Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଶିବରାମ ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ବିଶିପଡ଼ା ଠାରେ ପ୍ରଥମ ବାର୍ଷିକ ଶିବରାମ ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ ଗୋଟି ଦଳଙ୍କୁ ନେଇ ଖେଳା ଯାଇଥିଲା । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଜାଗ୍ରତ!-->…
Read More...
Read More...
କପିଲ ଦେବଙ୍କ ଏହି ଖାସ ରେକର୍ଡ ଭାଙ୍ଗିଲେ ଅଶ୍ୱିନ
ମୋହଲି : ମୋହଲିର ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ତାରକା ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି । ଟେଷ୍ଟ କ୍ରିକେଟରେ ଅଶ୍ୱିନ ବର୍ତ୍ତମାନ ଭାରତ ପାଇଁ ଦ୍ୱିତୀୟ ସର୍ବାଧିକ ୱିକେଟ୍!-->…
Read More...
Read More...
ଦିନିକିଆ ମହିଳା ବିଶ୍ୱକପ : ପାକିସ୍ତାନକୁ ହରାଇଲା ଭାରତ
ନୂଆଦିଲ୍ଲୀ : ଆଇସିସି ମହିଳା ବିଶ୍ୱକପ ୨୦୨୨ ର ଚତୁର୍ଥ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୧୦୭ ରନ୍ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ଆରମ୍ଭ ବିଜୟ ସହ କରିଛି । ପ୍ରଥମେ ବ୍ୟାଟିଂ କରି ପୂଜା, ସ୍ନେହା ଏବଂ ମନ୍ଧନାରୁ ଅର୍ଦ୍ଧଶତକୀୟ ସହାୟତାରେ ପାକିସ୍ତାନ ସମ୍ମୁଖରେ ଭାରତ ୨୪୫ ରନ୍!-->…
Read More...
Read More...
ଏହି ମାଇଲଖୁଣ୍ଟ ହାସଲ କଲେ ଅଶ୍ୱିନୀ
ମୋହାଲି : ଟିମ୍ ଇଣ୍ଡିଆର ପ୍ରିମିୟର ଅଫ୍ ସ୍ପିନର ଆର ଅଶ୍ୱିନ୍ ଟେଷ୍ଟ କ୍ରିକେଟ୍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେବା ମାମଲାରେ ଶ୍ରେଷ୍ଠ ୧୦ ବୋଲରଙ୍କ ତାଲିକାରେ ରବିଚନ୍ଦ୍ରନ ଅଶ୍ୱିନ ସାମିଲ ହୋଇଥିବା ବେଳେ ପୂର୍ବତନ ଶ୍ରୀଲଙ୍କା ଦଳର!-->…
Read More...
Read More...
ଜାଡେଜାଙ୍କୁ ୫ ୱିକେଟ, ଶ୍ରୀଲଙ୍କା ପ୍ରଥମ ଇନିଂସରେ ୧୭୪ରେ ଅଲଆଉଟ୍
ମୋହାଲି : ଏଠାକାର ପଞ୍ଜାବ କ୍ରିକେଟ ଆସୋସିଏସନ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଦୃଢ ସ୍ଥିତିରେ ପହଞ୍ଚିଛି । ପ୍ରଥମେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଚମକ୍ରାର ବ୍ୟାଟିଂ ବଲରେ ୫୭୪ରନ ବୃହତ ସ୍କୋର କରିଥିବା ବେଳେ ବୋଲିଂରେ!-->…
Read More...
Read More...
ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ସେନ ୱାର୍ଣ୍ଣଙ୍କ ପରଲୋକ
ସିଡନୀ : ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ସେନ ୱାର୍ଣ୍ଣଙ୍କ ଆଜି ହୃଦଘାତରେ ପରଲୋକ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ଥାଇଲାଣ୍ଡରେ ତାଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଛି ।ୱାର୍ଣ୍ଣଙ୍କ ଦେହାନ୍ତ ଖବର ପାଇଁ କ୍ରିକେଟ୍ ଜଗତ ସ୍ତବ୍ଧ!-->…
Read More...
