Browsing Category

ଖେଳ

ବର୍ଷା ହେବା ପରେ କେମିତି ଥିଲା ଟିମ୍‌ ଇଣ୍ଡିଆର ବାତାବରଣ, କହିଲେ ରୋହିତ

ଆଡିଲେଡ : ଆଇସିସି ଟି -୨୦ ବିଶ୍ୱକପ ୨୦୨୨ ରେ ଭାରତ ବାଂଲାଦେଶ ବିପକ୍ଷରେ ବିଜୟ ସହ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଅଧିକାର କରିଛି । ଚାରିଟି ମ୍ୟାଚ୍‌ରେ ଏହା ଭାରତର ତୃତୀୟ ବିଜୟ ଥିଲା । ବାସ୍ତବରେ ଏହି ବିଜୟ ଟିମ୍‌ ଇଣ୍ଡିଆ ପାଇଁ ମଧ୍ୟ ସହଜ ନଥିଲା । ଆଡିଲେଡ୍‌ ଓଭାଲ୍‌ ଗ୍ରାଉଣ୍ଡରେ
Read More...

ଶାକିବ ଭାରତକୁ ପ୍ରଶଂସା କରିବା ସହ ଚେତାବନୀ ଦେଲେ

ଆଡିଲେଡ : ବାଂଲାଦେଶ କ୍ରିକେଟ୍‌ ଦଳର ଅଧିନାୟକ ଶାକିବ ଅଲ ହାସନ ଟି -୨୦ ବିଶ୍ୱକପ ଜିତିବା ପାଇଁ ଭାରତକୁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ମଙ୍ଗଳବାରର ମ୍ୟାଚରେ ଟିମ୍‌ ଇଣ୍ଡିଆ ବିପକ୍ଷ ମ୍ୟାଚ୍‌ ଜିତି କିଛି ଓଲଟାପାଟ କରିବାକୁ ଚେଷ୍ଟା କରିବେ ବୋଲି
Read More...

ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଏହି ଖେଳାଳିଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଜାରି ଟି-୨୦ ବିଶ୍ୱ କପ ଶେଷ ହେବା ପରେ ଭାରତୀୟ ଟିମ ନ୍ୟୁଜିଲାଣ୍ଡ ଗସ୍ତ କରିବ । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଚୟନ କମିଟି ହାର୍ଦ୍ଦକ ପାଣ୍ଡ୍ୟାଙ୍କୁ ଟିମ ଇଣ୍ଡିଆର ନୂଆ ଅଧିନାୟକ ନିଯୁକ୍ତ କରିଛି । ଟିମର ନିୟମିତ ଅଧିନାୟକ ରୋହିତ ଶର୍ମା
Read More...

କୋହଲିଙ୍କ ହୋଟେଲ ରୁମର ଭିଡିଓ ଲିକ ହେବା ରାଗିଲେ ଅନୁଷ୍କା

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଏବେ ଜାରି ରହିଛି ଟି-୨୦ ବିଶ୍ୱକପ । ଏଥିରେ ଭାରତୀୟ ଦଳ ସାମିଲ ହୋଇଛି । ଏହି ଅବସରରେ ଏକ ସାଂଘାତିକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ନେଇ କ୍ରିକେଟ ପ୍ରଶଂସକଙ୍କ ସହ ସେଲିବ୍ରେଟିମାନେ ଚିନ୍ତା ପ୍ରକଟ କରିଛନ୍ତି । ସାମ୍ନାକୁ ଆସିଥିବା ଭିଡିଓଟି ହେଲା ଭାରତର
Read More...

ପାକିସ୍ତାନକୁ ହରାଇଲା ଜିମ୍ବାୱେ

ପର୍ଥ : ଟି -୨୦ ବିଶ୍ୱକପ ୨୦୨୨ ସୁପର -୧୨ ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପାକିସ୍ତାନକୁ ଗୋଟିଏ ରନ୍‌ରେ ପରାସ୍ତ କରିଛି ଜିମ୍ବାୱେ । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୨୦ ଓଭରରେ ୮ ରନ୍‌ କରି ୧୩୦ ରନ୍‌ କରିଥିଲା । ଏହାର ଜବାବରେ ପାକିସ୍ତାନ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟରୁ ଉଦ୍ଧାର
Read More...

