍ଟ୍ ମାନ୍ୟତାର ପ୍ରଥମ ଦୁଇ ସ୍ଥାନରେ ଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ। ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ
Read More...

ୟୁରୋ କପ୍‌: ସ୍ୱିଜରଲ୍ୟାଣ୍ଡକୁ ୩-୦ ଗୋଲରେ ହରାଇଲା ଇଟାଲୀ

ନୂଆଦିଲ୍ଲୀ : ୟୁରୋ କପରେ ଗ୍ରୁପ୍‌ ଏ ର ଚତୁର୍ଥ ମ୍ୟାଚ୍‌ରେ ସ୍ୱିଜରଲ୍ୟାଣ୍ଡକୁ ୩-୦ ଗୋଲରେ ଇଟାଲୀ ପରାସ୍ତ କରିଛି । କ୍ରମାଗତ ଦ୍ୱିତୀୟ ବିଜୟ ସହ ଇଟାଲୀ ନକ୍‌ଆଉଟ୍‌ ରାଉଣ୍ଡରେ ପହଞ୍ଚିଛି । ୨୬ ଓ ୫୨ ମିନିଟରେ ଇଟାଲୀୟ ମିଡଫିଲ୍ଡର ମାନୁଏଲ ଲୋକାଟେଲି ଦୁଇଟି ଗୋଲ ସ୍କୋର କରିଥିଲେ । ତାଙ୍କୁ
Read More...

ଡବ୍ଲୁଟିସି ଫାଇନାଲ : ବିଶ୍ୱ ରେକର୍ଡ ଅପେକ୍ଷାରେ ରୋହିତ, କୋହଲି

ନୂଆଦିଲ୍ଲୀ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ (ଡବ୍ଲୁଟିସି) ର ଫାଇନାଲ୍‌ ୧୮ ଜୁନ୍‌ରେ ସାଉଥମ୍ପଟନରେ ଖେଳାଯିବ । ଟେଷ୍ଟ କ୍ରିକେଟରେ ବିଶ୍ୱ ଚାମ୍ପିୟନ ହେବା ଉଭୟ ଦଳ ପାଇଁ ଏହା ଏକ ଭଲ ସୁଯୋଗ ହେବ । ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ପାଇଁ ଉଭୟ ଦଳ ନିଜର ଦଳ
Read More...

ଡବ୍ଲୁଟିସି ଫାଇନାଲ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ : ସାଉଥମ୍ପଟନ୍‌ରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ପାଇଁ ନ୍ୟୁଜିଲ୍ୟାଣ୍ଡ ତାର ଦଳ ଘୋଷଣା କରିଛି । ବିଶ୍ୱକପ୍‌ ଟେଷ୍ଟ ବୋଲି ବିବେଚନା କରାଯାଉଥିବା ଫାଇନାଲରେ ୧୫ ଜଣିଆ ଦଳ ଘୋଷଣା କରାଯାଇଛି, ଯେଉଁଥିରେ ଅଧିନାୟକ କେନ୍‌
Read More...

ଏହି ରେକର୍ଡରେ ଅଷ୍ଟ୍ରେଲିଆ ସମକକ୍ଷ ହେବ ଭାରତ

ନୂଆଦିଲ୍ଲୀ : ଜୁନ୍‌ ୧୮ ରୁ ସାଉଥମ୍ପଟନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ର ଫାଇନାଲ୍‌ ଖେଳିବ ଭାରତ । ଏହି ମ୍ୟାଚ୍‌ ସହିତ ଟିମ୍‌ ଇଣ୍ଡିଆ ଆଇସିସି ଟୁର୍ନାମେଣ୍ଟରେ ସର୍ବାଧିକ ୧୦ ଫାଇନାଲ ଖେଳିବା କ୍ଷେତ୍ରରେ ଅଷ୍ର୍ଟ୍ରେଲିଆ ସହିତ ସମକକ୍ଷ ହେବ ।
Read More...

ଇଂଲଣ୍ଡକୁ ହରାଇ ଇତିହାସ ରଚିଲା ନ୍ୟୁଜିଲ୍ୟାଣ୍ଡ, ୨୨ବର୍ଷ ପରେ ଏମିତି ଘଟିଲା

ବର୍ମିଂହୋମ : ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଇଂଲଣ୍ଡକୁ ୮ ୱିକେଟରେ ପରାସ୍ତ କରି ସିରିଜକୁ ୧-୦ରେ ଜିତି ନେଇଛି । ୧୯୯୯ ପରଠାରୁ ପ୍ରଥମ ଥର ପାଇଁ କିୱି ଦଳ ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ୍‌ ଜିତିବାରେ ସଫଳ ହୋଇଛି । ଅର୍ଥାତ୍‌ ୨୨ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡ
Read More...