Browsing Category

ଖେଳ

ଦିନିକିଆ ମହିଳା ବିଶ୍ୱକପ : ପାକିସ୍ତାନକୁ ହରାଇଲା ଭାରତ

ନୂଆଦିଲ୍ଲୀ : ଆଇସିସି ମହିଳା ବିଶ୍ୱକପ ୨୦୨୨ ର ଚତୁର୍ଥ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାକିସ୍ତାନକୁ ୧୦୭ ରନ୍‌ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ଆରମ୍ଭ ବିଜୟ ସହ କରିଛି । ପ୍ରଥମେ ବ୍ୟାଟିଂ କରି ପୂଜା, ସ୍ନେହା ଏବଂ ମନ୍ଧନାରୁ ଅର୍ଦ୍ଧଶତକୀୟ ସହାୟତାରେ ପାକିସ୍ତାନ ସମ୍ମୁଖରେ ଭାରତ ୨୪୫ ରନ୍‌
Read More...

ଏହି ମାଇଲଖୁଣ୍ଟ ହାସଲ କଲେ ଅଶ୍ୱିନୀ

ମୋହାଲି : ଟିମ୍‌ ଇଣ୍ଡିଆର ପ୍ରିମିୟର ଅଫ୍‌ ସ୍ପିନର ଆର ଅଶ୍ୱିନ୍‌ ଟେଷ୍ଟ କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍‌ ନେବା ମାମଲାରେ ଶ୍ରେଷ୍ଠ ୧୦ ବୋଲରଙ୍କ ତାଲିକାରେ ରବିଚନ୍ଦ୍ରନ ଅଶ୍ୱିନ ସାମିଲ ହୋଇଥିବା ବେଳେ ପୂର୍ବତନ ଶ୍ରୀଲଙ୍କା ଦଳର
Read More...

ଜାଡେଜାଙ୍କୁ ୫ ୱିକେଟ, ଶ୍ରୀଲଙ୍କା ପ୍ରଥମ ଇନିଂସରେ ୧୭୪ରେ ଅଲଆଉଟ୍‌

ମୋହାଲି : ଏଠାକାର ପଞ୍ଜାବ କ୍ରିକେଟ ଆସୋସିଏସନ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଦୃଢ ସ୍ଥିତିରେ ପହଞ୍ଚିଛି । ପ୍ରଥମେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଚମକ୍ରାର ବ୍ୟାଟିଂ ବଲରେ ୫୭୪ରନ ବୃହତ ସ୍କୋର କରିଥିବା ବେଳେ ବୋଲିଂରେ
Read More...

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ସେନ ୱାର୍ଣ୍ଣଙ୍କ ପରଲୋକ

ସିଡନୀ : ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ସେନ ୱାର୍ଣ୍ଣଙ୍କ ଆଜି ହୃଦଘାତରେ ପରଲୋକ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ଥାଇଲାଣ୍ଡରେ ତାଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଛି ।ୱାର୍ଣ୍ଣଙ୍କ ଦେହାନ୍ତ ଖବର ପାଇଁ କ୍ରିକେଟ୍‌ ଜଗତ ସ୍ତବ୍ଧ
Read More...

ଆରମ୍ଭ ହେଲା ମହିଳା ଦିନିକିଆ ବିଶ୍ୱକପ : ଆରମ୍ଭରୁ ବାଜି ମାରିଲା ୱେଷ୍ଟ ଇଣ୍ଡିଜ

ନୂଆଦିଲ୍ଲୀ,୪/୩ : ଆଜିଠୁ ଆରମ୍ଭ ହୋଇଛି ଆଇସିସି ମହିଳା ଦିନିକିଆ ବିଶ୍ୱକପ । ଆଉ ଉଦଘାଟନୀ ମ୍ୟାଚରୁ ୱେଷ୍ଟ ଇଣ୍ଡିଜ ଆରମ୍ଭ କରିଛି ବିଜୟ ଅଭିଯାନ । ଆଜି ଏଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଇଣ୍ଡିଜ ୩ ରନରେ ପ୍ରତିପକ୍ଷ ଘରୋଇ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ନ୍ୟୁଜିଲାଣ୍ଡ ଟସ ଜିତି
Read More...

