Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଦଳକୁ ଫେରିଲେ ଏହି ୪ ଖେଳାଳି
ଅହମ୍ମଦବାଦ : ଏଠାରେ ଆଜି ହେବାକୁ ଥିବା ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଦିନିକିଆରେ ଭାରତ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । କୋଭିଡର ମୁକ୍ତ ହୋଇ ଓପନର ଶିଖର ଧାୱାନ ଦଳକୁ ଫେରିଥିବା ବେଳେ କେଏଲ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି । ସେହିପରି ଶ୍ରେୟସ ଆୟରଙ୍କୁ ମଧ୍ୟ ଆଉ!-->…
Read More...
Read More...
ଆଇପିଏଲ : ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ କୋଚ ପଦରୁ ଜାଫରଙ୍କ ଇସ୍ତଫା
ନୂଆଦିଲ୍ଲୀ : ଆଇପିଏଲ୍ ୨୦୨୨ ନିଲାମ ପୂର୍ବରୁ ପଞ୍ଜାବ କିଙ୍ଗ୍ସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ଦଳର ବ୍ୟାଟିଂ ପ୍ରଶିକ୍ଷକ ୱାସିମ ଜାଫର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଟ୍ୱିଟରରେ ଜାଫର ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି । ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସର ବୋଲିଂ କୋଚ ଭାବେ!-->…
Read More...
Read More...
ଆସନ୍ତାକାଲି ଶେଷ ଦିନିକିଆ, କ୍ଲିନସୁଇପ ଲକ୍ଷ୍ୟରେ ଭାରତ
ଅହମ୍ମଦାବାଦ : ଆସନ୍ତାକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଶେଷ ତଥା ତୃତୀୟ ଦିନିକିଆ ଖେଳାଯିବ । ଭାରତ ଗତ ଦୁଇଟି ମ୍ୟାଚରେ ବିଜୟୀ ହୋଇଥିବାରୁ ଆସନ୍ତାକାଲିର ମ୍ୟାଚ୍ ଜିତି ଇଣ୍ଡିଜ ବିପକ୍ଷରେ କ୍ଲିନ୍ ସୁଇପ କରିବାକୁ ଲକ୍ଷ୍ୟ!-->…
Read More...
Read More...
ରାଜନୀତିରେ ଏଣ୍ଟ୍ରି ମାରିଲେ ରେସଲର ଦି ଗ୍ରେଟ ଖଲ୍ଲି
ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ଡବ୍ଲୁଡବ୍ଲୁଇରେ ଭାରତର ଗର୍ବ ବଢାଇଥିବା ରେସଲର ଦି ଗ୍ରେଟ୍ ଖଲ୍ଲି ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସେ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ବିଜେପି!-->…
Read More...
Read More...
ବ୍ୟାଟିଂ କ୍ରମରେ ଅଦଳବଦଳକୁ ନେଇ ଏମିତି କହିଲେ ଗାଭାସ୍କର
ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତୀୟ ଦଳ ଏକଦିବସୀୟ ସିରିଜ୍ ଜିତିଛି ସତ କିନ୍ତୁ ଦଳର ବ୍ୟାଟିଂକୁ ଟିମ୍ ମ୍ୟାନେଜମେଣ୍ଟଙ୍କ ସହ ବହୁ ପୂର୍ବତନ ଖେଳାଳି ଚିନ୍ତା ପ୍ରକଟ କରିଛନ୍ତି । ଦ୍ୱିତୀୟ ଦିନିକିଆରେ ରୋହିତ, କୋହଲି ଏବଂ ପନ୍ତଙ୍କୁ ଶୀଘ୍ର ଆଉଟ୍ ହେବା ପରେ ଦଳ ଅସୁବିଧାର!-->…
Read More...
Read More...
