Browsing Category

ଖେଳ

କ୍ରୀଡ଼ାରେ କରୋନା ବିସ୍ଫୋରଣ : ଏସିଆନ କପରୁ ବାଦ୍‌ପଡ଼ିଲା ଭାରତ

ମୁମ୍ବାଇ : ଅନ୍ୟ କ୍ଷେତ୍ର ଭଳି କ୍ରୀଡ଼ାରେ ମଧ୍ୟ କରୋନା ମାଡ଼ିଚାଲିଛି । ଏହି କାରଣରୁ କେତେକ ମ୍ୟାଚ ସ୍ଥଗିତ ରହିଛି । ବହୁ ଖେଳାଳି ସଂକ୍ରମିତ ହୋଇଛନ୍ତି । ଏବେ ଫୁଟବଲ କ୍ରୀଡ଼ାରେ ହୋଇଛି କରୋନା ବିସ୍ଫୋରଣ । ବର୍ତ୍ତମାନ ଏଠାରେ ଏସିଆନ କପ ଚାଲିଛି । ଏଥିରେ ଭାରତ ଭାଗ ନେଇଛି । ତେବେ
Read More...

ପୁଣି ସ୍ପଟ ଫିକ୍ସିଂ ଝଡ଼ : ଏଥର ଫସିଲେ ଏହି କ୍ରିକେଟର

ନୂଆଦିଲ୍ଲୀ : କ୍ରିକେଟ ଜଗତରେ ସ୍ପଟ ଫିକ୍ସିଂ କିଛି ନୂଆ କଥା ନୁହେଁ । ବାରମ୍ବାର ଏଭଳି କଳଙ୍କ ଲାଗିଛି କ୍ରିକେଟ ଦେହରେ । ଏବଂ ଏହି କେଳେଙ୍କାରୀ ପାଇଁ ବହୁ ନାମିଦାମୀ କ୍ରିକେଟର ଦଣ୍ଡିତ ହୋଇଛନ୍ତି । ତେବେ ବେଳେ ବେଳେ କିଛି ନିରୀହ କ୍ରିକେଟର ଏଥିପାଇଁ ଫସିଥିବାର ନଜିର ମଧ୍ୟ ରହିଛି ।
Read More...

ଧିମା ବୋଲିଂ ପାଇଁ ଭାରତ ଦଣ୍ଡିତ

ନୂଆଦିଲ୍ଲୀ : ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ ହୋଇଛି । ଗସ୍ତ ପୂରା ବିଫଳ ହୋଇଛି । ଉଭୟ ଟେଷ୍ଟ ଓ ଦିନିକିଆ ସିରିଜରେ ଭାରତ ହାରିଛି । ଗତକାଲି ଶେଷ ଦିନିକିଆ ଖେଳାଯାଇଥିଲା ଏବଂ ଏଥିରେ ମଧ୍ୟ ଅନ୍ୟ ଦୁଇଟି ଦିନିକିଆ ଭଳି ଭାରତ ପରାସ୍ତ ହୋଇଥିଲା । ସିରିଜ ତ ହାରିଲେ,ସେଥିରେ ପୁଣି ଦଣ୍ଡିତ
Read More...

ଆଜମଙ୍କୁ ଦିନିକିଆ ଓ ରୁଟ୍‌ଙ୍କୁ ଟେଷ୍ଟ କ୍ରିକେଟର ଅଫ ଦି ଇୟର ପୁରସ୍କାର

ଦୁବାଇ: ଦମଦାର ପ୍ରଦର୍ଶନ ବଳରେ ପାକିସ୍ତାନ ଅଧିନାୟକ ବାବର ଆଜମ ଏବଂ ଇଂଲଣ୍ଡର ଟେଷ୍ଟ କ୍ୟାପଟେନ ବର୍ଷ ଆରମ୍ଭରୁ ପାଇଛନ୍ତି ଏକ ମର୍ଯ୍ୟାଦାଜନକ ପୁରସ୍କାର । ୨୦୨୧ ବର୍ଷ ପାଇଁ ଆଜମ ଆଇସିସି ଦିନିକିଆ ଓ ଜେ ରୁଟ ଆଇସିସି ଟେଷ୍ଟ କ୍ରିକେଟର ଅଫ ଦି ଇୟର ପୁରସ୍କାର ଅର୍ଜନ କରିଛନ୍ତି ।
Read More...

ଜାତୀୟ ସଂଗୀତ ଗାନ ସମୟରେ ଚୁଇଙ୍ଗମ ଚୋବାଇ ଟ୍ରୋଲର ଶିକାର ହେଲେ ବିରାଟ

କେପଟାଉନ୍ : ପୁଣି ଥରେ ବିବାଦ ଘେରରେ ଫସିଗଲେ ବିରାଟ କୋହଲି। ଗତକାଲି ଅର୍ଥାତ୍‌ ରବିବାର ଦିନ ଦକ୍ଷିଣ ଆଫ୍ରିକା ବିରୋଧରେ ତୃତୀୟ ଓ ଶେଷ ଦିନିକିଆରେ ତାଙ୍କର ଏକ ଭୁଲ କାମ ପାଇଁ ତାଙ୍କ ଫ୍ୟାନ୍ସମାନେ ରାଗି ଯାଇଛନ୍ତି । ତାଙ୍କର ଗୋଟିଏ ଭୁଲ୍‌ ପାଇଁ ଲୋକମାନେ ବିସିସିଆଇଙ୍କୁ ବିରାଟଙ୍କ
Read More...

