Browsing Category

ଖେଳ

କୋହଲିଙ୍କ ବ୍ୟାଟିଂ ପୋଜିସନ ଉପରେ ଶ୍ରେୟସଙ୍କ ଆଖି, କହିଲେ ଏହି ବଡ କଥା

ନୂଆଦିଲ୍ଲୀ : ବିରାଟ କୋହଲି ତାଙ୍କ କ୍ୟାରିୟରରେ ମୋଟ ୨୬୨ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି ଏବଂ ୨୦୧ ମ୍ୟାଚ୍‌ରେ ସେ ତିନି ନମ୍ବରରେ ବ୍ୟାଟିଂ କରିଛନ୍ତି । ବିରାଟ ଦୀର୍ଘ ଦିନ ଧରି ଦିନିକିଆ ଇଣ୍ଟରନ୍ୟାସନାଲରେ ନମ୍ବର-୩ ବ୍ୟାଟିଂ ସ୍ଥିତି ବଜାୟ ରଖିଛନ୍ତି । ୨୦୦୯ ରୁ ୨୦୨୨
Read More...

ସିରିଜ ବିଜୟ ପରେ ସାଥୀ ଖେଳାଳିଙ୍କ ଖୁସି ମନାଇଲେ ଶିଖର, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜରୁ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିଲା । ଏଭଳି ପରିସ୍ଥିତିରେ ଦଳର ଅଧିନାୟକ ପଦ ବରିଷ୍ଠ ବ୍ୟାଟ୍ସମ୍ୟାନ୍‌ ଶିଖର ଧାୱନଙ୍କୁ ହସ୍ତାନ୍ତର କରାଯାଇଥିଲା । ଶ୍ରୀଲଙ୍କା ଗସ୍ତରେ ଶିଖର ଧାୱନ ଦଳର ଅଧିନାୟକ ଥିଲେ । ଏଭଳି ପରିସ୍ଥିତିରେ
Read More...

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ :
ରୌପ୍ୟ ଜିତି ଇତିହାସ ରଚିଲେ ନୀରଜ ଚୋପ୍ରା ; ଅଭିନନ୍ଦନ ଜଣାଇଲେ ମୋଦୀ

ୟୁଜିନ: ପୁଣି ରେକଡର଼୍ ସୃଷ୍ଟିକଲେ ଭାରତର ସୁନାମଧନ୍ୟ ତାରକା ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା । ଆମେରିକାରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପର ପୁରୁଷ ବିଭାଗରେ ଜାଭେଲିନ ଥ୍ରୋ’ ପ୍ରତିଯୋଗୀତାରେ ଆଜି ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି ନୀରଜ । ଦୀର୍ଘ ୧୯ ବର୍ଷର ପ୍ରତୀକ୍ଷା
Read More...

ଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ଖେଳିନପାରନ୍ତି ଜାଡେଜା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଆଜି ଭାରତ ବନାମ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବ, କିନ୍ତୁ ଏହାପୂର୍ବରୁ ଟିମ୍‌ ଇଣ୍ଡିଆ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ । ଦଳର ଉପ-ଅଧିନାୟକ ତଥା ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଟିମ୍‌ ଏକାଦଶରୁ ବାଦ ପଡିପାରନ୍ତି ।
Read More...

ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ, ସମସ୍ତ ୬ଟି ଫ୍ରାଞ୍ଚାଇଜ୍‌ କିଣିଲେ ଆଇପିଏଲ୍‌ ମାଲିକ

ନୂଆଦିଲ୍ଲୀ : ଆସନ୍ତା ବର୍ଷଠାରୁ ଆଇପିଏଲ୍‌ ଢାଞ୍ଚାରେ ଦକ୍ଷିଣ ଆଫ୍ରିକାରେ ଖେଳାଯିବ ସାଉଥ୍‌ ଆଫ୍ରିକା ଟି-୨୦ ଲିଗ୍‌ । ଯେଉଁଥିରେ ମୋଟ ୬ଟି ଦଳ ଭାଗ ନେବେ । ତେବେ ଏହି ୬ଟି ଯାକ ଟିମ୍‌ର ମାଲିକାନା ଆଇପିଏଲ୍‌ ଦଳର ମାଲିକମାନେ ହିଁ ହାତେଇ ନେଇଛନ୍ତି । ଅର୍ଥାତ ଭାରତୀୟମାନେ ଏବେ ଆଇପିଏଲ ସହ
Read More...