ପରଲୋକରେ କିମ୍ବଦନ୍ତୀ କ୍ରିକେଟର ରୋଡ୍‌ ମାର୍ଶ

ନୂଆଦିଲ୍ଲୀ,୪/୩ : ବିଶ୍ୱ କ୍ରିକେଟ ଆଜି ଜଣେ କିମ୍ବଦନ୍ତୀଙ୍କୁ । ସେ ହେଲେ ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ କିପର ରୋଡ ମାର୍ଶ । ଅଷ୍ଟ୍ରେଲିଆର ମହାନ ଖେଳାଳି ତଥା ୱିକେଟ କିପର ମାର୍ଶଙ୍କର ଆଜି ୭୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ତାଙ୍କ ଦେହାନ୍ତକୁ ନେଇ ଅନେକ ମହାନ ବ୍ୟକ୍ତି ଓ ଖେଳାଳି
Read More...

ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଚମକିଲେ ପନ୍ତ,ବିହାରୀ

ମୋହାଲି,୪/୩ : ଆଜିଠୁ ଏଠାରେ ଆରମ୍ଭ ହୋଇଛି ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ । ଆଉ ମ୍ୟାଚର ଆଜି ପ୍ରଥମ ଦିବସରେ ଭାରତୀୟ ବ୍ୟାଟରମାନେ ଚମକିଥିଲେ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି ଭାରତ । ଭାରତୀୟ ଦଳ ବ୍ୟାଟସମ୍ୟାନଙ୍କ ସାମୂହିକ ଉପଯୋଗୀ ବ୍ୟାଟିଂ ବଳରେ ପ୍ରଥମ ଦିନର ଖେଳ ଶେଷ
Read More...

୧୦୦ତମ ଟେଷ୍ଟରେ ୮ହଜାର ରନ ପୂରଣ କଲେ ବିରାଟ କିନ୍ତୁ….

ଚଣ୍ଡିଗଡ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ କ୍ୟାରିୟରର ୧୦୦ ତମ ମ୍ୟାଚ୍‌ ଖେଳୁଥିବା ବିରାଟ କୋହଲି ଟେଷ୍ଟ କ୍ରିକେଟରେ ୮୦୦୦ ରନ୍‌ ପୂରଣ କରିଛନ୍ତି । ମୋହଲି ଟେଷ୍ଟର ପ୍ରଥମ ଇନିଂସରେ ୩୮ ରନ୍‌ ପୂରଣ କରିବା ପରେ ବିରାଟ କୋହଲି ଏହି ରେକର୍ଡ ସୃଷ୍ଟି କରିଛନ୍ତି । ଟେଷ୍ଟ କ୍ରିକେଟରେ ୮୦୦୦ ରନ୍‌
Read More...

୧୦୦ତମ ଟେଷ୍ଟରେ ଖାସ୍‌ ଉପହାର ପାଇବା ପରେ ଅନୁଷ୍କାଙ୍କୁ ଆଲିଙ୍ଗନ କଲେ ବିରାଟ

ଚଣ୍ଡିଗଡ : ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କର ୧୦୦ ତମ ଟେଷ୍ଟ ମ୍ୟାଚ୍‌ ଖେଳୁଛନ୍ତି । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆଜିଠାରୁ ମୋହାଲିର ପିସିଏସ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଉଛି, ଯାହାକି
Read More...

ବିରାଟଙ୍କୁ ପ୍ରଶଂସା କଲେ ରୋହିତ, କହିଲେ ଏହି ବଡ କଥା

ଚଣ୍ଡିଗଡ : ଭାରତୀୟ ଦଳର ପୂର୍ଣ୍ଣକାଳୀନ ଅଧିନାୟକ ରୋହିତ ଶର୍ମା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ୧୦୦ ତମ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ରୋହିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦଳକୁ ଏହି
Read More...