Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଜୋକୋଭିକ୍ଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି
ସିଡନୀ : ତାରକା ଟେନିସ ଖେଳାଳି ନୋଭାକ ଜୋକୋଭିକ୍ଙ୍କ ସମସ୍ୟା ଏପର୍ଯ୍ୟନ୍ତ ତୁଟୁନି । ଗୋଟିଏ ପରେ ଗୋଟିଏ ଅଡ଼ୁଆ ବାହାରୁଛି । ତେବେ ଆଜି ତାଙ୍କୁ ସାମନ୍ୟ ଆଶ୍ୱସ୍ତି ମିଳିଛି । କେତେକ ଆଇନଗତ ପଦ୍ଧତି କାରଣରୁ ତାଙ୍କୁ ଅଷ୍ଟ୍ରେଲିଆ ଛାଡ଼ିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହାପରେ!-->…
Read More...
Read More...
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ଏହି ଦୁଇ ଖେଳାଳିଙ୍କ ହୋଇପାରେ ଛୁଟି, ମିଳିପାରେ ଏହି ଖେଳିଳାଙ୍କୁ ସୁଯୋଗ
ନୂଆଦିଲ୍ଲୀ : ଭାରତର ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ୍ ତଥା ବର୍ତ୍ତମାନର କ୍ରିକେଟ୍ ବିଶେଷଜ୍ଞ ସୁନୀଲ ଗାଭାସ୍କର ମତରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଚେତେଶ୍ୱର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେଙ୍କୁ ଡ୍ରପ୍ କରାଯିବ । ଗାଭାସ୍କର ଏହା ମଧ୍ୟ କହିଛନ୍ତି ଯେ ଏହି ଖେଳାଳିଙ୍କ!-->…
Read More...
Read More...
ନୂଆ କୀର୍ତ୍ତିମାନର ଅଧିକାରୀ ହେଲେ ପନ୍ତ
ନୂଆଦିଲ୍ଲୀ, ୧୩/୦୧ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଆଜି ତୃତୀୟ ଦିବସରେ ୱିକେଟ କିପର ଋଷଭ ପନ୍ତ ଦମଦାର ଶତକ ହାସଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯେତେବେଳେ ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ସଂଘର୍ଷ କରୁଥିଲା, ପନ୍ତ ଏକାକୀ!-->…
Read More...
Read More...
ପରଲୋକରେ କ୍ରିକେଟର ଅଶୋକ ମହାପାତ୍ର
ଫୁଲବାଣୀ: ଅଶୋକ ମହାପାତ୍ର କିଛିଦିନ ଶାରୀରିକ ଅସୁସ୍ଥତା ଅନୁଭବ କରି ଫୁଲବାଣୀ ଡାକ୍ତରଖାନାର ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତିରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଅଧିକ ଖରାପ!-->…
Read More...
Read More...
ଭାରତ ଦ୍ୱିତୀୟ ଇନିଂସରେ ୧୯୮ରେ ଅଲଆଉଟ୍, ଦ.ଆଫ୍ରିକାକୁ ୨୧୨ ଟାର୍ଗେଟ୍
କେପଟାଉନ : କେପଟାଉନର ନ୍ୟୁଲାଣ୍ଡସ୍ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ ଖେଳାଯାଉଛି । ମ୍ୟାଚର ତୃତୀୟ ଦିନରେ ଭାରତ ଦ୍ୱିତୀୟ ଇନିଂସରେ ୧୯୮ ଅଲଆଉଟ ହୋଇଯାଇଛି । ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଭାରତ ୨୧୨ ରନ୍ ଲକ୍ଷ୍ୟ!-->…
Read More...
Read More...
ଲିଳିମା ମିଞ୍ଜଙ୍କ ଅବସର ଘୋଷଣା
ଭୁବନେଶ୍ୱର : ଓଡ଼ିଶାର ଅନ୍ୟତମ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ମହିଳା ହକି ତାରକା ଲିଳିମା ମିଞ୍ଜ ଅବସର ଘୋଷଣା କରିଛନ୍ତି । ଆଜି ସେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ହକିରୁ ଅବସର ନେଲେ ମଧ୍ୟ ଘରୋଇ ହକି ଖେଳିବା ଜାରି ରଖିବି । ହକିର ଉନ୍ନତି ପାଇଁ ସାଧ୍ୟମତେ!-->…
Read More...