ଭାରତୀୟ ସିଡବ୍ଲ୍ୟୁଜି ଟିମକୁ ମୋଦୀଙ୍କ ପରାମର୍ଶ :
ଚିନ୍ତାମୁକ୍ତ ହୋଇ ସାମର୍ଥ୍ୟ ଜୁଟାଇ ଖେଳ

ନୂଆଦିଲ୍ଲୀ: ଭାରତର ‘ସିଡବ୍ଲୁଜି ୨୦୨୨ ସ୍କ୍ୱାଡ୍‌’ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେତେକ ମୂଲ୍ୟବାନ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଚିନ୍ତାମୁକ୍ତ ହୋଇ ନିଜ ନିଜର ସମସ୍ତ ସାମର୍ଥ୍ୟ ଜୁଟାଇ ଭଲ ଭାବେ ଖେଳ । ଆପଣମାନଙ୍କ ମୁକାବିଲା କରିବାକୁ କେହି ନାହାନ୍ତି, ଅଯଥା
Read More...

ଆଇସିସି ଦିନିକିଆ ମାନ୍ୟତା : ଶୀର୍ଷସ୍ଥାନ ହରାଇଲେ ବୁମ୍ରା, ଖସିଲେ ରୋହିତ ଓ ବିରାଟ

ଦୁବାଇ : ଗୋଟିଏ ସପ୍ତାହ ମଧ୍ୟରେ ଆଇସିସି ଦିନିକିଆ ମାନ୍ୟତାରେ ଅନେକ ପରିବର୍ତ୍ତନ ଆସିଛି । ଜସପ୍ରୀତ ବୁମ୍ରା କିଛି ଘଣ୍ଟା ପୂର୍ବରୁ ବିଶ୍ୱର ଏକ ନମ୍ବର ଦିନିକିଆ ବୋଲର ଥିଲେ, କିନ୍ତୁ ବର୍ତ୍ତମାନ ଟ୍ରେଣ୍ଟ ବୋଲ୍ଟ ପୁଣି ଏକ ନମ୍ବରରେ ପହଞ୍ଚିଛନ୍ତି । ଏହା ବ୍ୟତୀତ ବିରାଟ କୋହଲି ଏବଂ ରୋହିତ
Read More...

ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲ : ପାକିସ୍ତାନର ବିଜୟରେ ଭାରତକୁ ମିଳିଲା ଫାଇଦା

ନୂଆଦିଲ୍ଲୀ : ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ପାକିସ୍ତାନ ଶ୍ରୀଲଙ୍କାକୁ ୪ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହିତ ପାକିସ୍ତାନ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲରେ ଜବରଦସ୍ତ ଫାଇଦା ହାସଲ କରିଛି । ପ୍ରଥମ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଚତୁର୍ଥ
Read More...

ଷ୍ଟୋକ୍ସଙ୍କ ଅବସରକୁ ନେଇ ଭାବୁକ ହେଲେ ଯୁବି, କହିଲେ ଏମିତି

ନୂଆଦିଲ୍ଲୀ : ବେନ୍‌ ଷ୍ଟୋକ୍ସ ତାଙ୍କ କ୍ୟାରିୟରର ଶେଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଗତକାଲି ଖେଳିଛନ୍ତି । ଷ୍ଟୋକ୍ସ ପୂର୍ବରୁ ଘୋଷଣା କରିସାରିଛନ୍ତି ଯେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦିନିକିଆ ତାଙ୍କ କ୍ୟାରିୟରର ଶେଷ ଦିନିକିଆ ହେବ । ଷ୍ଟୋକ୍ସ ଟେଷ୍ଟ ଦଳର ଅଧିନାୟକ
Read More...

ୱେଷ୍ଟଇଣ୍ଡିଜରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଦିନିକିଆ ଓ ଟି-୨୦ ସିରିଜ ଖେଳିବା ପାଇଁ ଇତିମଧ୍ୟରେ ୱେଷ୍ଟଇଣ୍ଡିଜରେ ପହଞ୍ଚିଛି ଭାରତୀୟ ଦଳ । ଦୁଇ ଦଳ ତିନୋଟି ଦିନିକିଆ ଏବଂ ପାଞ୍ଚଟି ଟି-୨୦ ମ୍ୟାଚ ଖେଳିବେ । ଶିଖର ଧାୱନଙ୍କ ନେତୃତ୍ୱାଧୀନ ଦିନିକିଆ ଦଳ ଏକ ସ୍ୱତନ୍ତ୍ର ଚାର୍ଟର୍ଡ ବିମାନରେ ୱେଷ୍ଟଇଣ୍ଡିଜରେ ପହଞ୍ଚିଛନ୍ତି ।
Read More...