Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଜାତୀୟ ସଂଗୀତ ବୋଲୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହେଲେ କିଶାନ, ଦେଖନ୍ତୁ ଭିଡିଓ
ହରାରେ : ଭାରତ ଏବଂ ଜିମ୍ବାୱେ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ୧୮ ଅଗଷ୍ଟରେ ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯାଇଥିଲା । ଭାରତ ଏକପାଖିଆ ଢଙ୍ଗରେ ୧୦ ୱିକେଟରେ ଏହି ମ୍ୟାଚ୍ ଜିତିଥିଲା । ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ଜାତୀୟ ସଂଗୀତ!-->…
Read More...
Read More...
ପ୍ରଥମ ଦିନିକିଆ : ଟସ୍ ଜିଣିଲା ଭାରତ, ବ୍ୟାଟିଂ କରିବ ଜିମ୍ବାୱେ
ହାରାରେ : ଭାରତ ଏବଂ ଜିମ୍ବାୱେ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ହାରାରେ ସ୍ପୋର୍ଟସ କ୍ଲବରେ ଖେଳାଯିବ । ଭାରତୀୟ ଅଧିନାୟକ କେ.ଏଲ୍ ରାହୁଲ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମ୍ୟାଚ୍ ଅପରାହ୍ନ ୧୨.୪୫ ରେ ଆରମ୍ଭ ହେବ!-->…
Read More...
Read More...
ଆଜି ଭାରତ-ଜିମ୍ବାୱେ ପ୍ରଥମ ଦିନିକିଆ
ମୁମ୍ବାଇ : ଆଜିଠୁ ଘରୋଇ ଜିମ୍ବାୱେ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ଲୋକେଶ ରାହୁଲଙ୍କ ନେତୃତ୍ୱରେ ଯୁବ ଭାରତୀୟ ଦଳ ଜିମ୍ବାୱେରେ ପହଞ୍ଚି ଅଭ୍ୟାସ ଚଳାଇଛି । ଘରୋଇ ଦଳ ମଧ୍ୟ ପ୍ରସ୍ତୁତ । ନିକଟରେ ବାଂଲାଦେଶକୁ ହରାଇବା ପରେ ଜିମ୍ବାୱେ ଦଳର ମନୋବଳ ଦୃଢ ରହିଛି ।!-->…
Read More...
Read More...
ଏସିଆ କପରେ ସଚିନଙ୍କ ରେକର୍ଡ ଭାଙ୍ଗିବେ ରୋହିତ !
ନୂଆଦିଲ୍ଲୀ : ୨୭ ଅଗଷ୍ଟରୁ ୟୁଏଇରେ ଏସିଆ କପ୍ ୨୦୨୨ ଆରମ୍ଭ ହେବାକୁ ଯାଉଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ କ୍ରମାଗତ ତୃତୀୟ ଥର ପାଇଁ ଟାଇଟଲ ଜିତିବାକୁ ନଜର ରଖିବ । ଭାରତ ଏସିଆ କପ୍ ଟ୍ରଫିକୁ ୭ ଥର କବଜା କରିଛି । ଅଷ୍ଟମ ଥର ପାଇଁ ଟିମ୍ ଇଣ୍ଡିଆକୁ ଚାମ୍ପିଅନ୍ କରିବା!-->…
Read More...
Read More...
୨୦୨୩ରୁ ମହିଳା ଆଇପିଏଲ୍
ମୁମ୍ବାଇ : ଆସନ୍ତା ବର୍ଷ ୨୦୨୩ ମାର୍ଚ୍ଚ ମାସରୁ ଆରମ୍ଭ ହେବ ମହିଳା ଆଇପିଏଲ । ଏ ନେଇ ବିସିସିଆଇର ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି । ପ୍ରଥମ ମହିଳା ଆଇପିଏଲ ୫ଟି ଦଳକୁ ନେଇ ଖେଳାଯାଇପାରେ । ଦଳ ସଂଖ୍ୟା ୬ ମଧ୍ୟ ହୋଇପାରେ । ଆସନ୍ତା ବର୍ଷ ଫେବ୍ରୁଆରି ୯ରୁ ୨୬ ପର୍ଯ୍ୟନ୍ତ ଦକ୍ଷିଣ!-->…
Read More...
Read More...
