ଡବ୍ଲୁଟିସି ଫାଇନାଲ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ

0 175

ନୂଆଦିଲ୍ଲୀ : ସାଉଥମ୍ପଟନ୍‌ରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ପାଇଁ ନ୍ୟୁଜିଲ୍ୟାଣ୍ଡ ତାର ଦଳ ଘୋଷଣା କରିଛି । ବିଶ୍ୱକପ୍‌ ଟେଷ୍ଟ ବୋଲି ବିବେଚନା କରାଯାଉଥିବା ଫାଇନାଲରେ ୧୫ ଜଣିଆ ଦଳ ଘୋଷଣା କରାଯାଇଛି, ଯେଉଁଥିରେ ଅଧିନାୟକ କେନ୍‌ ୱିଲିୟମସନ ଏବଂ ୱିକେଟ୍‌ କିପର ବିଜେ ୱାଟଲିଙ୍ଗଙ୍କ ନାମ ରହିଛି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ ପୂର୍ବରୁ ଆହତ କାରଣରୁ ଉଭୟଙ୍କୁ ବାଦ୍‌ ଦିଆଯାଇଥିଲା ।

hiring

ନ୍ୟୁଜିଲ୍ୟାଣ୍ଡ ଦଳ

କେନ୍‌ ୱିଲିୟମସନ (ଅଧିନାୟକ), ଟମ ବ୍ଲେଣ୍ଡଲ, ଟ୍ରେଣ୍ଟ ବୋଲ୍ଟ, ଡୋୱେନ କନୱେ, କଲିନ ଡି ଗ୍ରାଣ୍ଡହୋମେ, ମ୍ୟାଟ ହେନେରୀ, କାଇଲ ଜାମିସନ, ଟମ ଲାଥାମ, ହେନେରୀ ନିକୋଲ୍ସ, ଅଜାଜ ପଟେଲ, ଟିମ ସାଉଥୀ, ରସ ଟେଲର, ନିଲ ୱାଗନର୍‌, ବିଜେ ୱାଟଲିଂ, ୱିଲ ୟଙ୍ଗ

hiranchal ad1
Leave A Reply

Your email address will not be published.

16 + nine =