ବିସିସିଆଇର ବଡ ଘୋଷଣା, ପୁରୁଷ ଖେଳାଳିଙ୍କ ସହ ସମାନ ମ୍ୟାଚ୍‌ ଫି ପାଇବେ ମହିଳା ଖେଳାଳି

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ୨୦୨୨ ରେ ଟିମ୍‌ ଇଣ୍ଡିଆ ସିଡନୀ ଗ୍ରାଉଣ୍ଡରେ ନେଦରଲ୍ୟାଣ୍ଡ ବିପକ୍ଷରେ ସୁପର ୧୨ ରାଉଣ୍ଡର ଦ୍ୱିତୀୟ ମ୍ୟାଚ୍‌ ଖେଳୁଛି । ପୁରୁଷ ବିଶ୍ୱକପ ପରେ ଖୁବ ଶୀଘ୍ର ମହିଳା ବିଶ୍ୱକପ ମଧ୍ୟ ଖେଳାଯିବ । ମହିଳା ବିଶ୍ୱକପ ପୂର୍ବରୁ ବିସିସିଆଇ ମହିଳା ଖେଳାଳିଙ୍କୁ ଏକ ବଡ
Read More...

ପାଣ୍ଡ୍ୟାଙ୍କ ନାମରେ ଯୋଡିହେଲା ଏହି ଖାସ୍‌ ରେକର୍ଡ

ନୂଆଦିଲ୍ଲୀ : ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ (ଏମସିଜି) ରେ ଖେଳାଯାଉଥିବା ଟି -୨୦ ବିଶ୍ୱକପ ୨୦୨୨ ର ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନରୁ ୪ ୱିକେଟରେ ହରାଇଛି । ଭାରତକୁ ପାକିସ୍ତାନ ୧୬୦ ରନ୍‌ ଲକ୍ଷ୍ୟ ଦେଇଥିଲା । ଏହି ଟାର୍ଗେଟର ଜବାବରେ ଭାରତ ଖରାପ ଆରମ୍ଭ କରିଥିଲା ଏବଂ ୩୧ ରେ
Read More...

ଟିମ୍ ଇଣ୍ଡିଆର ଦୀପାବଳି ଉପହାର,ରୋମାଞ୍ଚକର ମ୍ୟାଚରେ ଭାରତ ୪ ଓ୍ବିକେଟରେ ବିଜୟୀ

ମେଲବୋର୍ଣ୍ଣ : ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପର ଏକ ସୁପର-୧୨ ମ୍ୟାଚରେ ଭାରତ ୪ ଓ୍ବିକେଟରେ ରୋମାଞ୍ଚକର ବିଜୟ ହାସଲ କରିଛି । ଆଜିର ମ୍ୟାଚରେ ପୁଣି ବିରାଟ କୋହଲିଙ୍କ ବ୍ୟାଟର କମାଲ ଦେଖିବାକୁ ମିଳିଛି । ସେ ଅପରାଜିତ ୮୨ ରନ କରି ଏକ ମ୍ୟାଚ ବିଜୟୀ
Read More...

ମହାମୁକାବିଲା : ଟସ୍‌ ଜିତିଲା ଭାରତ, ବ୍ୟାଟିଂ କରିବ ପାକିସ୍ତାନ

ମେଲବର୍ଣ୍ଣ : ବହୁ ପ୍ରତିକ୍ଷୀତ ମ୍ୟାଚ ଆଉ କିଛି ସମୟ ପରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ହେବ । ମ୍ୟାଚ ପୂର୍ବରୁ ଟସ ପଡିଯାଇଛି । ଏଥିରେ ଭାରତ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନ ଏହି ମହାମୁକାବିଲାରେ
Read More...

ଏହି ଚାରି ଦଳ ସେମିଫାଇନାଲ ଖେଳିବେ : ଗାଙ୍ଗୁଲି

ନୂଆଦିଲ୍ଲୀ : ଆଇସିସି ଟି -୨୦ ବିଶ୍ୱକପ ୨୦୨୨ ରେ ସୁପର -୧୨ ର ମୁକାବିଲା ଆରମ୍ଭ ହୋଇଛି । ସୁପର -୧୨ ର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଅଷ୍ଟ୍ରେଲିଆକୁ ୮୯ ରନରେ ପରାସ୍ତ କରିଛି । ଅଷ୍ର୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ୨୦୨୨ ଖେଳାଯାଉଛି ଏବଂ ଆୟୋଜକ ଦଳ ମଧ୍ୟ ଡିଫେଣ୍ଡିଂ ଚାମ୍ପିଅନ୍‌ ।
Read More...