Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ବିସିସିଆଇ ସଭାପତି ପଦରୁ ଇସ୍ତଫା ଖବରକୁ ଖଣ୍ଡନ କଲେ ଦାଦା
ନୂଆଦିଲ୍ଲୀ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କର ଆଜିର ଏକ ଟୁଇଟକୁ ନେଇ ଦିନତମାମ କ୍ରିିକେଟ ସମେତ ବିଭିନ୍ନ ମଡଲରେ ହଇଚଇ ସୃଷ୍ଟି ହୋଇଥିଲା । ତେବେ କିଛି ଘଣ୍ଟା ପରେ ଏଥିରେ ଯବନିକା ପଡ଼ିଥିଲା । ଗାଙ୍ଗୁଲି ଆଜି ଅପରାହ୍ନରେ ପୋଷ୍ଟ କରିଥିବା ଏହି ଟୁଇଟରେ କହିଥିଲେ ଯେ ଆଜି ମୁଁ କିଛି!-->…
Read More...
Read More...
ଏସିଆ କପ ହକି : ବ୍ରୋଞ୍ଜ ସହ ଭାରତର ଅଭିଯାନ ଶେଷ
ଜାକର୍ତ୍ତା: ଏସିଆ କପ ହକିରେ ଭାରତର ଅଭିଯାନ ଶେଷ ହୋଇଛି । ଆଜି ଅନୁଷ୍ଠିତ ମ୍ୟାଚରେ ଜାପାନକୁ ପରାସ୍ତ କରି ଭାରତ ବ୍ରୋଞ୍ଜ ହାସ କରିଛି ଏବଂ ଏଥିରେ ଏହାକୁ ସନ୍ତୁଷ୍ଟ ରହିବାକୁ ପଡ଼ିଛି । ଅଳ୍ପକେ ଫାଇନାଲରୁ ବର୍ତ୍ତିଥିବା ଭାରତୀୟ ହକି ଟିମ୍ ଆଜିର କ୍ଲାସିଫିକେସନ ମ୍ୟାଚ୍ରେ କୌଣସି!-->…
Read More...
Read More...
ଆଜି ବିବାହ ବନ୍ଧନରେ ବାନ୍ଧିହେବେ ଦୀପକ ଚହର, ଭାଇରାଲ ହେଲା ସଂଗୀତ ଓ ମେହେନ୍ଦି ବେଳର ଫଟୋ
ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଦୀପକ ଚହର ଏବଂ ତାଙ୍କ ପ୍ରେମିକା ଜୟା ଭରଦ୍ୱାଜ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ । ଦୀପକ ନିଜ ଘର ଆଗ୍ରାରେ ବିବାହ କରୁଛନ୍ତି । ତାଙ୍କ ବିବାହରେ ଯୋଗଦେବା ପାଇଁ ଏମଏସ ଧୋନି ମଧ୍ୟ ପହଞ୍ଚିବେ ବୋଲି କୁହାଯାଉଛି । ଦୀପକ-ଜୟାଙ୍କ ସଂଗୀତ ଏବଂ!-->…
Read More...
Read More...
ଏସିଆ କପ ହକି : ଫାଇନାଲ ରେସ୍ରୁ ବାଦ ପଡିଲା ଭାରତ
ଜାକର୍ତ୍ତା,୩୧/୫ : ଏସିଆ କପ ହକିର ସୁପର-୪ରେ ସୁପର ଶୋ’ ସତ୍ତେ୍ୱ ଭାରତକୁ ନିରାଶ ହେବାକୁ ପଡ଼ିଛି । ବୀରେନ୍ଦ୍ର ଲାକ୍ରାଙ୍କ ଭାରତୀୟ ଟିମ୍ ଲଢୁଆ ପ୍ରଦର୍ଶନ ସତ୍ତେ୍ୱ ଫାଇନାଲରେ ପହଞ୍ଚିପାରି ନାହିଁ । ଆଜି ଅନୁଷ୍ଠିତ ଅତି ଗୁରୁତ୍ୱପୂର୍ଣ୍ଣ ଓ ନିର୍ଣ୍ଣାୟକ ମ୍ୟାଚ ଡ୍ର ରହିଛି । ଏହି!-->…
Read More...
Read More...
