Browsing Category

ଖେଳ

ପିସିଏଲ : ରସଲଙ୍କ ପରେ ଡୁ ପ୍ଲେସିସ୍‌ ଆହତ

ଆବୁଧାବି : ପାକିସ୍ତାନ କ୍ରିକେଟ୍‌ ଲିଗ୍‌ (ପିସିଏଲ) ସିଜନ ୬ ର ଅବଶିଷ୍ଟ ମ୍ୟାଚ୍‌ ଆବୁଧାବିରେ ଖେଳାଯାଉଛି । ଫିଲ୍ଡିଂ ବେଳେ ସାଥୀ ଖେଳାଳି ମହମ୍ମଦ ହସେନଙ୍କ ସହ ମୁହାଁମୁହିଁ ହେବା ପରେ ଦକ୍ଷିଣ ଆଫ୍ରିକାର ଖେଳାଳି ଫାଫ ଡୁ ପ୍ଲେସିସ୍‌ ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା
Read More...

ଡ୍ରାଇଭରଙ୍କ ଝିଅ ପାଇଲେ ପାରା ଅଲିମ୍ପିକ୍ସ ଟିକେଟ୍‌

ଚଣ୍ଡିଗଡ : ଭାଗ୍ୟରେ ଥିଲେ ବେଳେବେଳେ ସୁଯୋଗ ଆପଣା ଛାଏଁ ହାତ ପାଖରେ ପହଞ୍ଚେ । ହରିୟାଣାର ୨୧ ବର୍ଷିଆ ତାଇକୋଣ୍ଡ ପ୍ରତିଯୋଗି ଅରୁଣା ସିଂ କନୱାରଙ୍କ କ୍ଷେତ୍ରରେ ଏହା ଘଟିଛି । ଟୋକିଓ ପାରା ଅଲିମ୍ପିକ୍ସ ଅନ୍ତର୍ଗତ ତାଇକୋଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ସୁଯୋଗ ପାଇବେ ବୋଲି ସେ
Read More...

ଶତକ ପିଛା ଭାରତୀୟ ଖେଳାଳିଙ୍କୁ ମିଳେ ଏତିକି ଟଙ୍କା

ନୂଆଦିଲ୍ଲୀ : କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ଏହାର ପୁରୁଷ ଖେଳାଳିଙ୍କ ପାଇଁ ବହୁ ଅର୍ଥ ଖର୍ଚ୍ଚ କରିଥାଏ । ବାର୍ଷିକ ଚୁକ୍ତି ଭାବରେ ୭-୭ କୋଟି ଟଙ୍କା ପର୍ଯ୍ୟନ୍ତ ଖେଳାଳିଙ୍କୁ ମିଳିବା ସହିତ ମ୍ୟାଚ୍‌ ଫି ଏବଂ ଅନ୍ୟାନ୍ୟ ବୋନସ୍‌ ମଧ୍ୟ ଦିଆଯାଇଥାଏ । ଯଦି ଜଣେ
Read More...

ଭାରତୀୟ ଖେଳାଳିଙ୍କୁ ମିଳିବ୨୦ ଦିନର ବ୍ରେକ, ବ୍ରିଟେନ ବୁଲି ଥକ୍କାପଣ ମେଣ୍ଟାଇବେ

ନୂଆଦିଲ୍ଲୀ : ଜୈବ ନିରାପଦ ପରିବେଶରେ ଦୀର୍ଘ ସମୟ ରହିବା କାରଣରୁ ମାନସିକ ଥକ୍କାପଣର ଆଶଙ୍କା କରି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି) ଫାଇନାଲ ପରେ ଭାରତୀୟ ମ୍ୟାନେଜମେଣ୍ଟ ଖେଳାଳିମାନଙ୍କୁ ତିନି ସପ୍ତାହ ବିରତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଜୁନ୍‌ ୧୮ ରୁ ସାଉଥମ୍ପଟନର ଭାରତ
Read More...