Read More...
ଆରମ୍ଭ ହେଲା ମହିଳା ଦିନିକିଆ ବିଶ୍ୱକପ : ଆରମ୍ଭରୁ ବାଜି ମାରିଲା ୱେଷ୍ଟ ଇଣ୍ଡିଜ
ନୂଆଦିଲ୍ଲୀ,୪/୩ : ଆଜିଠୁ ଆରମ୍ଭ ହୋଇଛି ଆଇସିସି ମହିଳା ଦିନିକିଆ ବିଶ୍ୱକପ । ଆଉ ଉଦଘାଟନୀ ମ୍ୟାଚରୁ ୱେଷ୍ଟ ଇଣ୍ଡିଜ ଆରମ୍ଭ କରିଛି ବିଜୟ ଅଭିଯାନ । ଆଜି ଏଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଇଣ୍ଡିଜ ୩ ରନରେ ପ୍ରତିପକ୍ଷ ଘରୋଇ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ନ୍ୟୁଜିଲାଣ୍ଡ ଟସ ଜିତି!-->…
Read More...
Read More...
ପରଲୋକରେ କିମ୍ବଦନ୍ତୀ କ୍ରିକେଟର ରୋଡ୍ ମାର୍ଶ
ନୂଆଦିଲ୍ଲୀ,୪/୩ : ବିଶ୍ୱ କ୍ରିକେଟ ଆଜି ଜଣେ କିମ୍ବଦନ୍ତୀଙ୍କୁ । ସେ ହେଲେ ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ କିପର ରୋଡ ମାର୍ଶ । ଅଷ୍ଟ୍ରେଲିଆର ମହାନ ଖେଳାଳି ତଥା ୱିକେଟ କିପର ମାର୍ଶଙ୍କର ଆଜି ୭୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ତାଙ୍କ ଦେହାନ୍ତକୁ ନେଇ ଅନେକ ମହାନ ବ୍ୟକ୍ତି ଓ ଖେଳାଳି!-->…
Read More...
Read More...
ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଚମକିଲେ ପନ୍ତ,ବିହାରୀ
ମୋହାଲି,୪/୩ : ଆଜିଠୁ ଏଠାରେ ଆରମ୍ଭ ହୋଇଛି ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ । ଆଉ ମ୍ୟାଚର ଆଜି ପ୍ରଥମ ଦିବସରେ ଭାରତୀୟ ବ୍ୟାଟରମାନେ ଚମକିଥିଲେ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି ଭାରତ । ଭାରତୀୟ ଦଳ ବ୍ୟାଟସମ୍ୟାନଙ୍କ ସାମୂହିକ ଉପଯୋଗୀ ବ୍ୟାଟିଂ ବଳରେ ପ୍ରଥମ ଦିନର ଖେଳ ଶେଷ!-->…
Read More...
Read More...
୧୦୦ତମ ଟେଷ୍ଟରେ ୮ହଜାର ରନ ପୂରଣ କଲେ ବିରାଟ କିନ୍ତୁ….
ଚଣ୍ଡିଗଡ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ କ୍ୟାରିୟରର ୧୦୦ ତମ ମ୍ୟାଚ୍ ଖେଳୁଥିବା ବିରାଟ କୋହଲି ଟେଷ୍ଟ କ୍ରିକେଟରେ ୮୦୦୦ ରନ୍ ପୂରଣ କରିଛନ୍ତି । ମୋହଲି ଟେଷ୍ଟର ପ୍ରଥମ ଇନିଂସରେ ୩୮ ରନ୍ ପୂରଣ କରିବା ପରେ ବିରାଟ କୋହଲି ଏହି ରେକର୍ଡ ସୃଷ୍ଟି କରିଛନ୍ତି । ଟେଷ୍ଟ କ୍ରିକେଟରେ ୮୦୦୦ ରନ୍!-->…
Read More...
Read More...