ଜିମ୍ବାୱେ ଗସ୍ତରେ ସାମିଲ ହେଲେ କେଏଲ ରାହୁଲ, ତୁଳାଇବେ ଅଧିନାୟକ ଦାୟିତ୍ୱ
ନୂଆଦିଲ୍ଲୀ : ଆସନ୍ତା ୧୮ ତାରିଖରୁ ଘରୋଇ ଜିମ୍ବାୱେ ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜରେ ଖେଳିବେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ ରାହୁଲ । ବିସିସିଆଇ ମେଡିକାଲ ଟିମ୍ ତାଙ୍କୁ ଫିଟ୍ ଘୋଷିତ କରିଛନ୍ତି । ରାହୁଲ ଦଳରେ ସାମିଲ ହେବା ପରେ ତାଙ୍କୁ ଅଧିନାୟକ ଦାୟିତ୍ୱ ମଧ୍ୟ!-->…
Read More...
Read More...
ଆଇସିସି ଟି-୨୦ ମାନ୍ୟତା; ଶ୍ରେୟସଙ୍କୁ ବଡ ଫାଇଦା
ନୂଆଦିଲ୍ଲୀ : ସର୍ବଶେଷ ଆଇସିସି ପୁରୁଷ ଟି-୨୦ ମାନ୍ୟତାରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଶ୍ରେୟସ୍ ଆୟର ଟପ୍ -୨୦ ରେ ପ୍ରବେଶ କରିଛନ୍ତି । ବୁଧବାର ପ୍ରକାଶିତ ସର୍ବଶେଷ ଆଇସିସି ଟି -୨୦ ର଼୍ୟାଙ୍କିଙ୍ଗରେ ସୁର୍ଯ୍ୟକୁମାର ୮୦୫ ରେଟିଂ ପଏଣ୍ଟ!-->…
Read More...
Read More...
ଏସିଆ କପ୍ ବିଜେତାଙ୍କ ତାଲିକା, ଜାଣନ୍ତୁ କେଉଁ ଦଳ ଜିତିଛି ଅଧିକ ଟାଇଟଲ
ନୂଆଦିଲ୍ଲୀ : ୟୁଏଇରେ ୨୭ ଅଗଷ୍ଟରୁ ଏସିଆ କପ୍ର ୧୫ ତମ ସିଜନ୍ ଆରମ୍ଭ ହେବାକୁ ଯାଉଛି । ଏହା ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଦ୍ୱାରା ଆୟୋଜିତ ହୋଇଛି ଯେଉଁଥିରେ ସମୁଦାୟ ୬ଟି ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହି ଦଳ ମଧ୍ୟରୁ ପାଞ୍ଚଟି ଘୋଷଣା ହୋଇଥିବାବେଳେ ଗୋଟିଏ ଦଳ ଯୋଗ୍ୟତା!-->…
Read More...
Read More...
ଟି-୨୦ ର୍ୟାଙ୍କିଙ୍ଗ: ପ୍ରଥମ ଥର ପାଇଁ ଟପ୍-୧୦ରେ ଜେମିମା ରୋଡ୍ରିଗସ
ଦୁବାଇ: ଆଜି ପ୍ରକାଶ ପାଇଛି ଆଇସିସି ମହିଳା ଟି-୨୦ ମାନ୍ୟତା ତାଲିକା । ଏଥିରେ ଭାରତର ଦ୍ରୁତ ବୋଲର ରେଣୁକା ସିଂହ ଠାକୁରଙ୍କୁ ମିଳିଛି ଜବରଦସ୍ତ ଫାଇଦା । ସେ ୧୮ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି । ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ରେଣୁକା ଦମଦାର ବୋଲିଂ କରିଥିଲେ । ଏହି!-->…
Read More...
Read More...
ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ
ନୂଆଦିଲ୍ଲୀ :ଏସିଆ କପ୍ ୨୦୨୨ ପାଇଁ ବିସିସିଆଇ ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରିଛି । ପିଠିରେ ଆଘାତ ଲାଗିଥିବାରୁ ଟିମ୍ ଇଣ୍ଡିଆର ତାରକା ବୋଲର ଜସପ୍ରୀତ ବୁମ୍ରା ଟୁର୍ନାମେଣ୍ଟରୁ ବାଦ ପଡିଛନ୍ତି । ପୂର୍ବତନ ଅଧିନାୟକ ବିରାଟ କୋହଲି ଦଳକୁ ଫେରିଛନ୍ତି । ସେ ଶେଷ ଥର!-->…
Read More...
Read More...