ସଚିନଙ୍କ ଶ୍ରେଷ୍ଠ ଆଇପିଏଲ ଏକାଦଶରେ ଶିଖର ଧାୱନ
ମୁମ୍ବାଇ : ଆଇପିଏଲ-୨୦୨୨ ଗତ ରବିବାର ଦିନ ଶେଷ ହୋଇଛି । ପ୍ରଥମ ଥର ଆଇପିଏଲରେ ଭାଗ ନେଇଥିବା ଗୁଜରାଟ ଟାଇଟନ୍ସ ଟ୍ରଫି ଜିତି ସମସ୍ତଙ୍କୁ ଚକିତ କରିଛି । ଦଳରେ ସେମିତି ଷ୍ଟାର ଖେଳାଳି ନଥିଲେ କିନ୍ତୁ ଅଲରାଉଣ୍ଡରଙ୍କ ବଳରେ ଦଳ ଟ୍ରଫି ହାତେଇବାରେ ସଫଳ ହୋଇଛି । ଆଇପିଏଲ ଶେଷ ହେବା ପରେ!-->…
Read More...
Read More...
ଜାଣନ୍ତୁ ଆଇପିଏଲ ବିଜେତା ଦଳକୁ କେତେ କୋଟି ମିଳିବ ପୁରସ୍କାର ରାଶି
ନୂଆଦିଲ୍ଲୀ : ଆଜି ସଂଧ୍ୟାରେ ଆଇପିଏଲ-୨୦୨୨ର ଟାଇଟଲ ମୁକାବଲା ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟ ହେବ । ଏହା ପୂର୍ବରୁ ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ରୟଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବା ଟାଇଟଲ ହାତେଇବା ବିଫଳ ହୋଇଛି । ଦଳ!-->…
Read More...
Read More...
ଆଇପିଏଲ : ଆଜି ରାଜସ୍ଥାନ ଓ ଗୁଜରାଟ ମଧ୍ୟରେ ଟାଇଟଲ ଲଢେଇ
ଅହମ୍ମଦାବାଦ : ଦୀର୍ଘ ୬୬ ଦିନର ରୋମାଞ୍ଚ ଓ ୭୩ଟି ସଂଘର୍ଷପୂର୍ଣ୍ଣ ମୁକାବିଲା ପରେ ଚଳିତ ଆଇପିଏଲ୍ର ଟାଇଟଲ ଲଢେଇ ଆରମ୍ଭ ହେବାକୁ ଯାଉଛି । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ଆଇପିଏଲ୍ର ଆକର୍ଷଣୀୟ ଟ୍ରଫି ଓ ମନଲୋଭା ପୁରସ୍କାର ହାତେଇବା ପାଇଁ!-->…
Read More...
Read More...
ଆଇସିସି ଡବ୍ଲୁଟିସି ପଏଣ୍ଟ ଟେବୁଲ୍ରେ ଶ୍ରୀଲଙ୍କାକୁ ମିଳିଲା ଫାଇଦା
ଢାକା: ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶକୁ ୧୦ ୱିକେଟ୍ ବ୍ୟବଧାନରେ ପରାସ୍ତ କରି ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୦ରେ ଜିତିଛି । ସିରିଜର ପ୍ରଥମ ମ୍ୟାଚ୍ ଡ୍ର ଥିଲା । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ଏହି ବିଜୟରୁ ଶ୍ରୀଲଙ୍କା ଉପକୃତ ହୋଇଛି । ଏହି!-->…
Read More...
Read More...
ବିସିସିଆଇ ନିଷ୍ଫତ୍ତି : ଟି-୨୦ ସିରିଜ ପୂର୍ବରୁ ଫିଟନେସ ପରୀକ୍ଷା ଦେବେ ଖେଳାଳି
ନୂଆଦିଲ୍ଲୀ: ଆଗକୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟି-୨୦ ସିରିଜ୍ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ ବିସିସିଆଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁଯାୟୀ,ଟି-୨୦ ସିରିଜରେ ସାମିଲ୍ ଖେଳାଳିଙ୍କୁ ଫିଟନେସ୍ ଟେଷ୍ଟ ଦେବାକୁ ପଡିବ ।!-->…
Read More...
Read More...
ଆଗାମୀ ସିଜିନରେ ଏହି ଖେଳାଳିଙ୍କୁ ରିଲିଜ କରିପାରେ ମୁମ୍ବାଇ ଇଣ୍ଡିଆନ୍ସ
ମୁମ୍ବାଇ : ଆଇପିଏଲ-୨୦୨୨ରେ ଖରାପ ପ୍ରଦର୍ଶନ କରି ପଏଣ୍ଟ ଟେବୁଲ ଶେଷରେ ରହିଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପାଇଁ ଖେଳାଳିଙ୍କ ମଧ୍ୟରେ ଅଦଳବଦଳ କରିପାରେ । ଏହା କହିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଓପନର ଆକାଶ ଚୋପ୍ରା । ସେ କହିଛନ୍ତି ଆଇପିଏଲର ସଫଳ ଟିମ୍ ଭାବେ ପରିଚିତ ମୁମ୍ବାଇ!-->…
Read More...
Read More...