Browsing Category

ଖେଳ

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ସୋମବାର କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ଏହି ମେଗା ଇଭେଣ୍ଟ ପାଇଁ ଦଳ ଘୋଷଣା କରିଛି । ସୋମବାର ଅପରାହ୍ନରେ ଚୟନ କମିଟ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୧୫ ଜଣିଆ ଦଳ ଚୟନ କରାଯାଇଥିଲା ।
Read More...

ଆଜି ଘୋଷଣା ହୋଇପାରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ

ନୂଆଦିଲ୍ଲୀ : ଆଇସିସି ଟି -୨୦ ବିଶ୍ୱକପ ୨୦୨୨ ପାଇଁ ଭାରତୀୟ ଦଳ ଆଜି ଘୋଷଣା ହେବାର ସମ୍ଭାବନା ରହିଛି । ଭାରତୀୟ ଚୟନ କମିଟି ବୈଠକ ଆଜି ଅନୁଷ୍ଠିତ ହେବ, ଏହା ପରେ ଦଳ ଘୋଷଣା ହୋଇପାରେ । ଭାରତକୁ ମଧ୍ୟ ଟି -୨୦ ବିଶ୍ୱକପ ପୂର୍ବରୁ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ
Read More...

ରାଜ୍ୟ ସୁଟିଂ ଚାମ୍ପିଅନସିପ, ରାଜନାରାୟଣଙ୍କୁ ୩ ପଦକ

ପୁରୀ : ୧୧ତମ ରାଜ୍ୟ ସୁଟିଂ ଚାମ୍ପିଅନସିପରେ ପୁରୀର ରାଜ ନାରାୟଣ ଖୁଣ୍ଟିଆ ୩ଟି ପଦକ ହାସଲ କରିଛନ୍ତି । ସେ ଗୋଟିଏ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପୁରୀ ରାଇଫଲ ଆସୋସିଏସନ୍‌ ପକ୍ଷରୁ ରାଜ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ
Read More...

ମହିଳା କ୍ରିକେଟର ବେଦଙ୍କୁ ଫିଲ୍ମ ଷ୍ଟାଇଲରେ ପ୍ରପୋଜ କଲେ କ୍ରିକେଟର ଅର୍ଜୁନ

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟର ବେଦ କୃଷ୍ଣମୂର୍ତ୍ତି ଏବଂ କ୍ରିକେଟର ଅର୍ଜୁନ ହୋଏସାଲାଙ୍କ ନିର୍ବନ୍ଧ ଶେଷ ହୋଇଛି । ଅର୍ଜୁନ ଫିଲ୍ମ ଷ୍ଟାଇଲରେ ବେଦଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଏହାର ଫଟୋ ଉଭୟେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅର୍ଜୁନ କର୍ଣ୍ଣାଟକ ପ୍ରିମିୟର
Read More...

ଦ.ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଅଧିନାୟକ ହେବେ ଶିଖର !

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳ ଟି -୨୦ ବିଶ୍ୱକପ୍‌ ୨୦୨୨ ପାଇଁ ଅଷ୍ର୍ଟ୍ରେଲିଆ ଯିବା ପୂର୍ବରୁ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ର୍ଟ୍ରେଲିଆ ସହିତ ଘରୋଇ ଟି -୨୦ ଏବଂ ଦିନିକିଆ ସିରିଜ ଖେଳିବ । ଟି -୨୦ ବିଶ୍ୱକପ ପୂର୍ବରୁ ବରିଷ୍ଠ ଖେଳାଳିମାନେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ର୍ଟ୍ରେଲିଆ ବିପକ୍ଷ
Read More...

ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର, ଫିଟ୍‌ ଘୋଷିତ ହେଲେ ଏହି ଦୁଇ ଦ୍ରୁତ ବୋଲର

ନୂଆଦିଲ୍ଲୀ : ଅଷ୍ର୍ଟ୍ରେଲିଆରେ ହେବାକୁ ଥିବା ଟି -୨୦ ବିଶ୍ୱକପ ୨୦୨୨ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଦଳର ଦୁଇ ଅଗ୍ରଣୀ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏବଂ ହର୍ଷଲ ପଟେଲ ସମ୍ପୂର୍ଣ୍ଣ ଫିଟ୍‌ ହୋଇ ଚୟନ ପାଇଁ ଉପଲବ୍ଧ ହୋଇଛନ୍ତି । ପ୍ରକାଶ ଥାଉକି, ଏହା ମଧ୍ୟ
Read More...

ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ନୀରଜ ହାତେଇଲେ ଡାଏମଣ୍ଡ୍ ଲିଗ୍ ଟାଇଟଲ୍

ନୂଆଦିଲ୍ଲୀ : ଭାରତର ଷ୍ଟାର୍‌ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଚଳିତ ବର୍ଷ ଜାଭେଲିନ୍‌ ଥ୍ରୋ’ରେ ଡାଏମଣ୍ଡ ଲିଗ୍‌ ଟାଇଟଲ ହାସଲ କରିଛନ୍ତି । ଭାରତର ପ୍ରଥମ ଆଥ୍‌ଲେଟ ଭାବେ ଡାଏମଣ୍ଡ ଲିଗ୍‌ ଚାମ୍ପିଅନ୍‌ ହୋଇ ନୀରଜ ଇତିହାସ ରଚିଛନ୍ତି । ଗୁରୁବାର ଅନୁଷ୍ଠିତ ଫାଇନାଲ୍‌
Read More...

ଟି-୨୦ ବିଶ୍ୱକପ: ଜାରି ହେଲା ୱାର୍ମ ଅପ୍‌ ମ୍ୟାଚ୍‌ ଗୁଡିକର କାର୍ଯ୍ୟସୂଚୀ, ଏହି ଦୁଇ ଦେଶ ବିପକ୍ଷରେ ଖେଳିବ ଭାରତ

ନୂଆଦିଲ୍ଲୀ : ଆଇସିସି ଟି -୨୦ ବିଶ୍ୱକପ୍‌ର ୱାର୍ମ ଅପ୍‌ ମ୍ୟାଚ୍‌ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଅକ୍ଟୋବର ୧୦ ରୁ ୧୯ ପର୍ଯ୍ୟନ୍ତ ମୋଟ ୧୫ ଟି ୱାର୍ମ ଅପ୍‌ ମ୍ୟାଚ୍‌ ଖେଳାଯିବ । ଏହି ସମୟ ମଧ୍ୟରେ ଭାରତକୁ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡକୁ ସାମ୍ନା କରିବାକୁ ପଡିବ । ଭାରତର
Read More...

ଆଫଗାନିସ୍ତାନ କ୍ରିକେଟରଙ୍କ ଗୁହାରି, ଆସିଫ ଅଲିଙ୍କୁ ବ୍ୟାନ କରୁ ଆଇସିସି

ନୂଆଦିଲ୍ଲୀ : ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍‌ ଏସିଆ କପ୍‌ ୨୦୨୨ରେ ସୁପର ୪ ରେ ଖେଳାଯାଇଥିଲା । ମ୍ୟାଚ ଶେଷ ଓଭରରେ ପହଞ୍ଚିଥିଲା ଏବଂ ନାସିମ ଖାନ କ୍ରମାଗତ ଦୁଇଟି ଛକା ମାରି ପାକିସ୍ତାନକୁ ଗୋଟିଏ ୱିକେଟ ବିଜୟ ଦେଇଥିଲେ । ଏହି ପରାଜୟ ସହିତ ଆଫଗାନିସ୍ତାନ ସହିତ ଭାରତ ମଧ୍ୟ
Read More...

ବିଶ୍ୱକପ ଓ ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା

ନୂଆଦିଲ୍ଲୀ : ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ୨୦୨୨ ପାଇଁ କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ଏହାର ଦଳ ଚୟନ କରିଛି । ୧୫ ଜଣିଆ ଦଳରେ ଟପ୍‌ ବ୍ୟାଟ୍ସମ୍ୟାନ୍‌ ରାସି ଭାନ୍‌ ଡେର୍‌ ଡୁସେନ୍‌ଙ୍କୁ ବାଦ ଦିଆଯାଇଛି । ଦଳର ଅଧିନାୟକ ଟେମ୍ବା
Read More...