Read More...
କେଏଲ ରାହୁଲ ଟେଷ୍ଟରେ ୱିକେଟ କିପିଂ କରିପାରିବେନି, କାରଣ କହିଲେ ଗମ୍ଭୀର
ନୂଆଦିଲ୍ଲୀ : ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ତାଙ୍କ ସଟ୍ ଚୟନ ପାଇଁ ସମାଲୋଚକଙ୍କ ସ୍କାନରରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଖାତା ନ ଖୋଲି ଆଉଟ ହେବା ପରେ ସେ ଏବେ ପ୍ରଶଂସକଙ୍କ ଟାର୍ଗେଟରେ ଆସିଛନ୍ତି । ଏଭଳି!-->…
Read More...
Read More...
ବିସିସିଆଇର ପ୍ଲାନ୍-ବି, ଏହି ଦୁଇ ଦେଶରେ ଆୟୋଜିତ ହୋଇପାରେ ଆଇପିଏଲ
ନୂଆଦିଲ୍ଲୀ : ଭାରତରେ ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ (ଆଇପିଏଲ) ଆୟୋଜନ ଉପରେ ପୁଣି ଥରେ କରୋନା ବାଟ ଓଗଳିପାରେ । ଦେଶରେ ବର୍ତ୍ତମାନ କରୋନାର ତୃତୀୟ ଲହର ଯେଉଁ ଗତିରେ ବଢୁଛି, ସେହି ପରିସ୍ଥିତିରେ ଦେଶରେ ଆଇପିଏଲ ଆୟୋଜନ ସମ୍ଭବପର ଦେଖାଯାଉନାହିଁ । କିନ୍ତୁ ବିସିସିଆଇ ଏହି!-->…
Read More...
Read More...
୧୩ ଥର ଚାମ୍ପିଅନ : କିନ୍ତୁ ନା ପୁରସ୍କାର ନା ଚାକିରି,ବାରମ୍ବାର ବିଶ୍ୱାସଘାତକତାର ଶିକାର ଚେସ୍ ରାଣୀ ମଳ୍ଲିକା
ଅମୃତସର : ଦିବ୍ୟାଙ୍ଗ…କିନ୍ତୁ ମନରେ ଅସୀମ ଶକ୍ତି,ଉତ୍ସାହ,ଉଦ୍ଦୀପନା ଓ ଅସରନ୍ତି ସ୍ୱପ୍ନ । ଭାଙ୍ଗିପଡ଼ିବା ନୁହେଁ,ଦୃଢ ସଂକଳ୍ପ ଓ ଦୁର୍ବାର ଅଭିଳାଷ ସହ ଆଗେଇଯିବାର ଉଦ୍ଦାମତା । ଏଭଳି ଶକ୍ତି,ସାମର୍ଥ୍ୟ ଓ ଉଚ୍ଚାକାଂକ୍ଷାର ଅଧିକାରୀ ହେଉଛନ୍ତି ପଞ୍ଜାବର ସୁନାମଧନ୍ୟ କନ୍ୟା ମଲ୍ଲିକା ହାଣ୍ଡା!-->…
Read More...
Read More...
ବୁମରାହଙ୍କ ୫ ୱିକେଟ, ଦ.ଆଫ୍ରିକା ୨୦୯ରେ ଅଲଆଉଟ୍
କେପଟାଉନ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୧୩ରନର ଅଗ୍ରଣୀ ହାସଲ କରିଛି । ଭାରତ ପରି ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରଥମ ଇନିଂସରେ ବଡ ସ୍କୋର କରିବାରେ ବିଫଳ ହୋଇଛି । ଭାରତୀୟ ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଦଳ!-->…
Read More...
Read More...