Browsing Category

ଖେଳ

କ୍ରିକେଟକୁ ମିଳିଲା ଅଲିମ୍ପିକ୍ସରେ ଏଣ୍ଟ୍ରି

ନୂଆଦିଲ୍ଲୀ: ଶେଷରେ କ୍ରିକେଟକୁ ଅଲିମ୍ପିକ୍ସରେ ଏଣ୍ଟ୍ରି ମିଳିଛି। ୧୯୦୦ ମସିହାରେ ଅଲିମ୍ପିକ୍ସରେ କ୍ରିକେଟକୁ ଶେଷ ଥର ପାଇଁ ସାମିଲ କରାଯାଇଥିଲା। ଏବେ ୧୨୮ ବର୍ଷ ପରେ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ପୁନରାଗମନ କରିବାକୁ ଯାଉଛି। ଆୟୋଜକମାନେ ନିଶ୍ଚିତ କରିଛନ୍ତି ଯେ ଏହି ଖେଳ
Read More...

ଯଶସ୍ୱୀ ଜୈସ୍ୱାଲଙ୍କ ଫର୍ମକୁ ନେଇ ଚିନ୍ତାରେ ରାଜସ୍ଥାନ ରୟାଲ୍ସ

ଅହମ୍ମଦାବାଦ : ରାଜସ୍ଥାନ ରୟାଲ୍ସର ଓପନର ଯଶସ୍ୱୀ ଜୈସ୍ୱାଲ ଚଳିତ ଆଇପିଏଲରେ ଏ ପର୍ଯ୍ୟନ୍ତ ଭଲ ଫର୍ମକୁ  ଫେରିପାରିନାହାନ୍ତି । ଯଦିଓ ସେ ପୂର୍ବ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ କିନ୍ତୁ ବୁଧବାର ପୁଣି ବିଫଳ ହୋଇଥିଲେ । ଫଳରେ ରାଜସ୍ଥାନ ରୟାଲ୍ସକୁ ଘରୋଇ ଗୁଜରାଟ ଟାଇଟନ୍ସ ବିପକ୍ଷରେ
Read More...

ପ୍ରଶଂସକଙ୍କ ସହ ସେଲ୍‌ଫି ନେବାକୁ ମନାକଲେ ଟ୍ରାଭିସ ହେଡ୍‌

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ତଥା ସନ୍‌ ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ଷ୍ଟାର ଟ୍ରାଭିସ ହେଡ୍‌ ଜଣେ ପ୍ରଶଂସକଙ୍କ ସହ ସେଲ୍‌ଫି ନେବାକୁ ମନାକରୁଥିବା ଏକ ଭିଡିଓ ଭାଇରାଲ ହୋଇଛି। ଏହାକୁ ନେଇ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ସ୍ଥାନ ଓ ଗୋପନୀୟତା ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
Read More...

ବୌଦ୍ଧରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୌଦ୍ଧ: ଆଜିଠାରୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ଟ୍ରଫି ବୌଦ୍ଧ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ବୌଦ୍ଧ ଷ୍ଟାଡିଅମ ଠାରେ ସୋମବାର ଅପରାହ୍ନରେ ୧୫ ବର୍ଷରୁ କମ୍ ଫୁଟବଲ ଖେଳାଳିଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଟ୍ରଫି ଉଦଘାଟିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ କୁ
Read More...

ଟି-୨୦ ରାଙ୍କିଂରେ ବରୁଣ ୫ମ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ,୨୯।୧: ଆଇସିସି ଟି-୨୦ ବୋଲରଙ୍କ ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ଏଥିରେ ବରୁଣ ଚକ୍ରବର୍ତ୍ତୀ ଜଣେ କିମ୍ବା ଦୁଇଜଣ ନୁହେଁ ବରଂ ୨୫ ଖେଳାଳିଙ୍କୁ ହରାଇ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ଶ୍ରେଷ୍ଠ ୫ ବୋଲରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ଆଇସିସିର ସଦ୍ୟତମ ଟି-୨୦ ରାଙ୍କିଂରେ
Read More...

ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା ହେଲା ମ୍ୟାଚ୍‌ ସୂଚୀ

ଦୁବାଇ: ଶେଷରେ ଆଇସିସି ଆଜି ହାଇବ୍ରିଡ ମଡେଲରେ ଖେଳାଯିବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ୨୦୨୫ର ମ୍ୟାଚ ସୂଚୀ ବା ଭେନ୍ୟୁ ଘୋଷଣା କରିଛି। ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରୁଥିଲେ ହେଁ ଭାରତ ସେଠାକୁ ଯିବ ନାହିଁ। ଭାରତର ମ୍ୟାଚ୍‌ଗୁଡ଼ିକ ଦୁବାଇରେ ଖେଳାଯିବ। ପାକିସ୍ତାନ ହାଇବ୍ରିଡ
Read More...

ବ୍ୟାଟ୍ସମ୍ୟାନଙ୍କ ପରେ ଭାରତୀୟ ବୋଲର ବିଫଳ, ବେଙ୍ଗାଲୁରୁ ଟେଷ୍ଟରେ ନ୍ୟୁଜିଲାଣ୍ଡ ଆଗରେ

ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ ଦ୍ୱିତୀୟ ଦିନରେ ଦଳ ମାତ୍ର ୪୬ ରନ୍‌ରେ ଅଲଆଉଟ ହୋଇଛି। ଭାରତୀୟ ପରିବେଶ ତଥା ଏସିଆ ମହାଦେଶରେ ଭାରତ ନିଜର ସର୍ବନିମ୍ନ ଟେଷ୍ଟ ସ୍କୋର
Read More...

ଭାରତ-ବାଂଲାଦେଶ ତୃତୀୟ ଟି-୨୦ ପାଇଁ ପ୍ରହଲ୍ଲାଦ ତ୍ରିପାଠୀ ପର୍ଯ୍ୟବେକ୍ଷକ ନିଯୁକ୍ତ

ନବରଙ୍ଗପୁର: ହାଇଦ୍ରାବାଦଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚର ପର୍ଯ୍ୟବେକ୍ଷକ ଭାବରେ ମନୋନୀତ ହୋଇଛନ୍ତି ନବରଙ୍ଗପୁର କ୍ରିକେଟ ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ । ବୋର୍ଡ ଅଫ କଣ୍ଟ୍ରଲ କ୍ରିକେଟ ଫର ଇଣ୍ଡିଆ ଏହି ବିଷୟ
Read More...

କୋହଲି ଭାଙ୍ଗିବେ ‘ବିରାଟ’ ରେକର୍ଡ

ନୂଆଦିଲ୍ଲୀ:ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ନଜର ଏକ ବଡ଼ ରେକର୍ଡ ଉପରେ ରହିଛି। କାନପୁର ଟେଷ୍ଟରେ ସେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। କିଙ୍ଗ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୨୭ ହଜାର ରନ ଆକଳନରୁ ମାତ୍ର ୩୫ ରନ ଦୂରରେ
Read More...

ଆଇସିସି ରାଙ୍କିଙ୍ଗ: ଟପ୍‌ ୧୦କୁ ଫେରିଲେ ପନ୍ତ

ନୂଆଦିଲ୍ଲୀ: କାର ଦୁର୍ଘଟଣା ପୂର୍ବରୁ ପନ୍ତ ରାଙ୍କିଙ୍ଗର ଟପ୍ ୧୦ରେ ଥିଲେ। ସେ ୨ ବର୍ଷ ପରେ ସୁସ୍ଥ ହୋଇ ପଡ଼ିଆକୁ ଫେରିବା କ୍ଷଣି ପୁଣି ବ୍ୟାଟିଂ ରାଙ୍କିଙ୍ଗର ଟପ ୧୦ରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ପନ୍ତ ରାଙ୍କିଙ୍ଗର ୬ଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତେବେ ଭାରତୀୟ ଟିମର ଅଧିନାୟକ
Read More...