ଡବ୍ଲୁଟିସି ଫାଇନାଲ ପାଇଁ ଭାରତୀୟ ଏକାଦଶ ଦଳ ଚୟନ କଲେ ଅଗରକର

ନୂଆଦିଲ୍ଲୀ : ଭାରତର ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ପାଇଁ ନିଜ ପସନ୍ଦର ଭାରତୀୟ ଏକାଦଶ ଘୋଷଣା କରିଛନ୍ତି । ଦଳରେ ଜାଡେଜାଙ୍କୁ ସ୍ଥାନ ଦେଇଥିବା ବେଳେ ଶୁଭମାନ ଗିଲକୁ ଏକାଦଶରୁ ବାହାରେ ରଖିଛନ୍ତି । ଗିଲ ପରବର୍ତ୍ତେ ସେ ମୟଙ୍କ ଅଗ୍ରୱାଲ ସ୍ଥାନ
Read More...

ସେପ୍ଟେମ୍ବର ୧୯ରୁ ଖେଳାଯିବ ଆଇପିଏଲର ବଳକା ମ୍ୟାଚ

ନୂଆଦିଲ୍ଲୀ : ୟୁଏଇରେ ହେବାକୁ ଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୧ (ଆଇପିଏଲ୍‌ ୨୦୨୧) ର ପୁନଃଆରମ୍ଭ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତାରିଖ ସ୍ଥିର କରିଛି । ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ ସେପ୍ଟେମ୍ବର ୧୯ ରେ ଖେଳାଯିବ ଏବଂ ଫାଇନାଲ ଅକ୍ଟୋବର ୧୫ ରେ
Read More...

ଡବ୍ଲୁଟିସି ଫାଇନାଲରେ ଏକ୍ସ-ଫ୍ୟାକ୍ଟର ହେବେ ଜାଡେଜା

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ଲେଗ ସ୍ପିନର ଡାନିସ କାନେରିଆ ନିଜର ୟୁଟ୍ୟୁବ ଚ୍ୟାନେଲରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି ଫାଇନାଲ) ବିଷୟରେ ଏକ ବଡ କଥା କହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଏହି ଐତିହାସିକ ଫାଇନାଲରେ ରବିନ୍ଦ୍ର ଜାଡେଜା ଭାରତ ପାଇଁ ଏକ୍ସ ଫ୍ୟାକ୍ଟର ହେବେ
Read More...

ସୂର୍ଯ୍ୟକୁମାରଙ୍କୁ ପ୍ରଶଂସା କଲେ ଏମ୍‌ଏସ୍‌କେ ପ୍ରସାଦ

ନୂଆଦିଲ୍ଲୀ : ପୂର୍ବତନ ୱିକେଟ୍‌କିପର ବ୍ୟାଟ୍ସମ୍ୟାନ୍‌ ଏମ୍‌.ଏସ୍‌.କେ ପ୍ରସାଦ ଦୀର୍ଘ ଦିନ ଧରି ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେହି ସମୟ ମଧ୍ୟରେ, ଫର୍ମରେ ଥିବା ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସାମିଲ କରିନଥିଲେ, କିନ୍ତୁ
Read More...

ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ପାକିସ୍ତାନ ଦଳ ଘୋଷଣା

ଲାହୋର: ପାକିସ୍ତାନ ଚୟନକର୍ତ୍ତାମାନେ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ପାକିସ୍ତାନ ଦଳ ଘୋଷଣା କରିଛନ୍ତି । ଦଳକୁ ଚାରିଜଣ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ଫେରିଥିବା ବେଳେ ଯୁବ ଖେଳାଳି ଆଜାମ ଖାନଙ୍କୁ ସୁଯୋଗ ମିଳିଛି । ସୂଚନାଯୋଗ୍ୟ ଯେ, ପାକିସ୍ତାନ ଦଳ ଇଂଲଣ୍ଡ ଗସ୍ତରେ ତିନୋଟି
Read More...

ପୁଣି ବିଗିଡିଲା ମିଲଖା ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା, ଆଇସିୟୁ ୱାର୍ଡରେ ଭର୍ତ୍ତି ହେଲେ

ଚଣ୍ଡିଗଡ: ଭାରତୀୟ ଆଥଲେଟ୍ ମିଲଖା ସିଂଙ୍କ ସ୍ୱାସ୍ଥ୍ୟ ପୁଣି ଥରେ ଖରାପ ହୋଇଯାଇଛି। ତାଙ୍କୁ ପିଜିଏମଆଇଇଆରର ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଛି। ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ମୁଖପାତ୍ର ପ୍ରଫେସର ଅଶୋକ କୁମାର ଏହି ସୂଚନା
Read More...