Browsing Category

ଖେଳ

୨୦୨୨ରେ ତିନି ଭାରତୀୟ ଅଧିନାୟକଙ୍କୁ ଫେଲ୍‌ କଲାଣି ଦ.ଆଫ୍ରିକା

ନୂଆଦିଲ୍ଲୀ : ଭାରତ ବିପକ୍ଷରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଦକ୍ଷିଣ ଆଫ୍ରିକା ୨-୦ ଅଗ୍ରଣୀ ହାସଲ କରିଛି । ଦିଲ୍ଲୀରେ ଭ୍ରମଣକାରୀ ଦଳ ଭାରତକୁ ୭ ୱିକେଟ ଏବଂ କଟକକୁ ୪ ୱିକେଟରେ ପରାସ୍ତ କରିଛି । ଏହା ସହିତ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା
Read More...

ଭୁବନେଶ୍ୱରରେ ପହଞ୍ଚିଲେ ସୌରଭ ଗାଙ୍ଗୁଲି

ଭୁବନେଶ୍ୱର : ଆଜି ସଂଧ୍ୟାରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବ । ଏହା ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଭୁବନେଶ୍ୱରରେ ପହଞ୍ଚିଥିବା ଜଣାପଡିଛି । ତାଙ୍କୁ ଓସିଏ ସଂପାଦକ ସଂଜୟ ବେହେରା ବିମାନବନ୍ଦରରେ ସ୍ୱାଗତ କରିଛନ୍ତି । ଆଜି
Read More...

ପିତା ହେବେ ଏହି କ୍ରିକେଟର

ମୁମ୍ବାଇ : ଭାରତୀୟ ଦଳର ଖେଳାଳି ବିନୟ କୁମାର ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଛନ୍ତି। ୨୦୧୩ ରେ ଟିମ୍ ଇଣ୍ଡିଆ ପାଇଁ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । କିନ୍ତୁ ବର୍ତ୍ତମାନ ବିନୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ତାଙ୍କ ପତ୍ନୀ ରିଚା ଖୁବ୍‌ ଶୀଘ୍ର
Read More...

ଆଜି ସଂଧ୍ୟାରେ ବାରବାଟୀ ଫାଇଟ୍‌, ବିଜୟ ଲକ୍ଷ୍ୟରେ ଭାରତ

କଟକ : ଆଜି ଭାରତ ଓ ଦକ୍ଷିଣ ଆଫ୍ରିକ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏହୁ ନେଇ ଉଭୟ ଦଳର ଖେଳାଳିମାନେ ଗତକାଲି ଜୋରଦାର ଅଭ୍ୟାସ କରିଥିଲେ । ପ୍ରଥମ ଟି-୨୦ ଭାରତ ହାରି ଥିବାରୁ କଟକରେ କମ୍‌ ବ୍ୟାକ୍‌ ପାଇଁ ଦଳ ଜୋରଦାର
Read More...

କିଶାନଙ୍କ ନିସ୍ୱାର୍ଥପର ବ୍ୟାଟିଂ ପାଇଁ ପ୍ରଶଂସା କଲେ ଗମ୍ଭୀର

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଭାରତ ୭ ୱିକେଟରେ ହାରିଛି । ଏହା ସତ୍ତେ୍ୱ ଦଳ ପାଇଁ କେତେକ ସକାରାତ୍ମକ ଦିଗ ରହିଛି । ଷ୍ଟାର ଖେଳାଳିଙ୍କ ବିନା ବିନା ଖେଳି ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ବୋଲିଂ ସମ୍ମୁଖରେ ଏକ
Read More...

ଭୁବନେଶ୍ୱରରେ ପହଞ୍ଚିଲେ ୨ ଦେଶର ଖେଳାଳି

ଭୁବନେଶ୍ୱର: ଭୁବନେଶ୍ୱର ପହଞ୍ଚିସାରିଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି । ବିମାନବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ମଧ୍ୟରେ ବସ ଯୋଗେ ହୋଟେଲ ପହଞ୍ଚିଛନ୍ତି ଉଭୟ ଦଳର ଖେଳାଳି । ମେ ଫେୟାର ଫାଟକ ସମ୍ମୁଖରେ ଓଡିଆ ପରଂପରାରେ ଉଭୟ ଦଳର ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।
Read More...

ଟି-୨୦ ସିରିଜରୁ ବାଦ ପଡିଲେ କେଏଲ ରାହୁଲ, ପାଣ୍ଡ୍ୟାଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଖେଳିବେନି କେ.ଏଲ୍. ରାହୁଲ। ଆହତ କାରଣରୁ ସେ ପୂରା ସିରିଜ୍‌ରୁ ବାଦ ପଡ଼ିଛନ୍ତି। ତେଣୁ ତାଙ୍କସ୍ଥାନରେ ୱିକେଟ୍‌ କିପର ରିଷବ ପନ୍ଥଙ୍କୁ ଭାରତୀୟ ଟିମ୍‌ର ଅଧିନାୟକ ଭାବେ ଚୟନ କରାଯାଇଛି। ହାର୍ଦ୍ଦିକ ପାଣ୍ଡିଆଙ୍କୁ ଉପ-ଅଧିନାୟକ ଭାବେ
Read More...

କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ମିତାଲି

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର କିମ୍ବଦନ୍ତୀ ଖେଳାଳି ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସହ ଗୋଟିଏ ଯୁଗର ଅନ୍ତ ଘଟିଛି। ମହିଳା ଦିନିକିଆରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ମିତାଲିଙ୍କ ନାଁରେ
Read More...

ବାରବାଟୀ ମ୍ୟାଚ୍‌ ମାମଲା ଖାରଜ, ଟି-୨୦ ମ୍ୟାଚ୍‌ ଉପରୁ ଟଳିଲା ଆଶଙ୍କା

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଥିବା କ୍ରିକେଟ ମ୍ୟାଚ୍ ସଂପର୍କିତ ମାମଲା ଆଜି ଖାରଜ ହୋଇଛି। ମ୍ୟାଚ୍‌ ବାତିଲ ଆବେଦନ ସଂପର୍କିତ ମାମଲା ଖାରଜ କରିଛନ୍ତି ଓଡିଶା ହାଇକୋର୍ଟ। ମାମଲା ଖାରଜ ସହ ବାରବାଟୀ ଟି-୨୦ ମ୍ୟାଚ୍‌ ଉପରୁ ଟଳିଲା ଆଶଙ୍କା। ଭର୍ଚୁଆଲରେ ଉପସ୍ଥିତ ରହି
Read More...

କୋହଲିଙ୍କ ବିରାଟ ରେକର୍ଡ ଭାଙ୍ଗିବେ ବାବର !

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ପାକିସ୍ତାନ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ । ଏହି ସିରିଜ୍‌ ପାଇଁ ଇଣ୍ଡିଜ୍‌ ଦଳ ସୋମବାର ପାକିସ୍ତାନରେ ପହଞ୍ଚିଛି । ସେମାନଙ୍କର ନୂତନ ଅଧିନାୟକ ନିକୋଲାସ ପୁରାନଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ୍‌ ଦଳ ଏଥର ଇତିହାସ
Read More...