ଦ୍ୱିତୀୟ ଦିନିକିଆ ବିଜୟ ସହ ଆଗୁଆ ସିରିଜ କବଜା କଲା ଭାରତ
ଅହମ୍ମଦବାଦ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଘରୋଇ ଦଳ ୪୪ ରନରେ ବିଜୟ ଲାଭ କରିବା ସହ ଆଗୁଆ ସିରିଜ ୨-୦ରେ କବଜା କରିଛି । ଟସ୍ ହାରି ବ୍ୟାଟିଂର ଆମନ୍ତ୍ରଣ ପାଇଥିବା ଭାରତ ଦଳ ନିର୍ଦ୍ଧରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୩୭ ରନ କରିଥିଲା । ଦଳ ପକ୍ଷରୁ ସଫଳ!-->…
Read More...
Read More...
ପୂରା ଆଇପିଏଲ ଖେଳିବେ ଇଂଲଣ୍ଡ ଖେଳାଳି
ନୂଆଦିଲ୍ଲୀ : ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ-୧୫ ପାଇଁ ଏବେ ଠାରୁ ଫ୍ରାଞ୍ଚାଇଜମାନଙ୍କ ମଧ୍ୟରେ ପ୍ରବଳ ଉକ୍ରଣ୍ଠା । ଖେଳାଳିମାନେ ମଧ୍ୟ ଉତ୍ସାହିତ । ତେବେ କେତେକ ଦେଶର ଖେଳାଳି ପୂରା ଆଇପିଏଲ ଖେଳି ନପାରନ୍ତି ବୋଲି ଏବେ ସୂଚନା ମିଳୁଛି । ଅଷ୍ଟ୍ରେଲୀୟ ଖେଳାଳିଙ୍କ ଉପଲବ୍ଧତା କିଛି!-->…
Read More...
Read More...
ଆଇସିସି ଦିନିକିଆ ର୍ୟାଙ୍କିଙ୍ଗ: ରୋହିତଙ୍କ ସ୍ଥାନ ସୁରକ୍ଷିତ
ନୂଆଦିଲ୍ଲୀ : ଆଜି ଜାରି ହୋଇଛି ଆଇସିସି ପୁରୁଷ ଦିନିକିଆ ବ୍ୟାଟିଂ ର୍ୟାଙ୍କିଙ୍ଗ । ଭାରତର ନୂତନ ହ୍ୱାଇଟ-ବଲ୍ ଅଧିନାୟକ ରୋହିତ ଶର୍ମା ପୂର୍ବପରି ତୃତୀୟ ସ୍ଥାନରେ ରହିଛନ୍ତି । ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବିରାଟ କୋହଲିଙ୍କର ସେ ନିକଟବର୍ତ୍ତୀ ହୋଇଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷ!-->…
Read More...
Read More...
ବେଭାନଙ୍କ ସହ ତୁଳନା କରିବାରୁ ଏମିତି କହିଲେ ସୂର୍ଯ୍ୟକୁମାର
ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ବାହାରିଥିଲେ ଏବଂ ସେ ପାଞ୍ଚଟି ଚୌକା ସହାୟତାରେ ୩୪ ବଲରୁ ଅପରାଜିତ ୩୬ ରନ୍ କରି ଦଳକୁ ୬ ୱିକେଟ୍ରେ ଜିତିଥିଲେ । ତାଙ୍କର ଏହି ଇନିଂସ ପରେ!-->…
Read More...
Read More...
ଆଇସିସି ମହିଳା ଦିନିକିଆ ର୍ୟାଙ୍କିଙ୍ଗ : ପଞ୍ଚମ ସ୍ଥାନକୁ ଉଠିଲେ ମନ୍ଧଣା
ନୂଆଦିଲ୍ଲୀ,୮/୨ : ଆଜି ଜାରି ହୋଇଛି ଆଇସିସି ମହିଳା ଦିନିକିଆ ର୍ୟାଙ୍କିଙ୍ଗ । ଏଥିରେ ଭାରତୀୟ ଖେଳାଳିଙ୍କୁ ବେଶ ଭଲ ଫାଇଦା ମିଳିଛି । ଭାରତୀୟ ଓପନର ସ୍ମୃତି ମନ୍ଧଣା ଆଉ ଦୁଇଟି ପାହାଚ ଅତିକ୍ରମ କରି ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି । ସେହିପରି କ୍ୟାପଟେନ ମିତାଲି ରାଜ୍ଙ୍କର ଦ୍ୱିତୀୟ!-->…
Read More...
Read More...