Browsing Category

ଖେଳ

ଇଂଲଣ୍ଡର ବିଜୟ ପରେ ବଦଳିଲା ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲ, ଜାଣନ୍ତୁ ଭାରତର ସ୍ଥିତି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଉପରେ ଇଂଲଣ୍ଡର ବିଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ପଏଣ୍ଟ ଟେବୁଲରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ମଞ୍ଚେଷ୍ଟର ଟେଷ୍ଟରେ ଆୟୋଜକଙ୍କ ହାତରେ ୮୫ ଇନିଂସରେ ପରାଜୟ ପରେ ଦକ୍ଷିଣ ଆଫ୍ରିକା ଡବ୍ଲୁଟିଏସି ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ହରାଇଛି । ଆଫ୍ରିକୀୟ…
Read More...

ପାକିସ୍ତାନକୁ ଲାଗିପାରେ ଆଉ ଏକ ଝଟକା, ଆଉଜଣେ ଦ୍ରୁତ ବୋଲର ଆହତ

ନୂଆଦିଲ୍ଲୀ : ୨୭ ଅଗଷ୍ଟରୁ ଏସିଆ କପ୍‌ ଆରମ୍ଭ ହେବ । ଅଗଷ୍ଟ ୨୮ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ଦଳର ଅସୁବିଧା ବଢୁଥିବା ଜଣାପଡିଛି । ଆଉ ଜଣେ ପାକିସ୍ତାନୀ ଦ୍ରୁତ ବୋଲର ଆହତ ହୋଇଛନ୍ତି । ଏପରିକି ତାଙ୍କୁ ଡାକ୍ତରଖାନା ନେବାକୁ…
Read More...

ସାମ୍ନାକୁ ଆସିଲା ବାର୍ତ୍ତାଳାପ, ଜାଣନ୍ତୁ କୋହଲିଙ୍କୁ କ’ଣ କହିଲେ ଶାହିନ ଆଫ୍ରିଦି

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବିରାଟ କୋହଲି ଶାହିନ୍‌ ଆଫ୍ରିଦିଙ୍କୁ ଭେଟିବାର ଭିଡିଓ ଏବଂ ଚିତ୍ର ଆପଣ ନିଶ୍ଚୟ ଦେଖିଥିବେ, କିନ୍ତୁ ଏହି ଦୁଇଜଣଙ୍କ ମଧ୍ୟରେ କ'ଣ କଥାବାର୍ତ୍ତା ହୋଇଥିଲା ଆପଣ ଜାଣନଥିବେ । କାରଣ ପାକିସ୍ତାନ କ୍ରିକେଟ୍‌ ର ଅଫିସିଆଲ୍‌ ଟ୍ୱିଟର ହ୍ୟାଣ୍ଡେଲରେ ପୂର୍ବରୁ ସେୟାର…
Read More...

୧୯ ବର୍ଷରୁ କମ ନବରଙ୍ଗପୁର କ୍ରିକେଟ ଦଳର କଟକ ଗସ୍ତ

ନବରଙ୍ଗପୁର: କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ୧୯ବର୍ଷରୁ କମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନିମନ୍ତେ ସ୍ଥାନୀୟ ନବରଙ୍ଗପୁର ଷ୍ଟାଡିୟମ ଠାରେ ଅନୁଷ୍ଠିତ ତିନି ଦିବସିୟ ଉଣେଇସି ବର୍ଷରୁ କମ କ୍ରିକେଟ ଦଳର ଚୟନ ହୋଇଯାଇଛି । ଏହି ଚୟନ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର କୋଣ ଅନୁକୋଣରୁ…
Read More...

ଦଶପଲ୍ଲା ମାଟିର ଗର୍ବ ଝିଲ୍ଲୀ ଦଳବେହେରା ପାଇବେ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର

ଦଶପଲ୍ଲା : ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର - ୨୦୨୧ର ଚୂଡ଼ାନ୍ତ ତାଲିକା ଘୋଷିତ ହୋଇଛି । ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର ପାଇବାକୁ ଅନ୍ତର୍ଜାତୀୟ ଭାରୋତ୍ତୋଳିକା ଝିଲି ଦଳବେହେରା ଓ ସୁଟର ଶ୍ରୀୟଙ୍କା ଷଡଙ୍ଗୀ…
Read More...