ଦିନିକିଆ ସିରିଜ ପୋଛିନେଲା ଦକ୍ଷିଣ ଆଫ୍ରିକା

କେପ୍‌ ଟାଉନ୍‌ : ଘରୋଇ ଦଳ ଦକ୍ଷିଣ ଆଫ୍ରିକା ନିଜ ମାଟିରେ ହାସଲ କରିଛି ଡବଲ ସିରିଜ ବିଜୟ । ପୂର୍ବରୁ ଟେଷ୍ଟ ସିରିଜ ଜିତିଥିଲା,ଏବେ ଦିନିକିଆ ସିରିଜ ମଧ୍ୟ ଜିତିଛି,ତାହା ପୁଣି କ୍ଲିନ ସୁଇପ । ଭାରତ ବିପକ୍ଷ ଦିନିକିଆ ସିରିଜକୁ ଦଳ ୩-୦ ରେ ପୋଛିନେଇଛି । ଆଜି ଅନୁଷ୍ଠିତ ତୃତୀୟ ତଥା ଶେଷ
Read More...

ମୁକ୍ତାକାଶ ପରିଶ୍ରାଗାର ଏବଂ ଶୌଚାଳୟ ପାଲଟିଛି ଘୁ.ଉଦୟଗିରି ବଜାର ବନ୍ଧ !

ଘୁ.ଉଦୟଗିରି:ଘୁ.ଉଦୟଗିରି ସହରବାସୀଙ୍କ ଜୀବନ ରେଖା ପାଲଟିଥିବା ବଜାର ବନ୍ଧ ଏବେ ବିଲୁପ୍ତ ହେବାକୁ ବସିଲାଣି । ସହର ବାସୀଙ୍କ ଦୈନଦିନ ଜୀବନରେ ଏକ ମୁଖ୍ୟ ଆବଶ୍ୟକତା ମେଣ୍ଟାଉଥିବା ସହରର ଏକ ମାତ୍ର ବଜାର ବନ୍ଧ ଏବେ ପାଲଟିଛି ମୁକ୍ତାକାଶ ଶୌଚାଳୟ ଏବଂ ପରିଶ୍ରଗାର । ବନ୍ଧର ସୌନ୍ଦର୍ଯ୍ୟକରଣ
Read More...

ପିଭି ସିନ୍ଧୁ ଜିତିଲେ ସୟେଦ ମୋଦି ଟାଇଟଲ

ନୂଆଦିଳ୍ଲୀ : ଦୁଇଥର ଅଲିମ୍ପିକ୍‌ ପଦକ ବିଜେତା ପିଭି ସିନ୍ଧୁ ରବିବାର ସୟେଦ ମୋଦୀ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି । ଫାଇନାଲରେ ସେ ମାଲଭିକା ବାନସୋଦଙ୍କୁ ପରାସ୍ତ କରିଛନ୍ତି । ଟପ୍‌ ସିଡ୍‌ ସିନ୍ଧୁ ଏକ ଲୋପ-ସାଇଡ୍‌ ଟାଇଟଲ୍‌
Read More...

ବିରାଟଙ୍କ ଝିଅ ବାମିକାଙ୍କ ପ୍ରଥମ ଝଲକ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ଭିତରେ ରବିବାର ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ସମୟରେ ଟିଭି ସ୍କ୍ରିନରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକୁ ସମସ୍ତେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଅପେକ୍ଷା କରି ରହିଥିଲେ । ପ୍ରଥମ
Read More...

ଟେଷ୍ଟ ଗଲା,ଦିନିକିଆ ବି ଗଲା : ଦୁଇଟିଯାକ ସିରିଜରେ ହାରିଲା ଭାରତ

ପାର୍ଲ : ଟେଷ୍ଟ ଗଲା,ଦିନିକିଆ ବି ଗଲା । ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ଦୁଇଟିଯାକ ସିରିଜ ହାରିଲା । ଏହା ଭାରତୀୟ ପ୍ରଶଂସକମାନଙ୍କୁ ଭୀଷଣଭାବରେ ମର୍ମାହତ କରିଛି । ଆଜି ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତ ଘରୋଇ ଦଳଠାରୁ ୭ ୱିକେଟରେ ପରାସ୍ତ ହୋଇଛି । ପ୍ରଥମ ଦିନିକିଆରେ ଭାରତ ୩୧ ରନରେ
Read More...