ନ୍ୟୁଜିଲ୍ୟାଣ୍ଡ-ଏ ବିପକ୍ଷ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ଘୋଷଣା :
ପ୍ରିୟଙ୍କ ପଞ୍ଚଲଙ୍କୁ ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ : ସେପ୍ଟେମ୍ବର-ଅକ୍ଟୋବରରେ ନ୍ୟୁଜିଲ୍ୟାଣ୍ଡ-ଏ ଦଳ ବିପକ୍ଷରେ ଆଠ ମାସ ମଧ୍ୟରେ ଭାରତ-ଏ ଦଳ ପ୍ରଥମ ପ୍ରତିଯୋଗିତାମୂଳକ ମ୍ୟାଚ୍‌ ଖେଳିବ ଏବଂ ଏଥିପାଇଁ ବୁଧବାର ଇଣ୍ଡିଆ-ଏ ଦଳ ଘୋଷଣା କରାଯାଇଛି । ଆସନ୍ତା ମାସରୁ ନ୍ୟୁଜିଲ୍ୟାଣ୍ଡ-ଏ ବିପକ୍ଷ ଚାରି ଦିନିଆ ମ୍ୟାଚ୍‌ ପାଇଁ ଅଲ ଇଣ୍ଡିଆ…
Read More...

ବାରବାଟୀରେ ଖେଳାଯିବ ଲିଜେଣ୍ଡ ଲିଗ୍‌ର ୩ଟି ମ୍ୟାଚ

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଲିଜେଣ୍ଡ ଲିଗ୍‌ କ୍ରିକେଟ ମ୍ୟାଚ । ଆସନ୍ତା ସେପ୍ଟେମ୍ବର ମାସରେ ଟୁର୍ଣ୍ଣାମେଣ୍ଟର ୩ଟି ମ୍ୟାଚ ଖେଳାଯିବ । ଓଡିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ସଂପାଦକ ସଂଜୟ ବେହେରା ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ…
Read More...

ଦିନିକିଆ ମାନ୍ୟତା : ଶୀର୍ଷରେ ନ୍ୟୁଜିଲାଣ୍ଡ, ଜାଣନ୍ତୁ ଭାରତ ସ୍ଥାନ କେଉଁଠି

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷରେ ସିରିଜକୁ ୩-୦ରେ କ୍ଲିନି ସୁଇପ କରିଥିବା ଟିମ୍‌ ଇଣ୍ଡିଆ ପ୍ରକାଶିତ ଆଇସିସି ଦିନିକିଆ ଦଳ ମାନ୍ୟତାରେ ତୃତୀୟ ସ୍ଥାନରେ ରହିଛି । ଟିମ୍‌ ଇଣ୍ଡିଆ ଆକାଉଣ୍ଟରେ ମୋଟ ୧୧୧ ରେଟିଂ ପଏଣ୍ଟ ରହିଛି ଏବଂ ବର୍ତ୍ତମାନ ଇଂଲଣ୍ଡଠାରୁ ମାତ୍ର ଆଠଟି ରେଟିଂ ପଏଣ୍ଟ ପଛରେ…
Read More...

ଭାରତକୁ ଝଟ୍‌କା, କୋଚ୍‌ ରାହୁଲ ଦ୍ରାବିଡ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ୨୭ ଅଗଷ୍ଟରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଏସିଆ କପ୍‌ ପୂର୍ବରୁ ଭାରତ ଏକ ବଡ଼ ଝଟକା ଲାଗିଛି । ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ଏବଂ ମିଡିଆ ରିପୋର୍ଟ ଅନୁଯାୟୀ ସେ ଏସିଆ କପରେ ଅଂଶଗ୍ରହଣ କରିପାରିବେ ନାହିଁ । ରୋହିତ…
Read More...

ଜିମ୍ବାୱେ ବିପକ୍ଷ ଶେଷ ଦିନିକିଆ, ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ନୂଆଦିଲ୍ଲୀ : ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଚାଲିଥିବା ତିନୋଟି ଦିନିକିଆ ସିରିଜର ଶେଷ ମ୍ୟାଚ୍‌ ହାରାରେ ସ୍ପୋର୍ଟସ କ୍ଲବରେ ଖେଳାଯାଉଛି । ଭାରତର ଅଧିନାୟକ କେ.ଏଲ୍‌ ରାହୁଲ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି । ଭାରତୀୟ ପ୍ଲେଇଙ୍ଗ ଏକାଦଶରେ ଦୁଇଟି ପରିବର୍ତ୍ତନ ହୋଇଛି ।…
Read More...